କୋହଲିଙ୍କ କଟିଲା ୫୦ ପ୍ରତିଶତ ମ୍ୟାଚ ଫି
ବେଙ୍ଗାଲୁର: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ୫୦ ପ୍ରତିଶତ ମ୍ୟାଚ ଫି କଟାଯାଇଛି । ଚଳିତ ଆଇପିଏଲରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷ ମ୍ୟାଚରେ ସେ ଆଉଟ ହେବା ପରେ ଅମ୍ପାୟରଙ୍କ ସହ ଯୁକ୍ତି କରିଥିଲେ । ଆଇପିଏଲ ଆଚରଣ ସଂହିତା ଅନୁସାରେ କୋହଲି ଏହି ଜରିମାନା…