କେତୋଟି ଦେଶରେ ଲାଗୁ ହୋଇଛି “ୱାନ୍ ନେସନ ୱାନ ଇଲେକ୍ସନ”, ଏହାଦ୍ଵାରା ଭାରତରେ କିପରି ବଦଳିବ ନିର୍ବାଚନ…
ନୂଆଦିଲ୍ଲୀ: ଦେଶର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ‘ୱାନ ନେସନ ୱାନ ଇଲେକ୍ସନ’କୁ ନେଇ ଗଠିତ ଏକ ଉଚ୍ଚସ୍ତରୀୟ କମିଟି ଗତକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟରେ ନିଜର ରିପୋର୍ଟ ଦାଖଲ କରିଛନ୍ତି। ତେବେ କଣ ଆପଣ ଜାଣନ୍ତି କି ଏହି ‘ୱାନ ନେସନ ୱାନ ଇଲେକ୍ସନ’…