ଖାଲି ପେଟରେ କଫି ପିଇଲେ ହୋଇପାରେ ଏହିସବୁ ଭୟଙ୍କର ରୋଗ
ଭୁବନେଶ୍ବର: ଖାଲି ପେଟରେ କଫି ପିଉଛନ୍ତି କି ତାହାଲେ ହୋଇଯାଆନ୍ତୁ ସାବଧାନ । ନହେଲେ ଆପଣ ବି ଏହି ଭୟଙ୍କର ରୋଗର ଶିକାର ହେବେ। ପ୍ରାୟ ସମସ୍ତେ ସକାଳ ହେଉ ବା ସନ୍ଧ୍ୟା ରେ କଫି ପିଇଥାଆନ୍ତି ।କିନ୍ତୁ ଖାଲି ପେଟରେ କଫି ପିଇଲେ ଆମ କୁ ଅନେକ ରୋଗ ହେବାର ସମ୍ଭାବନା ଥାଏ । ଖାଲି ପେଟରେ କଫି…