ଗ୍ରୀଷ୍ମ ପ୍ରବାହ ଯୋଗୁଁ ପରୀକ୍ଷା ଘୁଞ୍ଚାଇବାକୁ ଦାବି, ଆନ୍ଦୋଳନରେ ଆରଡି ବିଶ୍ୱବିଦ୍ୟାଳୟର ଛାତ୍ରୀ
ଭୁବନେଶ୍ୱର: ଯୁକ୍ତ ତିନି ଦ୍ୱିତୀୟ ବର୍ଷ ପରୀକ୍ଷା ସ୍ଥଗିତ ରଖିବାକୁ ଦାବି କରି ଶୁକ୍ରବାର ଭୁବନେଶ୍ୱରର ରମା ଦେବୀ ମହିଳା ବିଶ୍ୱବିଦ୍ୟାଳୟର ବହୁ ଛାତ୍ରଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ରାଜଧାନୀରେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ। ଏଥି ଯୋଗୁଁ ଦୈନନ୍ଦିନ ଜୀବନଯାତ୍ରା ବାଧାପ୍ରାପ୍ତ…