ଓଡିଶାରେ କରୋନା ସତର୍କତା; ଆହାର କେନ୍ଦ୍ର ଲାଗି ଗାଇଡଲାଇନ ଜାରି
ଭୁବନେଶ୍ୱର: ରାଜ୍ୟରେ ଜଣେ ବ୍ୟକ୍ତି କରୋନାଭାଇରସରେ ସଂକ୍ରମିତ ହେବାପରେ ସରକାରଙ୍କ ପକ୍ଷରୁ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି ।
ଏହି ପରିପ୍ରେକ୍ଷୀରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଓଡିଶାର ସମସ୍ତ ଆହର କେନ୍ଦ୍ରଗୁଡିକକ ଲାଗି ମଧ୍ୟ ଗାଇଡଲାଇନ ଜାରି…