Latest Odisha News

BREAKING NEWS

ହାଇଟେକ ହସ୍ପିଟାଲ ମାଲିକ ଶାସକ ଦଳର ନେତା ହୋଇଥିବାରୁ ରାଜ୍ୟ ସରକାର ନିରବ: ବିଜେପି ମୁଖପାତ୍ର

ଭୁବନେଶ୍ୱର: ହାଇଟେକ୍ ମେଡିକାଲ କଲେଜ ଓ ହସ୍ପିଟାଲର ଏସି କମ୍ପ୍ରେସର ବିସ୍ଫୋରଣରେ ୩ ଜଣଙ୍କ ମୃତ୍ୟୁ ଏବଂ ପରେ ମୃତଦେହ ପରିଚୟକୁ ନେଇ ସୃଷ୍ଟି ହୋଇଥିବା ବିବାଦକୁ ନେଇ ବିଜେପି ପକ୍ଷରୁ ଏହାର ମାଲିକ ତିରୁପତି ପାଣିଗ୍ରାହୀ ଏବଂ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରାଯାଇଛି। ଏହି ଘଟଣାର…

ଅଲିମ୍ପିକ କୋଟା ହାସଲ କଲେ ଭାରତୀୟ ଶୁଟର ବରୁଣ, ଈଶା

ଜାକର୍ତା: ଏସିଆନ କ୍ୱାଲିଫାୟର୍ସ ୧୦ ମିଟର ପୁରୁଷ ଏବଂ ମହିଳା ବିଭାଗରେ ଭାରତର ଯୁବ ଶୁଟର ବରୁଣ ତୋମାର ଓ ଈଶା ସିଂ ଅଲିମ୍ପିକ କୋଟା ହାସଲ କରିଛନ୍ତି । ଏଥିସହ ଭାରତର ୧୫ଜଣ ଶୁଟର ପ୍ୟାରିସ ଅଲିମ୍ପିକ ଯୋଗ୍ୟତା ହାସଲ କରିଛନ୍ତି । କଂଟିନେଟାଂଲ ଇଭେଂଟରେ ଭାରତ ୨ ସ୍ୱର୍ଣ୍ଣ ସହ ୬ ପଦକ ହାସଲ…

NH-55 ନକ୍ସାପାଲିରୁ ଧନୁପାଲି ଛକ ଏବଂ ଧନୁପାଲି ଛକରୁ ସିନ୍ଦୁରପଙ୍କ ରାସ୍ତାର ଉନ୍ନତିକରଣ ଓ ଷ୍ଟ୍ରିଟ୍ ଲାଇଟ୍…

ଭୁବନେଶ୍ବର: ଏନଏଚ୍-୫୫ର ନକ୍ସାପାଲିରୁ ଧନୁପାଲି ଛକ ଏବଂ ଧନୁପାଲି ଛକରୁ ସିନ୍ଦୁରପଙ୍କ ରାସ୍ତାର ଉନ୍ନତିକରଣ ଏବଂ ଷ୍ଟ୍ରିଟ୍ ଲାଇଟ୍ ବ୍ୟବସ୍ଥାକୁ ମଞ୍ଜୁରୀ ମିଳିଛି । କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧକୁ ରକ୍ଷା କରିଛନ୍ତି କେନ୍ଦ୍ର…

ଲାଞ୍ଚ ନେଇ ବନ୍ଧା ହେଲେ ଜୟପୁର ଟାଉନ ଥାନା ଏଏସଆଇ ଅନିଲ ନାୟକ

ଜୟପୁର: ଲାଞ୍ଚ ନେଇ ଧରା ହେଲେ ଲାଞ୍ଚୁଆ ପୋଲିସ୍ ବାବୁ। ଜୟପୁର ଟାଉନ ଥାନା ଏଏସଆଇ ଅନିଲ କୁମାର ନାୟକଙ୍କୁ ଧରିଛି ଭିଜିଲାନ୍ସ ।୫ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ ଟିମ୍ । ଜଣେ ବ୍ୟକ୍ତିଙ୍କ ଗାଡି ମୁକୁଳାଇବା ପାଇଁ ଜଣେ ବ୍ୟବସାୟଙ୍କ ମାଧ୍ୟମରେ ୫ହଜାର ଟଙ୍କା ଲାଞ୍ଚ…

ବରୋଦାଠାରୁ ୧୪୭ ରନରେ ହାରିଲା ଓଡିଶା

ଭୁବନେଶ୍ୱର: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ବ୍ୟାଟ୍ସମ୍ୟାନଙ୍କ ନୈରାଶ୍ୟଜନକ ବ୍ୟାଟିଂ ପ୍ରଦର୍ଶନ ଯୋଗୁ ଓଡିଶା ୧୪୭ ରନରେ ବରୋଦା ନିକଟରୁ ପରାଜିତ ହୋଇଛି । ଏଥିସହ ଓଡିଶା ନୈରାଶ୍ୟଜନକ ଢ଼ଙ୍ଗରେ ତାର ଅଭିଯାନ ଆରମ୍ଭ କରିଛି । ମହେଶ ପିଥିୟାଙ୍କ ଚମତ୍କାର ବୋଲିଂ ପ୍ରଦର୍ଶନର ଜବାବ ଓଡିଶା…

ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଫୋନରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶେଖ ହସିନାଙ୍କୁ ସାଧାରଣ ନିର୍ବାଚନରେ ତାଙ୍କ ଦଳର ବୃହତ୍‌ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ବିଜୟ ପରେ ପ୍ରଧାନମନ୍ତ୍ରୀ ଶେଖ ହସିନା ମଧ୍ୟ ଭାରତକୁ ଏକ ଅବିଚ୍ଛେଦ୍ୟ ବନ୍ଧୁ ବୋଲି କହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଏକ୍ସରେ ଏକ ପୋଷ୍ଟରେ…

ରଣଜୀ ଟ୍ରଫି: ପରାଗଙ୍କ ବିସ୍ଫୋରକ ଶତକ, ପନ୍ତଙ୍କ ରେକର୍ଡ ଭାଙ୍ଗି ପାରିଲେନି

ନୂଆଦିଲ୍ଲୀ : ଚଳିତ ରଣଜୀ ଟ୍ରଫି କ୍ରିକେଟରେ ଆସାମ ବ୍ୟାଟ୍ସମ୍ୟାନ ରିୟାନ ପରାଗ ବିସ୍ଫୋରକ ଶତକ ହାସଲ କରିଛନ୍ତି । ସେ ଅଳ୍ପକେ ରିଷଭ ପନ୍ତଙ୍କ ରେକର୍ଡ ଭାଙ୍ଗି ପାରି ନାହାନ୍ତି । ଛତିଶଗଡ ବିପକ୍ଷ ମ୍ୟାଚରେ ପରାଗ ସେ ୫୬ ବଲରେ ଶତକ ହାସଲ କରିଛନ୍ତି । ପରାଗ ୮୭ ବଲରେ ୧୫୫ ରନ ସଂଗ୍ରହ…

ହିଟ୍ ଆଣ୍ଡ ରନ୍ ଯୋଗୁଁ ପ୍ରତି ଘଣ୍ଟାରେ ଯାଉଛି ୬ ଜୀବନ: NCRB ରିପୋର୍ଟ

ନୂଆଦିଲ୍ଲୀ: ହିଟ ଆଣ୍ଡ ରନକୁ ନେଇ ବର୍ତ୍ତମାନ ଦେଶସାରା ଚର୍ଚ୍ଚା ଚାଲିଛି । ବସ, ଟ୍ରକ ଡ୍ରାଇଭର ଏହାକୁ ବିରୋଧ କରି ହରତାଳ କରୁଛନ୍ତି । କିନ୍ତୁ ଏହାରି ଭିତରେ ଏନସିଆରବି ଏକ ରିପୋର୍ଟ ପ୍ରକାଶ କରିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏନସିଆରବି ରିପୋର୍ଟ ମୁତାବକ ପ୍ରତି ଘଣ୍ଟାରେ ହିଟ…

ସାଂସଦ ହେଲେ ବାଂଲାଦେଶ କ୍ରିକେଟର ଶକିବ

ଢ଼ାକା: ବାଂଲାଦେଶ କ୍ରିକେଟ ଟିମ ଅଧିନାୟକ ଶକିବ ଉଲ ହାସନ ରାଜନୀତିରେ ନୂଆ ଅଧ୍ୟାୟ ଆରମ୍ଭ କରିଛନ୍ତି । ସେ ମଗୁରାର ପଶ୍ଚିମ ସହରରେ ଶେଖ ହସିନାଙ୍କ ଅବାମୀ ଲିଗ ପାର୍ଟି ପକ୍ଷରୁ ନିର୍ବାଚନ ଲଢ଼ିଥିଲେ । ସେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଦେଢ଼ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟରେ ପରାସ୍ତ କରିଛନ୍ତି ।…

ରେଳମନ୍ତ୍ରୀଙ୍କୁ ଭେଟିଲେ ଅରିନ୍ଦମ, ଦଳ ବଦଳ ନେଇ ଚର୍ଚ୍ଚା ଜୋର

ଭୁବନେଶ୍ୱର: ଗତକାଲି ରବିବାର ଜାନୁଆରୀ ୭ ତାରିଖରେ ରେଳମନ୍ତ୍ରୀ ଅଶ୍ୱିନ ବୈଷ୍ଣବଙ୍କୁ ଅଭିନେତାରୁ ନେତ ପାଲଟିଥିବା ଅରିନ୍ଦମ ରୟ ସାକ୍ଷାତ କରିଥିଲେ। ଏକ ରୁଦ୍ଧଦ୍ୱାର ବୈଠକରେ ଉଭୟଙ୍କ ମଧ୍ୟରେ ଗୁରୁତ୍ତ୍ୱପୂର୍ଣ୍ଣ ଆଲୋଚନା ହୋଇଥିବା ନେଇ ଖବର ସାମ୍ନାକୁ ଆସିଛି। ତେବେ ଏହି ଖବର ସାମ୍ନାକୁ…