କାଗଜ କଲମରେ ସୀମିତ ପ୍ରତିଶୃତି; ପୁସ୍ତମ ହଂସ ଙ୍କ ପରିବାର ପାଇଁ ସ୍ୱପ୍ନ ପାଲଟିଛି ପକ୍କା ଘର
ନୂଆପଡା: ଆବାସ ଯୋଜନାରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଉଭୟ ଦେଶର ବିକାଶ କ୍ଷେତ୍ରରେ କୋଟି କୋଟି ଟଙ୍କା ଅନୁଦାନ ପ୍ରଦାନ କରୁଛନ୍ତି । ଝାଟି ମାଟି ଭଙ୍ଗା କୁଡିଆକୁ ପକ୍କା ଘରରେ ପରିବର୍ତ୍ତନ କରାଯିବାକୁ ପ୍ରୟାସ ଜାରି ରଖିଥିବା ବେଳେ ଏହା କେବଳ କାଗଜ କଲମରେ ସୀମିତ ରହିଯାଉଛି । ଯାହାର…