Latest Odisha News

BREAKING NEWS

ଫେବୃଆରୀରେ ଓଡ଼ିଶାର ଜିଏସଟି ଆଦାୟ ୫୧୩୫.୮୧ କୋଟି ଟଙ୍କା ସଂଗୃହୀତ

ଭୁବନେଶ୍ବର: ଚଳିତବର୍ଷ ଫେବୃଆରୀ ମାସରେ ଓଡ଼ିଶା ୫୧୩୫.୮୧ କୋଟି ଟଙ୍କା ମୋଟ ଜିଏସଟି ଆଦାୟ କରିଛି । ଯାହାକି ଏପର୍ଯ୍ୟନ୍ତ ସର୍ବାଧିକ ମୋଟ ଜିଏସଟି ସଂଗ୍ରହ । ୨୦୨୩ ମସିହା ଫେବୃଆରୀ ମାସରେ ଏହି ସଂଗ୍ରହ ପରିମାଣ ଥିଲା ୪୫୧୯.୩୫ କୋଟି ଟଙ୍କା । ତେଣୁ ଏ କ୍ଷେତ୍ରରେ ୧୩.୬୪ ପ୍ରତିଶତ…

ସିଏବି ପ୍ରଥମଶ୍ରେଣୀ କ୍ରିକେଟରେ ମ୍ୟାଚ ଫିକ୍ସିଂ ଅଭିଯୋଗ

କୋଲକାତା: ପୂର୍ବତନ କ୍ରିକେଟର ଶ୍ରୀବତ୍ସ ଗୋସ୍ୱାମୀ ବେଙ୍ଗଲ କ୍ରିକେଟ ଆସୋସିଏଶନର ପ୍ରଥମ ଶ୍ରେଣୀ କ୍ରିକେଟରେ ମ୍ୟାଚ ଫିକ୍ସିଂ ପରି ମାରାତ୍ମକ ଅଭିଯୋଗ ଆଣିଛନ୍ତି । ଏହା ପରେ ସିଏବି ଅଧ୍ୟକ୍ଷ ସ୍ନେହାଶୀଷ ଗାଙ୍ଗୁଲି ଏହାର ରିପୋର୍ଟ କମିଟିକୁ ମଗାଇଛନ୍ତି । ଗୋସ୍ୱାମୀ ସୋସିଆଲ ମିଡିଆରେ ୨ଟି…

ଚାଉଳ, ଡାଲି, ଅଟା ପରେ ଏବେ ଶାସ୍ତା ମସୁର ଡାଲି ବିକ୍ରି କରିବେ କେନ୍ଦ୍ର ସରକାର, ବଜାରକୁ ଆସିବ ଭାରତ ମସୁର ଡାଲି

ନୂଆଦିଲ୍ଲୀ: ଦରଦାମ ବୃଦ୍ଧି ଭିତରେ ଚଳିତ ବର୍ଷ ଡାଲି ଦର ମଧ୍ୟ ରେକର୍ଡ ସୃଷ୍ଟି କରିଛି । ପ୍ରଥମେ ବୁଟ ଡାଲି, ଅଟା ଏବଂ ଚାଉଳ ପରେ ବର୍ତ୍ତମାନ ସରକାର ଶସ୍ତା ଦରରେ ବଜାରରେ 'ଭାରତ ମସୁର ଡାଲି' ଲଞ୍ଚ କରିବାକୁ ଯୋଜନା କରିଛନ୍ତି । ନିର୍ବାଚନ ବର୍ଷରେ ସରକାର ଏହି ଉପହାର ଦେବାର ଉଦ୍ଦେଶ୍ୟ…

ରାମ ଲାଲାଙ୍କ ଗର୍ଭ ଗୃହରେ ‘ଗରୁଡ’, ହାତ ଯୋଡ଼ି ପକାଇଲେ ଭକ୍ତ

ଅଯୋଧ୍ୟା: ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ପରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମଣିଷ ସହିତ ପଶୁପକ୍ଷୀ ମଧ୍ୟ ରାମଲଲାଙ୍କ ଦରବାର ଯାଉଛନ୍ତି। କିଛି ଦିନ ତଳେ ରାମଲାଲାଙ୍କ ମନ୍ଦିରରେ ଏକ ମାଙ୍କଡ଼ ଦେଖିବାକୁ ମିଳିଥିଲା। ଏବେ ମନ୍ଦିର ଚାରିପଟେ ଏକ ପକ୍ଷୀ ଉଡୁଥିବା ଦେଖିବାକୁ…

ମୋଦୀଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ପ୍ରସ୍ତୁତି

ଭୁବନେଶ୍ବର: ଆାସନ୍ତା ୫ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଯାଜପୁର ଜିଲ୍ଲା ଚଣ୍ଡିଖୋଲ କାର୍ଯ୍ୟକ୍ରମରେ ଯୋଗ ଦେବାର କର୍ଯ୍ୟକ୍ରମ ରହିଛି । ଏହି ପରିପ୍ରେକ୍ଷୀରେ ପ୍ରଶାସନିକ ପ୍ରସ୍ତୁତି ପାଇଁ ସମ୍ପର୍କରେ ରାଜ୍ୟସ୍ତରୀୟ ସମୀକ୍ଷା ବୈଠକ ବସିଥିଲା । ୫…

ଗୋଟେ ଦିନରେ ଦୁଇ ଦୁଇ ଥର ଆସିଲା ହୃଦଘାତ, ୫୦ମିନିଟରେ ୨ଥର ବନ୍ଦ ହେଲା ନିଶ୍ଵାସ, ତଥାପି ଜୀବିତ ଯୁବକ

ନୂଆଦିଲ୍ଲୀ: ୩୧ ବର୍ଷିୟ ବେନ ୱିଲସନ ଗତ ବର୍ଷ ଜୁନ ମାସରେ ଦୁଇ ଦୁଇଥର ହୃଦ୍‌ଘାତରେ ଆକ୍ରାନ୍ତ ହୋଇଥିଲେ। କିନ୍ତୁ ବର୍ତ୍ତମାନ ସେ ପୁରା ସୁସ୍ଥ । ନିଜ ଘରେ ଥିବା ବେଳେ ପ୍ରାୟ ୫୦ ମିନିଟର ବ୍ୟବଧାନରେ ତାଙ୍କୁ ଦୁଇ ଦୁଇ ଥର ହୃଦଘାତ ହୋଇଥିଲା । ନିଶ୍ଵାସ ମଧ୍ୟ ୨ଥର ବନ୍ଦ ହୋଇଯାଇଥିଲା । ଯାହା…

ହିନ୍ଦୁ ରୀତିନୀତିରେ ବାହାଘର କାର୍ଡ ଛପେଇଲେ ମୁସଲିମ୍ ପରିବାର, ପ୍ରଥମେ ଗଣେଷଙ୍କୁ କଲେ ନିମନ୍ତ୍ରଣ

ଲକ୍ଷ୍ନୌ: ଯେତେବେଳେ ବି କାହାର ବିବାହ ସ୍ଥିର ହୁଏ, ସେତେବେଳେ ପ୍ରଥମେ ଅତିଥିମାନଙ୍କୁ ନିମନ୍ତ୍ରଣ କରିବା ପାଇଁ ନିମନ୍ତ୍ରଣ କାର୍ଡର ଖୋଜା ପଡିଥାଏ । ହିନ୍ଦୁ ଧର୍ମରେ ବିବାହ କରୁଥିବା ଲୋକମାନେ ପ୍ରଥମେ ଭଗବାନ ଗଣେଶଙ୍କୁ ସେମାନଙ୍କ ବିବାହ ନିମନ୍ତ୍ରଣ କାର୍ଡ ପ୍ରଦାନ କରନ୍ତି ଏବଂ ପରେ…

ତମ୍ବାଖୁ କମ୍ପାନୀରେ ରେଡ୍: ପୁଳାପୁଳା ଟଙ୍କା ସହ ୬୦ କୋଟିର ଗାଡ଼ି ଜବତ

ଉତ୍ତରପ୍ରଦେଶ: ଏକ ତମ୍ବାଖୁ କମ୍ପାନୀରେ ଆୟକର ବିଭାଗର ରେଡ୍ । ଚଢ଼ାଉରୁ ମିଳିଛି ପୁଳାପୁଳା ଟଙ୍କା  ସହ ୬୦ କୋଟିରୁ ଅଧିକ ଟଙ୍କାର କାର ମଧ୍ୟ ଜବତ ହୋଇଛି ।  କାନପୁର ସ୍ଥିତ ବଂଶୀଧର ତମ୍ବାଖୁ  କମ୍ପାନୀର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା । ରେଡ୍ ବେଳେ ସମସ୍ତ ସମ୍ପତି ଆୟକର ବିଭାଗ…

ଅକାଳରେ ମୃତ୍ୟୁବରଣ କରିଥିବା ଛୁଆ ହାତୀକୁ ସମାଧୀ ଦିଏ ମା’ ହାତୀ, ସାମ୍ନାକୁ ଆସିଲା ପୁରା ତଥ୍ୟ

ନୂଆଦିଲ୍ଲୀ: ହାତୀ ଏକ ସମ୍ବେଦନଶୀଳ ପ୍ରାଣୀ । ସେମାନେ ବହୁତ ବୁଦ୍ଧିମାନ ମଧ୍ୟ । ଆଜି ବି ଭାରତର ଅନେକ ମନ୍ଦିରରେ ହାତୀ ଥିବା ଦେଖାଯାଏ । ହାତୀ ତା’ର ଶୁଣ୍ଢରେ ସମସ୍ତଙ୍କୁ ଆଶୀର୍ବାଦ ଦେଇଥାଏ । ଏହାରି ଭିତରେ ଏକ ଅଧ୍ୟୟନରୁ ହାତୀ ମାନଙ୍କ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ କଥା ପ୍ରକାଶ ପାଇଛି ।…

ଖରାଦିନ ପାଇଁ ପ୍ରସ୍ତୁତ ରହିବାକୁ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖିଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ

ଭୁବନେଶ୍ବର: ଭୀଷଣ ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖିଛି । ଖରାଦିନ ପାଇଁ ଶିକ୍ଷାନୁଷ୍ଠାନରେ ଉପଯୁକ୍ତ ବ୍ୟବସ୍ଥା କରାଇବାକୁ ଚିଠି ଲେଖିଛି ବିଭାଗ । ଏହା ସହ ସମସ୍ତ ସମସ୍ତ ସ୍କୁଲ, କଲେଜ ଓ ଅନ୍ୟାନ୍ୟ…