ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ: କମିଟି ଅଧ୍ୟକ୍ଷ ନିଯୁକ୍ତନେଇ ୪ ସପ୍ତାହର ସମୟ ମାଗିଲେ ରାଜ୍ୟ ସରକାର
କଟକ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ । ହାଇପାୱାର କମିଟି ଗଠନ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି କମିଟି ଗଠନ କରିବା ଲାଗି ଗତ ବର୍ଷ ସେପ୍ଟେମ୍ବର ମାସରେ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ଏନେଇ ଆସନ୍ତା ୪ ସପ୍ତାହର ସମୟ ମାଗିଛନ୍ତି ରାଜ୍ୟ ସରକାର ।
ଶ୍ରୀମନ୍ଦିର…