Latest Odisha News

BREAKING NEWS

ମଧୁସୂଦନ ଦାସଙ୍କୁ ଭାରତ ରତ୍ନ ଦେବାକୁ ଦାବି କଲା ଓଡ଼ିଶା ବାର୍ କାଉନସିଲ୍

କଟକ: ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଆଧୁନିକ ଓଡ଼ିଶା ପ୍ରତିଷ୍ଠାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହାକୁ ସ୍ୱୀକାର କରି ତାଙ୍କୁ ମରଣୋତ୍ତର ଭାରତ ରତ୍ନ ପ୍ରଦାନ ପ୍ରସ୍ତାବ ଦେବାକୁ ଓଡ଼ିଶାର ରାଜ୍ୟ ବାର୍ କାଉନସିଲ୍ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନେଇଛି। ପରିଷଦ ପକ୍ଷରୁ ସଂପୃକ୍ତ…

ପ୍ରଚାର ବେଳେ ମୋଦୀ, ରାହୁଲଙ୍କ ବୟାନକୁ ନେଇ ଆପତ୍ତି, ନିର୍ବାଚନ କମିଶନ ମାଗିଲେ ଜବାବ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ କଂଗ୍ରେସର ପ୍ରଚାର ଭାଷଣ ସମୟରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆସିବା ପରେ ନିର୍ବାଚନ ଆୟୋଗ ଉଭୟ ଦଳର ସଭାପତିଙ୍କୁ ନୋଟିସ ଜାରି କରିଛନ୍ତି। ଏପ୍ରିଲ ୨୯ ତାରିଖ ସକାଳ ସୁଦ୍ଧା ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଏବଂ କଂଗ୍ରେସ ଅଧ୍ୟକ୍ଷ…

ଝିଅର ନିର୍ବାଚନ ଖର୍ଚ୍ଚ ପାଇଁ ପୂର୍ବତନ କଂଗ୍ରେସ ବିଧାୟକ ଜାଗା ବିକିଲେ

କେନ୍ଦ୍ରାପଡା: ଝିଅର ପାଠ ପଢ଼ା ପାଇଁ କିମ୍ବା ବିବାହ ପାଇଁ ଅଭାବୀ ବାପା ଅନେକ ଖର୍ଚ୍ଚ ତୁଲାଇଥାଏ। କିନ୍ତୁ ବୋଧହୁଏ ଓଡ଼ିଶା ରାଜନୀତିରେ ପ୍ରଥମ ଥର ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ବାପା ଝିଅର ନିର୍ବାଚନୀ ଖର୍ଚ୍ଚ ଭରଣ କରିବାକୁ ଯାଇ ନିଜ ସମ୍ପତ୍ତିର କିଛି ଅଂଶକୁ ବିକ୍ରି…

ଆଇପିଏଲ ବେଟିଂ ରାକେଟ୍ ଅଭିଯୋଗରେ ୫ ଜଣଙ୍କୁ ଗିରଫ କଲା ପୋଲିସ

ରାଉରକେଲା: ଆଇପିଏଲ ମ୍ୟାଚ ବେଳେ ବେଟିଂ ରାକେଟ୍ ଚଳାଉଥିବା ଅଭିଯୋଗରେ ପୁରୀ ସହରରୁ ପୁଲିସ ୫ ଜଣଙ୍କୁ ଗିରଫ କରିଛି। ବେଟିଂ ଚାଲିଥିବା ନେଇ ବିଶ୍ୱସ୍ତ ସୂଚନା ପାଇବା ପରେ ବୁଧବାର ରାତିରେ ପୁଲିସର ଏକ ଟିମ୍ ସହରର ବଳିଆପଣ୍ଡା ଅଞ୍ଚଳର ଏକ ଘରେ ଚଢ଼ଉ କରିଥିଲା। ଘଟଣାସ୍ଥଳରୁ ଫେରାର ହେବାକୁ…

ଫିଫା ଯୋଗ୍ୟତାପର୍ଯ୍ୟାୟ ମୁକାବିଲା: ଭୁବନେଶ୍ୱରରେ ଅଭ୍ୟାସ କରିବେ ଭାରତୀୟ ଟିମ

ଭୁବନେଶ୍ୱର: ଆସନ୍ତା ମାସରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଫିଫା ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟ ପାଇଁ ଭାରତୀୟ ସିନିୟର ପୁରୁଷ ଟିମ ଭୁବନେଶ୍ୱରରେ ଅଭ୍ୟାସ କରିବେ । କୋଚ ଆଇଗର ଷ୍ଟିମାକଙ୍କ ପ୍ରଶିକ୍ଷଣରେ ମେ ୧୦ରୁ ଏହି ପ୍ରସ୍ତୁତି ଶିବର ଆରମ୍ଭ ହେବ । ଏହା ପରେ କୁଏଟ ବିପକ୍ଷ ମୁକାବିଲା…

ପାଠରେ ଫେଲ୍, ଚୋରି ବିଦ୍ୟାରେ ପାରଙ୍ଗମ: ୨ କୋଟିରୁ ଅଧିକ ଟଙ୍କା ଠକେଇ ଅଭିଯୋଗରେ ଅଭିଯୁକ୍ତ ଗିରଫ

ବାଲେଶ୍ୱର: ପାଠରେ ଫେଲ୍ କିନ୍ତୁ ଚୋରି ବିଦ୍ୟାରେ ପାରଙ୍ଗମ। ଚୋରି କରି ଠକେଇ କରିଥିବା ଅଭିଯୋଗରେ ଗିରଫ ହୋଇଛି ଏହି ଠକ ରମେଶ ପାଢୀ। ୨ କୋଟିରୁ ଅଧିକ ଟଙ୍କା ଠକେଇ ଅଭିଯୋଗରେ ବାଲେଶ୍ୱର ପୁଲିସ ସୋର ଅଞ୍ଚଳର ରମେଶ ପାଢ଼ୀଙ୍କୁ ଗିରଫ କରିଛି। ରମେଶ ପାଢ଼ୀ ଅସହାୟ ଯୁବକଙ୍କୁ ବ୍ୟାଙ୍କ ଓ…

ଅଡୁଆରେ ବାହୁବଳୀ ଫେମ୍ ତମନ୍ନା ଭାଟିଆ, ସମନ୍ ପଠାଇଲା ସାଇବର ସେଲ

ମୁମ୍ବାଇ: ଅଡୁଆରେ ବାହୁବଳୀ ଫେମ୍ ଅଭିନେତ୍ରୀ ତମନ୍ନା ଭାଟିଆ । ମହାରାଷ୍ଟ୍ର ସାଇବର ସେଲ୍ ବଲିଉଡ ଅଭିନେତ୍ରୀଙ୍କୁ ଫେୟାରପ୍ଲେରେ ୨୦୨୩ ଆଇପିଏଲ୍ ବେଆଇନ ଭାବେ ପ୍ରସାରଣ କରି କୋଟି କୋଟି ଟଙ୍କା କ୍ଷତି ଘଟାଇବା ଘଟଣାରେ ପଚରାଉଚରା ପାଇଁ ସମନ ଜାରି କରିଛି । ତମନ୍ନା ଭାଟ୍ଟିଆଙ୍କୁ ଏପ୍ରିଲ…

ଆଇପିଏଲ: ପନ୍ତଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ଦିଲ୍ଲୀ କ୍ୟାପିଟଲ୍ସର ଅଧିନାୟକ ରିଷଭ ପନ୍ତ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି । ଟି୨୦ କ୍ରିକେଟରେ ଗୋଟିଏ ବୋଲର ବିପକ୍ଷରେ ସେ ସର୍ବାଧିକ ରନ ସଂଗ୍ରହ କରିଛନ୍ତି । ପନ୍ତ ଗୁଜରାଟ ଟାଇଟାନ୍ସର ମୋହିତ ଶର୍ମାଙ୍କ ବିପକ୍ଷରେ ୧୮ ବଲରେ ୬୨ ରନ ସଂଗ୍ରହ କରିଥିଲେ ।…

ଅରୁଣାଚଳ ପ୍ରଦେଶରେ ଭୂସ୍ଖଳନ, ଭାସିଗଲା ଚାଇନା ସୀମାକୁ ସଂଯୋଗ କରୁଥିବା ରାସ୍ତା

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶରେ ଗୁରୁବାର ଏକ ବଡ଼ ଧରଣର ଭୂସ୍ଖଳନ ହୋଇଛି। ତେଣୁ ଚୀନ ସୀମାକୁ ସଂଯୋଗ କରୁଥିବା ରାଜପଥର ଏକ ଅଂଶ ଧୋଇ ଯାଇଛି। ଏହା ହେଉଛି ଏକମାତ୍ର ମାର୍ଗ ଯାହା ଦିଭଙ୍ଗ ଉପତ୍ୟକା ଜିଲ୍ଲାକୁ ବାକି ଭାରତ ସହିତ ସଂଯୋଗ କରେ। ତେଣୁ ସଡ଼କପଥ ଯୋଗେ ହେଉଥିବା ଯୋଗାଯୋଗ…

ଓଡ଼ିଶାରେ ପ୍ରଥମ ଥର ପାଇଁ ହେଲା ହାପଲୋ-ଆଇଡେଣ୍ଟିକାଲ୍ ବୋନ୍ ମ୍ୟାରୋ ଷ୍ଟେମ୍ ସେଲ୍ ଟ୍ରାନ୍ସପ୍ଲାଣ୍ଟ

ଭୁବନେଶ୍ବର: ଓଡ଼ିଶାରେ ପ୍ରଥମ ଥର ପାଇଁ ହେଲା ହାପଲୋ-ଆଇଡେଣ୍ଟିକାଲ୍ ବୋନ୍ ମ୍ୟାରୋ ଷ୍ଟେମ୍ ସେଲ୍ ଟ୍ରାନ୍ସପ୍ଲାଣ୍ଟ। ଜଣେ ସୁସ୍ଥ ବ୍ୟକ୍ତିଙ୍କ ଠାରୁ ଅସ୍ଥିମଜ୍ଜା ଷ୍ଟେମସେଲକୁ ଆଣି ରୋଗୀର ଶରୀରରେ ପ୍ରତିରୋପଣ କରିବାକୁ ହାପଲୋ- ଆଇଡେଣ୍ଟିକାଲ୍ ବୋନ୍ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ କୁହାଯାଏ । ଏହା…