ଖରାରୁ ଆସି କୋଲଡ୍ରିଙ୍କସ୍ ପିଉଛନ୍ତି କି? ତେବେ ହୋଇଯାଆନ୍ତୁ ସାବଧାନ
ଭୁବନେଶ୍ଵର: ଖରାଦିନ ଆସିଲେ କୋଲଡ୍ରିଙ୍କସର ଚାହିଦା ବଢ଼େ । ଖରାରୁ ଆସି କୋଲଡ୍ରିଙ୍କସ୍ ପିଇ ଶାନ୍ତିର ନିଶ୍ୱାସ ମାରନ୍ତି ଅନେକ ଲୋକ । ଯଦିଓ ଏହି ଥଣ୍ଡା ପାନୀୟ ଶରୀର ଉପରେ ବହୁତ ଖରାପ ପ୍ରଭାବ ପକାଇଥାଏ କିନ୍ତୁ ଲୋକେ ଏହାକୁ ଅଣଦେଖା କରିଥାନ୍ତି । ଏହା ଆପଣଙ୍କ ମେଟାବୋଲିଜିମ୍ କୁ ବିଚଳିତ…