Latest Odisha News

BREAKING NEWS

ଏଲନ ମସ୍କଙ୍କ ବଡ଼ ନିଷ୍ପତ୍ତି: ଟୁଇଟର ହାଣ୍ଡେଲରୁ ଖୁବ ଶୀଘ୍ର ଉଡିଯିବ ପୁରୁଣା ପୋଷ୍ଟ ସହ ଫଟୋ ଓ ଭିଡିଓ

ନୂଆଦିଲ୍ଲୀ: ଏଲନ ମସ୍କ ଏକ୍ସ ଅର୍ଥାତ ଟୁଇଟର ପ୍ଲାଟଫର୍ମ ବାବଦରେ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଟୁଇଟରରୁ ଆଉ ଖୋଜିଲେ ମିଳିବନି ପୁରୁଣା ଫଟୋ କିମ୍ବା ଭିଡିଓ । ଟୁଇଟର ପ୍ଲାଟଫର୍ମରୁ ପୁରୁଣା ଫଟୋ ଓ ଭିଡିଓ ହଟାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି ଏଲନ ମସ୍କ । ଏହି ନିଷ୍ପତ୍ତି ଅନୁସାରେ,…

ପୂରଣ ହେବ ୭୪୮୩ ନର୍ସିଂ ଅଫିସର ପଦବୀ, ଅନ୍ତରୀଣ ନିର୍ଦ୍ଦେଶରେ ପରିବର୍ତ୍ତନ କଲେ ହାଇକୋର୍ଟ

କଟକ: ନର୍ସ ନିଯୁକ୍ତି ପ୍ରକ୍ରିୟା ଉପରେ ଲାଗିଥିବା ଅଙ୍କୁଶ ହଟିଛି। ନିଯୁକ୍ତି ପାଇବେ ୭୪୮୩ ନର୍ସିଂ ଅଫିସର। ପୂର୍ବରୁ ଜାରି ହୋଇଥିବା ଅନ୍ତରୀଣ ନିର୍ଦ୍ଦେଶରେ ପରିବର୍ତ୍ତନ କରିଛନ୍ତି ହାଇକୋର୍ଟ। ହାଇକୋର୍ଟ ମେ’ ୧ ର ଅନ୍ତରୀଣ ନିର୍ଦ୍ଦେଶରେ ପରିବର୍ତ୍ତନ କରିଛନ୍ତି । କେବଳ ଆବେଦନକାରୀ…

ଆଜିଠୁ ବଢ଼ିବ ବର୍ଷା; ୨୫ରେ ଘୂର୍ଣ୍ଣିବଳୟ, ଲଘୁଚାପ ଆଶଙ୍କା

ଭୁବନେଶ୍ୱର: ୨୫ ତାରିଖରେ ସୃଷ୍ଚି ହେବ ଆଉ ଏକ ଘୂର୍ଣ୍ଣିବଳୟ। ଫଳରେ ଆଜିଠାରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଦୁଇ ଦିନ ପର୍ଯ୍ୟନ୍ତ କିଛି ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ଥିବା ବେଳେ ୨୫ରୁ ବର୍ଷାର ପ୍ରକୋପ ଆହୁରୀ ବୃଦ୍ଧି ପାଇବ। ଏନେଇ ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ…

କୌଣସି ପ୍ରକାରର ଭିଡ଼ ହିଂସାରେ ଭାଗ ନେଲେ ଆଇନ ଅନୁଯାୟୀ ମିଳିବ କଠୋର ଦଣ୍ଡ

ଭୁବନେଶ୍ୱର: ଭିଡ ହିଂସା ଏକ ଅପରାଧ ଏବଂ ସେଥିରେ ଯେଉଁ ବ୍ୟକ୍ତି ଭାଗ ନିଅନ୍ତି ତାହା ମଧ୍ୟ ବଡ଼ ଅପରାଧ। ଜଣେ ବ୍ୟକ୍ତି କୌଣସି ପ୍ରକାରର ଭିଡ ହିଂସାରେ ଭାଗ ନିଏ ତେବେ ତାକୁ ଆଇନ ଅନୁଯାୟୀ ଦଣ୍ଡ ମିଳିବ। ଏନେଇ ଓଡ଼ିଶା ପୋଲିସ ପକ୍ଷରୁ ଏକ ସୂଚନା ଦିଆଯାଇଛି। ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ…

ଜନ୍ମ ଦିନରେ ଘୋଷଣା ହେଲା ଚିରଞ୍ଜୀବୀଙ୍କ ଫିଲ୍ମ ମେଗା ୧୫୭

ମାଡ୍ରାସ: ଦକ୍ଷିଣ ଭାରତ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଚିିରଞ୍ଜୀବୀଙ୍କ ଜନ୍ମ ଦିନରେ ପ୍ରଶଂସକଙ୍କୁ ଖୁସି ଖବର ମିଳିଛି । ଏହି ଦିନ ତାଙ୍କର ନୂଆ ଫିଲ୍ମ ମେଗା ୧୫୭ର ଘୋଷଣା ହୋଇଛି । ୟୁଭି କ୍ରିଏଶନ ଏହି ଫିଲ୍ମ ପ୍ରସ୍ତୁତ କରୁଛି । ଏହା ଏକ ଫାଂଟାସି ଫିଲ୍ମ ହେବ ବୋଲି ଅନୁମାନ କରାଯାଉଛି ।…

ଡିଆଇଜି ପତ୍ନୀଙ୍କ ନିର୍ଯାତନା ସହି ନ ପାରି ହୋମଗାର୍ଡଙ୍କ ଆତ୍ମହତ୍ୟା ଉଦ୍ୟମ; ସଫେଇ ଦେଲେ ଡିଆଇଜି

ଭୁବନେଶ୍ୱର:ବଢିଲା ଡିଆଇଜିଙ୍କ ଅଡୁଆ । ଆତ୍ମହତ୍ୟା ଉଦ୍ୟମ କରିଥିବା ମହିଳା ହୋମଗାର୍ଡଙ୍କ ବୟାନ ଡିଆଇଜିକୁ ବିବାଦ ଭିତରେ ଫସାଇ ଦେଇଛି । ଅବଶ୍ୟ ହୋମଗାର୍ଡଙ୍କ ଏପରି ଅଭିଯୋଗକୁ ଡିଆଇଜି ଖଣ୍ଡନ କରିଛନ୍ତି । ଏପରି ଅଭିଯୋଗ ଭୁଲ । ତାଙ୍କ କୌଣସି ନିର୍ଯାତନା ଦେଇ ନାହାନ୍ତି ବରଂ ତାଙ୍କୁ…

ଗଦର ୨ ସଫଳତା ପରେ ସନୀଙ୍କ ମନ ବଦଳିଲା, ଆଉ ଲଢ଼ିବେନି ନିର୍ବାଚନ

ମୁମ୍ବାଇ: ଗଦର ୨ର ସଫଳତା ଅଭିନେତା ସନୀ ଦେଓଲଙ୍କ ମନ ବଦଳାଇ ଦେଇଛି । ଏପରିକି ସେ ୨୦୨୪ ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଛନ୍ତି । ଅଭିନେତା ଓ ରାଜନେତା ୨ଟି ଯାକ କାର୍ଯ୍ୟ ଏକକାଳୀନ କରିବା ସମ୍ଭବପର ନୁହେଁ ବୋଲି ସେ କହିଛନ୍ତି । ଜଣେ ଅଭିନେତା ଭାବେ ମୁଁ ଦର୍ଶକଙ୍କ…

କେମୋଥେରାପୀ ବେଳେ କେଶ ଝଡେ କାହିଁକି ? ଆସନ୍ତୁ ଜାଣିବା..

ମୁମ୍ବାଇ: କ୍ୟାନସର ଏକ ଗମ୍ଭୀର ଏବଂ ମାରାତ୍ମକ ରୋଗ । ଯଦି ଉଚିତ ସମୟରେ ଏହି ରୋଗର ଚିକିତ୍ସା ନକରାଯାଏ ତେବେ ଏହା ମଣିଷ ଶରୀର ପାଇଁ ଘାତକ ସାବ୍ୟସ୍ତ ହୋଇପାରେ । କେମୋଥେରାପୀ କ୍ୟାନସର ଚିକିତ୍ସାର ଏକ ପ୍ରଭାବୀ ଓ ପ୍ରଚଳିତ ଉପାୟ ।କ୍ୟାନସର ଚିକିତ୍ସା ସମୟରେ ଅଧିକାଂଶ ଲୋକଙ୍କର କେଶ ଝଡିଥାଏ…

ଆନ୍ଧ୍ର-ଓଡିଶା ସୀମାରେ ବୁଲୁଛି ମହାବଳ, ଭିଡିଓ ଭାଇରାଲ

ରାୟଗଡା: ଆନ୍ଧ୍ର-ଓଡ଼ିଶା ସୀମାରେ ବୁଲୁଛି ମହାବଳ ବାଘ  ।  ସାମ୍ନାକୁ ଆସିଲା ରାସ୍ତା ଉପରେ ବାଘ ବୁଲୁଥିବାର ଭିଡିଓ । ଯାହାକୁ ନେଇ ରାୟଗଡ଼ା ଗୁଣୁପୁର ଅଞ୍ଚଳରେ ଆତଙ୍କ  ସୃଷ୍ଟି ହୋଇଛି । ଗୁଣପୁର ବ୍ଳକର ଅଳ୍ପ ଦୂରରେ ବାଘ ବୁଲୁଥିବା କୁହାଯାଉଛି । ଆନ୍ଧ୍ରର ଶ୍ରୀକାକୁଲମ୍ ଜିଲ୍ଲା ଭାମିନି…