ଜଲପାଇଗୁଡିରେ ପ୍ରକୃତିର ତାଣ୍ଡବ: ୫ଜଣଙ୍କ ମୃତ୍ୟୁ, ୩୦୦ରୁ ଅଧିକ ଆହତ
କୋଲକାତା: ପଶ୍ଚିମବଙ୍ଗରେ ତାଣ୍ଡବ ରଚିଲା ଘୂର୍ଣ୍ଣିଝଡ଼ । ଜଲପାଇଗୁଡିରେ ଆକସ୍ମିକ ଝଡ଼ ନେଲା ୫ଜଣଙ୍କ ଜୀବନ । ଏଥିସହ ୩୦୦ରୁ ଉର୍ଦ୍ଧ୍ଵ ଲୋକ ଆହତ ହୋଇଥିବା ନେଇ ସୂଚନା ରହିଛି । ଜଲପାଇଗୁଡି ଜିଲ୍ଲାର ଦୁଇଟି ଭିନ୍ନ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ବଡ଼ ବଡ଼ ଗଛ ଗୁଡ଼ିକ ଉପୁଡ଼ି ପଡ଼ି…