ଭାରତ ପାଇଁ ଆଶୀର୍ବାଦ ପାଲଟିବ ସେଲା ଟନେଲ !, ଦେଶକୁ ଉତ୍ସର୍ଗ କରିବେ ମୋଦୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକସଭା ନିର୍ବାଚନ ପୂର୍ବରୁ ବିଭିନ୍ନ ରାଜ୍ୟ ଗସ୍ତ କରୁଛନ୍ତି। ଏହି କ୍ରମରେ ଆସନ୍ତାକାଲି ଶନିବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ ଅରୁଣାଚଳ ପ୍ରଦେଶ ଗସ୍ତ କରିବେ। ପଶ୍ଚିମ କାମେଙ୍ଗ ଜିଲ୍ଲାର ବୈଶାଖିରେ ପ୍ରାୟ ୨୦ଟି ବିକାଶମୂଳକ ପ୍ରକଳ୍ପର…