Latest Odisha News

BREAKING NEWS

ତାଜମହଲକୁ ନେଇ ଏଏସ୍‌ଆଇର ମତ ଲୋଡ଼ିଲେ ସୁପ୍ରିମକୋର୍ଟ, ରାଜ୍ୟ ସରକାରଙ୍କୁ ଦିଆଗଲା ଏହି ନିର୍ଦ୍ଦେଶ

ନୂଆଦିଲ୍ଲୀ: ସୋମବାର ସୁପ୍ରିମକୋର୍ଟ ତାଜମହଲ ଏବଂ ଏହାର ଆଖପାଖ ଅଞ୍ଚଳର ସଂରକ୍ଷଣ ପାଇଁ ପ୍ରସ୍ତୁତ ଭିଜନ ଡକ୍ୟୁମେଣ୍ଟ ଏବଂ ଯୋଜନା ଉପରେ ପ୍ରତ୍ନତାତ୍ତ୍ୱିକ ସର୍ଭେ ଅଫ୍ ଇଣ୍ଡିଆ (ASI) ରୁ ପ୍ରତିକ୍ରିୟା ମାଗିଛନ୍ତି। ଜଷ୍ଟିସ ଅଭୟ ଏସ ଓକା ଏବଂ ଉଜ୍ଜଲ ଭୂୟାଁଙ୍କକ ଏକ ବେଞ୍ଚ ଉତ୍ତରପ୍ରଦେଶ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଭକ୍ତି ସର୍ବସ୍ୱ ମତ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ଆଜି ପ୍ରଥମେ “ଭକ୍ତି ସର୍ବସ୍ୱ” “ମତରେ ପାର୍ଥନା କରିବା । ଯଥା – “ଗୋବିନ୍ଦ -କେଶବ -ଜନାର୍ଦ୍ଦନ -ବାସୁଦେବ -ବିଶ୍ୱେଶ -ବିଷ୍ଣୁ -ମଧୁସୂଦନ -ବିଶ୍ଵରୂପ…

ରିଲ୍ସ ଦେଖୁଥିଲେ ହୋଇଯାଆନ୍ତୁ ସାବଧାନ

ଭୁବନେଶ୍ବର: ଆଜିକାଲି ପ୍ରାୟ ସମସ୍ତେ ଦୈନଦିନ ଜୀବନରେ ଫୋନକୁ ଏକ ନିତ୍ୟ ବ୍ୟବହାର୍ଯ୍ୟ ବସ୍ତୁ ରୂପେ ଆପଣାଇ ସାରିଲେଣି । ଛୋଟରୁ ବଡ ପର୍ଯ୍ୟନ୍ତ ସମସ୍ତେ ଫୋନ ପାଇଁ ପାଗଳ । ଫୋନରେ ରିଲ୍ସ  ଦେଖିବା ପାଇଁ ନିଜର ଗୁରୁତ୍ୱପୂର୍ଣ୍ଣ କାମ ମଧ୍ୟ ଭୁଲିଯାଉଛନ୍ତି। କିନ୍ତୁ  ଏହା ଦ୍ୱାରା…

ମାଡ଼ ମାରି ମୋବାଇଲ ଫୋନ ଲୁଟ ମାମଲାରେ ଅଭିଯୁକ୍ତକୁ ବର୍ଷେ ଜେଲ୍ ଦଣ୍ଡ

ଭୁବନେଶ୍ୱର: ନୟାପଲ୍ଲୀ ଥାନା ଅଞ୍ଚଳରେ ଜଣକୁ ମାଡ଼ ମାରି ମୋବାଇଲ ଫୋନ ଲୁଟ କରିବା ମାମଲାରେ ଅଭିଯୁକ୍ତକୁ ବର୍ଷେ ଜେଲ୍ ଦଣ୍ଡ। ଏହି ସଜା ଶୁଣାଇଛନ୍ତି ଭୁବନେଶ୍ୱର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ-୩ ର ବିଚାରପତି। ପୋଲିସ ସୂଚନା ଅନୁଯାୟୀ, ଅଭିଯୋଗକାରୀ ମାନସ ରଞ୍ଜନ ସାହୁ ଭରତପୁର ଥାନା…

ସାଂସଦ-ବିଧାୟକଙ୍କ ବିରୋଧରେ ୨୦୦୦ରୁ ଅଧିକ ମାମଲାରେ ସ୍ୱତନ୍ତ୍ର କୋର୍ଟ ଦେଇଛନ୍ତି ରାୟ

ନୂଆଦିଲ୍ଲୀ: ସାଂସଦ ଏବଂ ବିଧାୟକଙ୍କ ସହ ଜଡିତ ଅପରାଧିକ ମାମଲାରେ ସୁପ୍ରିମକୋର୍ଟଙ୍କୁ ସୂଚନା ଦିଆଯାଇଥିଲା ଯେ ସେମାନଙ୍କ ଶୁଣାଣି କରୁଥିବା ସ୍ୱତନ୍ତ୍ର ଅଦାଲତ ୨୦୨୩ ମସିହାରେ ୨୦୦୦ରୁ ଅଧିକ ମାମଲା ଉପରେ ରାୟ ଦେଇଛନ୍ତି। ସାଂସଦ-ବିଧାୟକଙ୍କ ବିରୋଧରେ ଅପରାଧିକ ମାମଲାର ଶୀଘ୍ର ସମାଧାନ ପାଇଁ…

ଖାଲି ପେଟରେ କଫି ପିଇଲେ ହୋଇପାରେ ଏହିସବୁ ଭୟଙ୍କର ରୋଗ

ଭୁବନେଶ୍ବର: ଖାଲି ପେଟରେ କଫି ପିଉଛନ୍ତି କି ତାହାଲେ ହୋଇଯାଆନ୍ତୁ ସାବଧାନ । ନହେଲେ ଆପଣ ବି ଏହି ଭୟଙ୍କର ରୋଗର ଶିକାର ହେବେ। ପ୍ରାୟ ସମସ୍ତେ  ସକାଳ ହେଉ ବା ସନ୍ଧ୍ୟା ରେ କଫି ପିଇଥାଆନ୍ତି ।କିନ୍ତୁ ଖାଲି ପେଟରେ କଫି ପିଇଲେ ଆମ କୁ ଅନେକ ରୋଗ ହେବାର ସମ୍ଭାବନା ଥାଏ । ଖାଲି ପେଟରେ କଫି…

ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ସଙ୍କଟ: ବଢୁଛି ଗରମ ଜନିତ ରୋଗ

ଭୁବନେଶ୍ୱର: ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଓଡ଼ିଶାର ୧୬ଟି ଜିଲ୍ଲାରେ ଗ୍ରୀଷ୍ମଜନିତ ରୋଗ ଦେଖାଦେଇଥିବା ବେଳେ ଏପର୍ଯ୍ୟନ୍ତ ୮୯ ଜଣ ପ୍ରଭାବିତ ହୋଇଛନ୍ତି। ଓଡ଼ିଶା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ସୋମବାର ଏହି ସୂଚନା ଦେଇଛନ୍ତି। ଡାକ୍ତର ମିଶ୍ରଙ୍କ କହିବାନୁଯାୟୀ,…

ବିଜେଡିରୁ ଇସ୍ତଫା ଦେଲେ ହିନ୍ଦୋଳ ବିଧାୟିକା, ଅସନ୍ତୁଷ୍ଟ ସୁନନ୍ଦା ଏବଂ ରଘୁ ବି ଛାଡିବେ କି?

ଭୁବନେଶ୍ୱର: ହିନ୍ଦୋଳ ବିଧାନସଭାରୁ ଟିକେଟ୍ ପାଇବାରୁ ବଞ୍ଚିତ ହୋଇଥିବା ସୀମାରାଣୀ ନାୟକ ଶେଷରେ ବିଜେଡିରୁ ଇସ୍ତଫା ଦେଇଛନ୍ତି। ଦଳୀୟ ଟିକେଟ୍ ନପାଇବାରୁ ସେ ଦଳ ଛାଡିଥିବା ଜଣାପଡ଼ିଛି। ସେ ତାଙ୍କ ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇଛନ୍ତି।…

ଓଡିଶାର ବିନୋଦ କୁମାର ପଶାୟତ ଓ ଗୁରୁ ଗୋପୀନାଥ ସ୍ୱାଇଁଙ୍କୁ ପଦ୍ମଶ୍ରୀ ପ୍ରଦାନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ/ଭୁବନେଶ୍ବର: ଆଜି ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ସମାରୋହରେ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଭାରତର ଦ୍ବିତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ 'ପଦ୍ମ ବିଭୂଷଣ'ରେ ସମ୍ମାନିତ ହେଲେ ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ।…

ଓଡ଼ିଶା ଦେଖିବ ହାଇଭୋଲଟେଜ ପ୍ରଚାର: ତିନି ଦଳ ପ୍ରମୁଖ ନେତାଙ୍କୁ ଆଣି କରିବେ ଭୋଟ୍ ଭିକ୍ଷା

ଭୁବନେଶ୍ୱର: ୨୦୨୪ ନିର୍ବାଚନ ପାଇଁ ବିଜେପି, ବିଜେଡି ଓ କଂଗ୍ରେସ ନିଜ ନିଜର ଶୀର୍ଷ ନେତାଙ୍କୁ ଏକାଠି କରୁଥିବାରୁ ଓଡ଼ିଶାରେ ଜୋରଦାର ରାଜନୈତିକ ଲଢ଼େଇ ଆରମ୍ଭ ହୋଇଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏପ୍ରିଲ ୨୫ ତାରିଖରେ ରାଜ୍ୟ ଗସ୍ତରେ ଆସି ବିଜେପିର ପ୍ରଚାର ଅଭିଯାନର ନେତୃତ୍ୱ ନେବେ…