Latest Odisha News

BREAKING NEWS

ଶଙ୍ଖ ରଖିଲେ ଘରୁ ଦୁର ହୋଇଥାଏ ବାସ୍ତୁ ଦୋଷ, ଜାଣନ୍ତୁ କଣ କୁହନ୍ତି ବାସ୍ତବିତ୍

ଭୁବନେଶ୍ଵର: ଘରେ ବାସ୍ତୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ | ଯଦି ବାସ୍ତୁ ଖରାପ ଥାଏ ତେବେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ଆସନ୍ତୁ ଜାଣିବା ଘରେ ଶଙ୍ଖ ରଖିବାର ଉପକାରିତା | ଶଙ୍ଖ ଆମ ଶାସ୍ତ୍ରରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବର୍ଣ୍ଣନା କରାଯାଇଛି | ହିନ୍ଦୁ…

ସକାଳୁ ଉଠି ପ୍ରଥମେ ପିଅନ୍ତୁ ଅଁଳା ପାଣି, ଜାଣନ୍ତୁ ଏହାର ଫାଇଦା

ଭୁବନେଶ୍ଵର: ଆମମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ଅଁଳାର ଫାଇଦା ବିଷୟରେ ଅବଗତ ଥିବେ । ଅଁଳାର ପୁଷ୍ଟିକର ମୂଲ୍ୟକୁ ଦେଖିବାକୁ ଗଲେ ଏହାକୁ ସୁପରଫୁଡ୍ ମଧ୍ୟ କୁହାଯାଏ | ଅଁଳାରେ ପୋଷକ ତତ୍ତ୍ୱର ଅଭାବ ନାହିଁ, ଏଥିରେ ପ୍ରଚୁର ପରିମାଣର ପ୍ରୋଟିନ୍, କାର୍ବସ୍, ଫାଇବର, ଭିଟାମିନ୍ ଏ, ଭିଟାମିନ୍ ସି,…

ପେଟିଏମ ପରେ ଭିସା-ମାଷ୍ଟର କାର୍ଡକୁ ବଡ଼ ଝଟକା ଦେଲା RBI

ନୂଆଦିଲ୍ଲୀ: ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ବିରୋଧରେ ପଦକ୍ଷେପ ନେବା ପରେ ରିଜର୍ଭ ବ୍ୟାଙ୍କ ଆଉ ଏକ ବଡ ନିଷ୍ପତ୍ତି ନେଇଛି। RBI କ୍ରମରେ ଭିସା ଏବଂ ମାଷ୍ଟରକାର୍ଡ ନେଟୱାର୍କକୁ ଛୋଟ ଉଦ୍ୟୋଗ ଦ୍ୱାରା କରାଯାଇଥିବା କାର୍ଡ ଭିତ୍ତିକ ବ୍ୟବସାୟିକ ଦେୟ ବନ୍ଦ କରିବାକୁ କୁହାଯାଇଛି। ଇକୋନୋମିକ୍…

ମାଇକେଲର ଫାଷ୍ଟ ଲୁକ ଜାରୀ: ଜ୍ୟାକସନଙ୍କ ପରି ଅବିକଳ ଦେଖାଯାଉଛନ୍ତି ପୁତୁରା ଜାଫର

ମୁମ୍ବାଇ: ମାଇକେଲ ଜ୍ୟାକସନଙ୍କ ବାୟୋପିକର ଫାଷ୍ଟ ଲୁକ ଜାରୀ ହୋଇଛି । ଏହି ଫିଲ୍ମରେ ମାଇକେଲଙ୍କ ଭୂମିକା ତାଙ୍କ ପୁତୁରା ଜାଫର ଜ୍ୟାକସନ କରିଛନ୍ତି । ଜାଫରଙ୍କ ଲୁକ ଅବିକଳ ମାଇକେଲଙ୍କ ପରି ଦେଖାଯାଉଥିବାରୁ ପ୍ରଶଂସକ ଦ୍ୱନ୍ଦ୍ୱରେ ପଡି ଯାଇଛନ୍ତି । ନିର୍ମାତା ଗ୍ରାହମ କିଙ୍ଗ କହିଛନ୍ତି…

ଗୁଡି ଉଡେଇ ଡ୍ରୋନ ଖସାଉଛନ୍ତି ଆନ୍ଦୋଳନକାରୀ

ଚଣ୍ଡୀଗଡ: କୃଷକ ଆନ୍ଦୋଳନ ନେଇ ସରକାର ଓ ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଛନ୍ତି । ଦିଲ୍ଲୀ ସୀମାରେ ପ୍ରବେଶ କରିବା ପାଇଁ ଆନ୍ଦୋଳନକାରୀ ଉଦ୍ୟମ କରୁଥିବା ବେଳେ ପୋଲିସ ସେମାନଙ୍କୁ ଅଟକାଇ ରଖିଛି । ସ୍ଥିତି ନିୟନ୍ତ୍ରଣକୁ ଆଣିବା ପାଇଁ ପୋଲିସ ପକ୍ଷରୁ ଡ୍ରୋନ ମାଧ୍ୟମରେ ଟିୟର ଗ୍ୟାସ ପକାଯାଇଛି ।…

ଭାରତରେ ହେବ ଆଇପିଏଲ, ସୂଚନା ଦେଲେ ଚେୟାରମ୍ୟାନ

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗର ଆଗାମୀ ସଂସ୍କରଣ ଭାରତରେ ଆୟୋଜିତ ହେବା ନେଇ ଆଶଙ୍କା ସୃଷ୍ଟି ହେଉଛି । ଏହାର ପ୍ରମୁଖ କାରଣ ହେଲା ଏହି ସମୟରେ ଦେଶରେ ସାଧାରଣ ନିର୍ବାଚନ ହେବାକୁ ଥିବାରୁ ଏହି ସମସ୍ୟା ସୃଷ୍ଟି ହୋଇଛି । ତେବେ ଏ ନେଇ ବୁଧବାର ଆଇପିଏଲ ଚେୟାରମ୍ୟାନ ଅରୁଣ ସିଂ ଧୂମାଲ…

ଦୁବାଇର ପ୍ରଥମ ହିନ୍ଦୁ ମନ୍ଦିରରେ ପହଞ୍ଚିଲେ ଖିଲାଡ଼ି କୁମାର

ନୂଆଦିଲ୍ଲୀ: ଦୁବାଇରେ ଲୋକାର୍ପିତ ହୋଇଥିବା ପ୍ରଥମ ହିନ୍ଦୁ ମନ୍ଦିରରେ ପହଞ୍ଚିଲେ ବଲିଉଡର ଖିଲାଡି କୁମାର। ଅକ୍ଷୟ କୁମାର ବୁଧବାର ଦିନ ଆବୁଧାବିରେ ପହଞ୍ଚି ବୋଚାସନବାସୀ ଅକ୍ଷର ପୁରୁଷୋତ୍ତମ ସ୍ୱାମିନାରାୟଣ ସନ୍ଥା (BAPS) ହିନ୍ଦୁ ମନ୍ଦିରର ଉଦଘାଟନୀ ଉତ୍ସବରେ ଯୋଗ ଦେଇଥିଲେ। ଏହି ସମୟର ଏକ…

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହେଲା ସମ୍ ହସ୍ପିଟାଲର ନୂଆ କ୍ୟାମ୍ପସ

ଭୁବନେଶ୍ୱର: ଦକ୍ଷିଣ ଓଡିଶାର ଜନସାଧାରଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ପ୍ରଦାନ କରିବାର ଲକ୍ଷ୍ୟ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ସ୍ଥାପିତ ହୋଇଥିବା ସମ୍ ହସ୍ପିଟାଲର ଶିତଳାପଲ୍ଲୀ କ୍ୟାମ୍ପସ୍‌କୁ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି। ଦୀର୍ଘ ୧୯ ବର୍ଷରୁ…

ସଙ୍କଟରେ ସଲମାନ-କରଣଙ୍କ ଫିଲ୍ମ ଦି ବୁଲ !

ମୁମ୍ବାଇ: ବଲିଉଡର ସୁପରଷ୍ଟାର ସଲମାନ ଖାଁ ଓ ଲୋକପ୍ରିୟ ନିର୍ମାତା କରଣ ଜୋହରଙ୍କ ଦି ବୁଲ ଫିଲ୍ମକୁ ନେଇ ବେଶ ଚର୍ଚ୍ଚା ଜୋର ଧରିଥିଲା । ଟାଇଗର ୩ ପରେ ପ୍ରଶଂସକମାନେ ସଲମାନଙ୍କ ଏହି ଫିଲ୍ମ ନେଇ ବେଶ ଉତ୍ସାହିତ ହୋଇ ପଡିଥିଲେ । ତେବେ ବିଭିନ୍ନ ୱେବସାଇଟରେ ପ୍ରକାଶିତ ଖବର ଅନୁସାରେ ଏହି ଫିଲ୍ମ…

କେଜରିୱାଲଙ୍କୁ ଷଷ୍ଠ ଥର ପାଇଁ ସମନ ଜାରି

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନିତୀ ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଷଷ୍ଠ ଥର ପାଇଁ ସମନ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡ଼ି। ଷଷ୍ଠ ଥର ପାଇଁ ସମନ ଜାରି ଆସନ୍ତା ୧୯ ତାରିଖରେ ହାଜର ହେବାକୁ କହିଛି ଇଡ଼ି। ଏହା ପୂର୍ବରୁ ୫ଥର ସମନ ଜାରି ହୋଇଥିଲା। ଯାହାକୁ…