Latest Odisha News

BREAKING NEWS

ପେଟିଏମ୍ ଫାଷ୍ଟଟ୍ୟାଗକୁ ନେଇ ଏନଏଚଏଆଇର ବଡ ନିଷ୍ପତ୍ତି, ପ୍ରଭାବିତ ହେବେ ୨ କୋଟି ୟୁଜର୍ସ

ନୂଆଦିଲ୍ଲୀ: ନ୍ୟାସନାଲ ହାଇୱେ ଅଥରିଟି ଅଫ୍ ଇଣ୍ଡିଆ (NHAI) ପକ୍ଷରୁ ଫାଷ୍ଟଟ୍ୟାଗ୍ ବ୍ୟବହାରକାରୀଙ୍କ ପାଇଁ ଆଡଭାଇଜରୀ ଜାରି କରାଯାଇଛି । ଏହି ସଂସ୍ଥା ୩୨ ଟି ବ୍ୟାଙ୍କର ଏକ ତାଲିକା ପ୍ରସ୍ତୁତ କରିଛି । ବ୍ୟବହାରକାରୀଙ୍କୁ କେବଳ ଏହି ବ୍ୟାଙ୍କଗୁଡ଼ିକରୁ ଫାଷ୍ଟଟ୍ୟାଗ କିଣିବାକୁ କୁହାଯାଇଛି ।…

ସ୍କର୍ପିଓ ଓ ଟ୍ରକ୍ ମୁହାଁମୁହିଁ ଧକ୍କା; ୫ ମୃତ

ନୂଆଦିଲ୍ଲୀ: ରାଜସ୍ଥାନର ବିକାନେର ଜିଲ୍ଲାର ନୋଖା ଥାନା ଅନ୍ତର୍ଗତ ରସିସର ଗାଁ ନିକଟରେ ଏକ ସ୍କର୍ପିଓ ଏବଂ ଟ୍ରକ୍ ମୁହାଁମୁହିଁ ଧକ୍କା ହେବାରୁ ୫ ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ୨ ଜଣ ପୁରୁଷ, ୨ ମହିଳା ଓ ଜଣେ ଶିଶୁ ରହିଛନ୍ତି । ଆଜି ଭୋର ୫ଟାରେ ଏହି ମର୍ମନ୍ତୁଦ ଦୁର୍ଘଟଣା…

ସେହି କୃଷକ ନେତା ଯିଏ ଇନ୍ଦିରା ଗାନ୍ଧୀଙ୍କ ରାଲିରେ ଛାଡିଥିଲେ ସିଂହ

ନୂଆଦିଲ୍ଲୀ: ପୁଣି ଥରେ ଦେଶରେ ଚାଷୀଙ୍କୁ ନେଇ ଚର୍ଚ୍ଚା ଜୋର୍ ଧରିଛି । କାରଣ ପଞ୍ଜାବ, ହରିୟାଣା ଏବଂ ଉତ୍ତରପ୍ରଦେଶ ସମେତ ଦେଶର ଅନେକ ରାଜ୍ୟରୁ ଦିଲ୍ଲୀ ଆଡକୁ ଯାଉଥିବା କୃଷକମାନେ ବିଭିନ୍ନ ସ୍ଥାନରେ ଅଟକି ରହିଛନ୍ତି । MSP ର ଆଇନଗତ ଗ୍ୟାରେଣ୍ଟି ସମେତ କୃଷକମାନେ ଅନେକ ଦାବି ନେଇ ଆନ୍ଦୋଳନ…

ସବୁଦିନ ପାଇଁ ବନ୍ଦ ହୋଇସାରିଛି ଦେଶର ୫ ଐତିହାସିକ ସ୍ଥଳ ଗୁଡିକର ଦ୍ବାରା, ଜାଣନ୍ତୁ ଏହା ପଛର ରହସ୍ୟ

ନୂଆଦିଲ୍ଲୀ: ଭାରତ ଏକ ଐତିହାସିକ ସ୍ମାରକୀ ଏବଂ ପ୍ରାଚୀନ ମନ୍ଦିରରେ ପରିପୂର୍ଣ୍ଣ ଦେଶ । ଅନେକ ସମୟରେ ବିଭିନ୍ନ ସ୍ଥାନରେ ବିଭିନ୍ନ ରହସ୍ୟ ମଧ୍ୟ ସାମ୍ନାକୁ ଆସେ । ସେଠାରେ ଅନେକ ଐତିହାସିକ ସ୍ଥାନ ଅଛି ଯାହାର କବାଟ ବର୍ଷ ବର୍ଷ ପୂର୍ବରୁ ବନ୍ଦ ହୋଇଯାଇଛି । ଆଜି ପର୍ଯ୍ୟନ୍ତ ଥରୁଟିଏ ହେଲେ ଏହି…

ଅଯୋଧ୍ୟା ରାମମନ୍ଦିରର ଉପରେ ଆଧାରିତ ସ୍ମାରକ ରୂପାମୁଦ୍ରା ଜାରି କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ଅଯୋଧ୍ୟାରେ ନବ ନିର୍ମିତ ରାମ ମନ୍ଦିରରେ ଭକ୍ତଙ୍କ ଭିଡ ଲାଗି ରହିଛି। ଏହା ବ୍ୟତୀତ ରାମ ମନ୍ଦିରର ପ୍ରସାଦ, ସରଜୁ ଜଳ ପରି ବିଶେଷ ଜିନିଷ ପାଇଁ ବହୁତ ଚାହିଦା ମଧ୍ୟ ରହିଛି । ଯେଉଁମାନେ ବର୍ତ୍ତମାନ ଅଯୋଧ୍ୟା ଯାଇ ପର୍ଭୁ ରାମଲାଲାଙ୍କ ଦର୍ଶନ କରିପାରୁ ନାହାନ୍ତି, ସେମାନେ ଘରେ ବସି…

‘ସ୍ଳମଡଗ୍ ମିଲିୟନାୟର’ ଫିଲ୍ମକୁ ରିଜେକ୍ଟ କରିଥିଲେ କିଙ୍ଗ୍ ଖାନ୍

ନୂଆଦିଲ୍ଲୀ: କିଙ୍ଗ୍ ଖାନ୍ ଶାହାରୁଖ ୱସ୍କାର ପୁରସ୍କାର ପାଇଥିବା ହଲିଉଡ୍ ଫିଲ୍ମ ‘ସ୍ଳମଡଗ ମିଲିୟନାୟର’ ରେ ଅଭିନୟ କରିବାକୁ ମନା କରିଥିଲେ । ଅଭିନେତା ଅନୀଲ କପୁର କରିଥିବା ରୋଲ୍ ଶାହାରୁଖ ଖାନଙ୍କୁ ଅଫର କରାଯାଇଥିଲା । ହେଲେ ସେ ଏହି ଫିଲ୍ମରେ ଅଭିନୟ କରିବାକୁ ମନା କରି ଦେଇଥିଲେ । ଏହି…

ଢୋଲ ନାଇଟ୍ ରେ ନିଜ ପରିବାର ସହ ଜ୍ୟାକିଙ୍କ ଘରେ ପହଞ୍ଚିଲେ ରକୁଲ, ସାମ୍ନାକୁ ଆସିଲା ଅଭିନେତ୍ରୀଙ୍କ ଫାଷ୍ଟ ଲୁକ୍

ମୁମ୍ବାଇ: ପୁଣି ବି-ଟାଉନରେ ବାଜିବ ଶାହାନାଇ। ହତକୁ ଦି ହାତ ହେବାକୁ ଯାଉଛନ୍ତି ଫିଲ୍ମ ଇଣ୍ଡଷ୍ଟ୍ରିର ଅନ୍ୟତମ ଚର୍ଚ୍ଚିତ ଯୋଡି। ଅଭିନେତ୍ରୀ ରକୁଲ ପ୍ରୀତ ସାଜିବେ ବଧୂ। ଅଭିନେତା ତଥା ପ୍ରଡ୍ୟୁସର ଜ୍ୟାକି ଭଗନାନୀଙ୍କ ଧରିବେ ହାତ। ଏଥିପାଇଁ ଆରମ୍ଭ ହୋଇଗଲାଣି ଜୋରସୋର୍‌ରେ ପ୍ରସ୍ତୁତି ।…

ଦିଲ୍ଲୀ ଅଲିପୁର ଅଗ୍ନିକାଣ୍ଡ : ୧୧କୁ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଦିଲ୍ଲୀର ଅଲିପୁର ସ୍ଥିତ ଦୟାଲପୁର ମାକେର୍ଟରେ ଥିବା ଏକ ପେଣ୍ଟ କାରଖାନାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣାରେ ପ୍ରାୟ ୧୧ ଜଣ  ଜୀବନ୍ତ ଦଗ୍ଧ ହୋଇଥିବା ଜଣାପଡ଼ିଛି । ଏଥିସହ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି…

ଭାଷା ଭାଗବତ : ସହଯୋଗ ବଳେ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ଏକାଂତ ନିରବ ସାଧନା କରିବା ଧାରା ଯଦି ଜଣା ନାହିଁ ବାଧା କି ଅସୁବିଧା ନିଜର ନିବାସ ବସୁଧା ଭାଷାକୁ ନ କଲେ ବିଶୁଦ୍ଧ ଭାବନା ହୁଏ ଅବରୁଦ୍ଧ ଭାବନା ହୁଏ ଯେବେ କୃତି ଘଟଇ ସକଳ ଉନ୍ନତି …

ରେଭ ପାର୍ଟିରେ ସାପ ବିଷ ମାମଲା, ଆସିଲା FSL ରିପୋର୍ଟ

ନୋଏଡା: ବଢିଲା ବିଗ୍ ବସ୍ ଫେମ୍ ଏଲଭିସ୍ ଯାଦବଙ୍କ ସମସ୍ୟା । ରେଭ୍ ପାର୍ଟିରେ ସାପ ବିଷ ଯୋଗାଇବା ପ୍ରସଙ୍ଗରେ ଏକ ବଡ ଖୁଲାସା ହୋଇଛି। ନୋଏଡା ପୋଲିସ ଏହାର ନମୁନାକୁ ଜୟପୁର FSL ସେଣ୍ଟରକୁ ଯାଞ୍ଚ ପାଇଁ ପଠାଇଥିଲା। ବର୍ତ୍ତମାନ ଏହି ରିପୋର୍ଟ ପ୍ରକାଶ ପାଇଛି । FSL ରିପୋର୍ଟରେ କୋବ୍ରା…