Latest Odisha News

BREAKING NEWS

ଆପଣ ଫୋନରେ ସ୍କ୍ରିନ ଗାର୍ଡ ଲଗାଉଛନ୍ତି କି, ତେବେ ଜାଣି ରଖନ୍ତୁ ଏହା ଲାଭଦାୟକ ନା କ୍ଷତିକାରକ

ନୂଆଦିଲ୍ଲୀ: ଫୋନର ସୁରକ୍ଷା ପାଇଁ ଆମେ ପ୍ରାୟ ସମସ୍ତେ ସ୍କ୍ରିନ୍ ଗାର୍ଡ ଲଗାଇ ଥାଉ। କାରଣ ସେମାନଙ୍କ ମନରେ ଏକ ଭୟ ରହିଥାଏ ଯେ ଯଦି ଫୋନ୍ ହଠାତ୍ ହାତରୁ ପଡ଼ିଯାଏ ତେବେ ସ୍କ୍ରିନଗାର୍ଡ ଭାଙ୍ଗିବାର ସମ୍ଭାବନା ରହିଥାଏ। ଯେଉଁମାନଙ୍କ ହାତରୁ ଫୋନ ଖସି ସ୍କ୍ରିନ ଗାର୍ଡ ଭାଙ୍ଗିଥାଏ ସେମାନେ…

ଏସିୟ ଟିମ ଚାମ୍ପିଅନସିପରେ ଇତିହାସ ରଚିଲା ଭାରତୀୟ ମହିଳା ଟିମ

ନୂଆଦିଲ୍ଲୀ: ମାଲେସିଆରେ ଚାଲିଥିବା ଏସିଆ ଟିମ ଚାମ୍ପିଅନସିପରେ ଶୁକ୍ରବାର ଦିନ ହଂକଂକୁ ୩-୦ ସେଟରେ ପରାଜିତ କରିଛି ଭାରତୀୟ ମହିଳା ଦଳ। ଏସିଆ ଟିମ୍ ଚାମ୍ପିଅନସିପ୍ (BATC)ରେ ଦଳ ପ୍ରଥମ ପଦକ ହାସଲ କରିଛି। କିନ୍ତୁ କ୍ୱାର୍ଟର ଫାଇନାଲରେ ଜାପାନ ଠାରୁ ଭାରତୀୟ ପୁରୁଷ ଦଳ ପରାଜିତ ହୋଇଚି।…

ଖଣ୍ଡଗିରି ଟ୍ରିପଲ ମର୍ଡର ମାମଲାରେ ଦୋଷୀକୁ ଆଜୀବନ କାରାଦଣ୍ଡ

ଭୁବନେଶ୍ୱର: ୨୦୧୪ ମସିହାରେ ଜଣେ ଅର୍ଥୋପେଡିକ୍ ଡାକ୍ତର ଓ ତାଙ୍କ କେୟାର ଟେକର ଓ ପୁଅଙ୍କୁ ନିର୍ମମ ଭାବେ ହତ୍ୟା ମାମଲାର ଅଭିଯୁକ୍ତ ସ୍ନେହା ଶୋକର ସାମଲଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଭୁବନେଶ୍ୱରର ଏକ ଅଦାଲତ। ୨୦୧୪ ଅକ୍ଟୋବର ୧୪ ତାରିଖରେ ଖଣ୍ଡଗିରି ପାହାଡ଼ ନିକଟରେ ଡାକ୍ତର…

ଉଗ୍ର ହେଉଛି ଚାଷୀ ଆନ୍ଦୋଳନ, ପୋଲିସ ଅଧିକାରୀ ମୃତ

ନୂଆଦିଲ୍ଲୀ: ହରିୟାଣା-ପଞ୍ଜାବ ଶମ୍ଭୁ ସୀମାରେ ନିୟୋଜିତ ହୋଇଥିବା ଜଣେ ପୋଲିସ ଅଧିକାରୀଙ୍କ ମୃତ୍ୟୁ ହୋଇଥିବାର ଖବର ସାମ୍ନାକୁ ଆସିଛି। କୁହାଯାଉଛି କି ଅତ୍ୟଧିକ ଲୁହବୁହା ଗ୍ୟାସ ପ୍ରୟୋଗ ଫଳରେ ଶ୍ୱାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ହୋଇଛି। ମୃତ ପୋଲିସ ଅଧିକାରୀ ହେଉଛନ୍ତି ଜିଆରପିର ଏସଆଇ…

ଡାକ୍ତରଖାନାରୁ ନିଖୋଜ ହେଲା ନବଜାତ ଶିଶୁ, ସିସିଟିଭି ଫୁଟେଜରେ ଜଣେ ବ୍ୟକ୍ତି ଶିଶୁକୁ ନେଇଥିବା ସ୍ପଷ୍ଟ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ସ୍ବତନ୍ତ୍ର ନବଜାତ ଚାଇଲ୍ଡ କେୟାର ୟୁନିଟରୁ ଜଣେ ନବଜାତ ଶିଶୁ ନିଖୋଜ ହେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଶିଶୁକନ୍ୟାକୁ ଡାକ୍ତରଖାନା କର୍ମଚାରୀମାନେ ହସ୍ତାନ୍ତର କରିନଥିବା ନେଇ ପରିବାର ଲୋକେ ଶୁକ୍ରବାର…

ବିଜେଡିରେ ମିଶିଲେ ପୂର୍ବତନ କଂଗ୍ରେସ ବିଧାୟକ ଅଂଶୁମାନ ମହାନ୍ତି

ଭୁବନେଶ୍ୱର: କଂଗ୍ରେସର ପୂର୍ବତନ ବିଧାୟକ ତଥା ଯୁବନେତା ଅଂଶୁମାନ ମହାନ୍ତି ଆଜି ଶାସକ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ଭୁବନେଶ୍ୱରସ୍ଥିତ ଦଳୀୟ ମୁଖ୍ୟାଳୟରେ ତାଙ୍କୁ ବରିଷ୍ଠ ବିଜେଡି ନେତାମାନେ ସ୍ୱାଗତ କରିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ…

ପେଟିଏମ ଉପଭୋକ୍ତାଙ୍କୁ ବଡ଼ ଆଶ୍ୱସ୍ତି, ଫେବୃଆରୀ ୨୯ ବଦଳରେ ଏହି ତାରିଖ ପର୍ଯ୍ୟନ୍ତ କରି ପାରିବେ ବ୍ୟବହାର

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ପେଟିଏମକୁ ଏକ ବଡ଼ ଆଶ୍ୱସ୍ତି ପ୍ରଦାନ କରିଛି। ଏହାକୁ 15 ଦିନ ବୃଦ୍ଧି କରିଛି। ରିଜର୍ଭ ବ୍ୟାଙ୍କ ଏହି ରହିତାଦେଶ ଲାଗୁ କରିବାର ସମୟସୀମାକୁ ବୃଦ୍ଧି କରିଛନ୍ତି। ଏହି ରହିତାଦେଶ କାର୍ଯ୍ୟକାରୀ କରିବାର ଶେଷ ତାରିଖ ୨୯ ଫେବୃଆରୀ ୨୦୨୪ ପର୍ଯ୍ୟନ୍ତ…

ସୀମାଙ୍କ ପାଇଁ ବଢିଲା ଅଡ଼ୁଆ, ପ୍ରଥମ ସ୍ୱାମୀଙ୍କ ପାଇଁ ଲଢିବେ ଭାରତୀୟ ଓକିଲ

ନୂଆଦିଲ୍ଲୀ: ଗ୍ରେଟର ନୋଏଡାର ରବୁପୁରାର ସଚିନ ମୀନାଙ୍କ ପ୍ରେମରେ ପାଗଳ ଥିବା ପାକିସ୍ତାନର ସୀମା ହାଇଦରଙ୍କ ପାଇଁ ଅଡ଼ୁଆ ବଢିବାରେ ଲାଗିଛି। ଏଥର ସେ ନିଜ ପାଇଁ ଏବଂ ସଚିନଙ୍କ ପାଇଁ ନୁହେଁ ବରଂ ତାଙ୍କ ପିଲାମାନଙ୍କ ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ନ୍ୟୁଜ୍ ଏଜେନ୍ସି ପିଟିଆଇର ସୂଚନା ଦେଇ ସୂଚନା…

ମାହାଙ୍ଗା ଡବଲ ମର୍ଡର ମାମଲା: ଶୁଣାଣିରୁ ଓହରିଲେ ବିଚାରପତି ବି.ପି ରାଉତରାୟ

କଟକ: ମାହାଙ୍ଗା ଡବଲ ମର୍ଡର ମାମଲା ଶୁଣାଣିରୁ ଓହରିଲେ ବିଚାରପତି ବି.ପି ରାଉତରାୟ । ଏବେ ମାମଲାର ଶୁଣାଣି କରିବେ ଅନ୍ୟ ଜଣେ ବିଚାରପତି । ସପ୍ତାହକ ମଧ୍ୟରେ ମୁଖ୍ୟ ବିଚାରପତିଙ୍କ ଅନୁମତି ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ମାମଲାର ଶୁଣାଣିରୁ ଜଷ୍ଟିସ୍ ବି.ପି ରାଉତରାୟ କାହିଁକି…