Latest Odisha News

BREAKING NEWS

ଅକ୍ଷୟ ମହାନ୍ତିଙ୍କ ଜୀବନୀ ଗୀତକୁ ନେଇ ଫିଲ୍ମ – “ଖୋକା ଭାଇ ତମ ପାଇଁ” ଶୁଭ ମହୁରତ

ଭୁବନେଶ୍ୱର : କୁହୁ ସିନେ ଫ୍ଲିକ୍ସ ଓ ଭଦ୍ରା ମୋସନ ଷ୍ଟୂଡିଓ ମିଳିତ ଉଦ୍ୟମରେ ଓଡ଼ିଆ ଗୀତ ଓ ସଙ୍ଗୀତର ଅମଳିନ ପ୍ରତିଭା ଅକ୍ଷୟ ମହାନ୍ତିଙ୍କ ଉପରେ ଏକ ନିଆରା ଫିଲ୍ମ "ଖୋକା ଭାଇ ତମ ପାଇଁ" ର ଶୁଭ ମହୁରତ ଆର.ସି.ଏମ୍ ଜଗନ୍ନାଥ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଖୋକା ଭାଇଙ୍କ…

ଓଡ଼ିଶା କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ହଟିଲେ ବିଜୟ ପଟ୍ଟନାୟକ

ଭୁବନେଶ୍ୱର: ଓଡ଼ିଶା କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ହଟିଲେ ବିଜୟ ପଟ୍ଟନାୟକ। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ତାଙ୍କ ସ୍ଥାନରେ ଦଳର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଭକ୍ତ ଦାସଙ୍କୁ ନିଯୁକ୍ତ କରିଛନ୍ତି। ସେହିପରି ବିଜୟ ପଟ୍ଟନାୟକଙ୍କୁ ନିର୍ବାଚନ ସଂଯୋଜନା କମିଟିର…

ଦଳ ସହ ନାହିଁ ଭଲ ସମ୍ପର୍କ! ପୁରୁଣା ମାମଲାରେ ଭର୍ତ୍ତୃହରିଙ୍କ ବିରୋଧରେ ଚାର୍ଜଫ୍ରେମ୍

କଟକ: ପୁଲିସ ସବ୍ ଇନ୍ସପେକ୍ଟର ବା ଏସଆଇଙ୍କୁ ଚାପୁଡ଼ା ମାରିବା ଅଭିଯୋଗରେ ସ୍ଥାନୀୟ ସାଂସଦ ଭର୍ତ୍ତୃହରି ମହତାବଙ୍କ ବିରୋଧରେ କଟକ ସ୍ବତନ୍ତ୍ର ସାଂସଦ/ବିଧାୟକ ଅଦାଲତ ଗୁରୁବାର ଚାର୍ଜସିଟ୍ ଧାର୍ଯ୍ୟ କରିଛନ୍ତି। ଅଭିଯୋଗ ଅନୁଯାୟୀ, ୨୦୧୧ ଜାନୁଆରି ୨୩ ତାରିଖରେ ସାଂସଦ କଟକସ୍ଥିତ ନେତାଜୀ…

କ’ଣ ଏହି ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା? ଗିରଫଦାରୀ ସଂଖ୍ୟା ପହଁଚିଲା ୧୪

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫଦାରୀ ସଂଖ୍ୟା ୧୪ରେ ପହଁଚିଛି। ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଗିରଫ ହେବା ପରେ ଏହି ମାମଲାରେ ଆପର ମୋଟ୍ ତିନି ଜଣ ନେତା ଗିରଫ ହୋଇଛନ୍ତି। ଏହାପୂର୍ବରୁ ଆପ ନେତା ମନୀଷ ସିସୋଦିଆ ଓ ରାଜ୍ୟସଭା ସାଂସଦ ସଞ୍ଜୟ…

ପ୍ୟାରିସ ଅଲିମ୍ପିକ୍ସରେ ଭାରତର ଧ୍ୱଜବାହକ ହେବେ ଶରଥ କମଲ

ନୂଆଦିଲ୍ଲୀ: ଅନୂଭବୀ ଟେବୁଲ ଟେନିସ ଖେଳାଳି ତଥା ରାଜ୍ୟଗୋଷ୍ଠୀ କ୍ରୀଡାରେ ସ୍ୱର୍ଣ୍ଣ ପଦକ ଜିତିଥିବା ଶରଣ କମଲ ଆଗାମୀ ପ୍ୟାରିସ ଅଲିମ୍ପିକ୍ସ ଉଦଘାଟନୀ ଉତ୍ସବରେ ଭାରତର ଧ୍ୱଜବାହକ ହେବେ । ମହାନ ମହିଳା ବକ୍ସର ଏମସି ମେରୀ କମଙ୍କୁ ଦଳର ପ୍ରମୁଖ (ଶେଫ ଡି ମିଶନ) ନିଯୁକ୍ତ କରାଯାଇଛି । ଭାରତୀୟ…

କେଜ୍ରିଓ୍ବାଲ ଗିରଫ ହୋଇଥିଲେ ମଧ୍ୟ ଜେଲରୁ ଚାଲିବ ଦିଲ୍ଲୀ ସରକାର: ଆମ୍ ଆଦମୀ ପାର୍ଟି

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ରାତିରେ ଗିରଫ କରିଛି। ଅବକାରୀ ନୀତି ସହ ଜଡିତ ଏକ ମନି ଲଣ୍ଡରିଂ ମାମଲାରେ ଏହି ଗିରଫଦାରୀ ହୋଇଛି । ଜଣେ କାର୍ଯ୍ୟରତ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରାଯିବାର ଏହା ହେଉଛି ପ୍ରଥମ…

ଖେଲୋ ଇଣ୍ଡିଆ ମହିଳା ୱେଟଲିଫ୍ଟିଂ: ଓଡିଶା ଚାମ୍ପିୟନ, ମୀନା ଶ୍ରେଷ୍ଠ ଲିଫ୍ଟର

ଭୁବନେଶ୍ୱର: ଅସ୍ମିତ ଖେଲୋ ଇଣ୍ଡିଆ ମହିଳା ୱେଟଲିଫ୍ଟିଂ ଚାମ୍ପିୟନଶିପ ହିମାଚଳ ପ୍ରଦେଶରେ ଆୟୋଜିତ ହୋଇଯାଇଛି । ଏହି ଆନ୍ତଃ ଜୋନ ଜାତୀୟ ର‌୍ୟାଙ୍କିଙ୍ଗ ଟୁର୍ଣ୍ଣାମେଂଟରେ ଓଡିଶା ୪ ସ୍ୱର୍ଣ୍ଣ, ୩ ରୌପ୍ୟ ଓ ୨ ବ୍ରୋଞ୍ଜ ପଦକ ସହ ୯ ପଦକ ହାସଲ କରି ଚାମ୍ପିୟନ ହୋଇଛି । ଓଡିଶାର ଉଦରୟମାନ…

ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲଙ୍କୁ ଗିରଫ କଲା ଇଡି, ଇସ୍ତଫା ଦେବେ ନାହିଁ କହିଲା ଆପ୍

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପଚରାଉଚରା କରିବା ପରେ ତାଙ୍କୁ ଗିରଫ କରିଛି। ଦେଶର ରାଜନୀତିରେ ଏହା ପ୍ରଥମ ଘଟଣା ଯେ କୌଣସି ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରାଯାଇଛି। ଅରବିନ୍ଦ…

ଚାକିରି କରାଇ ଦେବାକୁ କହି ୫୧ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ

ଯାଜପୁର: ରେଲୱେରେ ଚାକିରି କରାଇ ଦେବାକୁ କଥା ଦେଇ ରମେଶ ମହାନ୍ତିଙ୍କଠାରୁ ଜଣେ ହାଇସ୍କୁଲ ଶିକ୍ଷକ ୫୧ ଲକ୍ଷ ଟଙ୍କା ଠକି ନେଇଥିବା ଯାଜପୁର ଜିଲ୍ଲା ଦଶରଥପୁର ଥାନାରେ ଅଭିଯୋଗ। ସମ୍ପୃକ୍ତ ଶିକ୍ଷକଙ୍କୁ ଅଟକ ରଖିଛି ଦଶରଥପୁର ପୋଲିସ । ଅଭିଯୋଗ ମୁତାବକ ଦଶରଥପୁର ଥାନା ଅନ୍ତର୍ଗତ କାଟିଆସ୍ଥିତ…