Latest Odisha News

BREAKING NEWS

କେପଟାଉନ ବିଜୟ ପରେ ଦ୍ରାବିଡଙ୍କୁ ଆଲିଙ୍ଗନ କଲେ ବିରାଟ; କାହିଁକି ଭାରତ ପାଇଁ ଏହା ବଡ଼ ବିଜୟ ଜାଣିଛନ୍ତି…

ନୂଆଦିଲ୍ଲୀ: ନୂଆବର୍ଷରେ ମ୍ୟାନ ଇନ୍ ବ୍ଲୁର ପ୍ରଥମ ସିରିଜ ବିଜୟ, ତା'ପୁଣି ବିଦେଶ ମାଟିରେ। ଯେଉଁଭଳି ଭାବେ ଭାରତୀୟ ବୋଲିର ବୋଲିଂ କରିଛନ୍ତି ତାହା ସମସ୍ତଙ୍କୁ ଆମୋଦିତ କରିଛି। କେବଳ ଯେ ପ୍ଲେଇିଂ ଇଲେଭନରେ ଥିବା ଖେଳାଳି ତାହା ନୁହେଁ ବରଂ କୋଚ, ଟିମର ଅନ୍ୟ ସଦସ୍ୟ ମଧ୍ୟ ଏହି ବିଜୟ ପରେ…

ଜମିଜମା ଠକେଇ ମାମଲା: ସିନେ ପ୍ରଯୋଜକ ସଚ୍ଚିକାନ୍ତ ଜେନା ଗିରଫ

ଭୁବନେଶ୍ବର: ଓଡ଼ିଶା ଫିଲ୍ମ ପ୍ରଯୋଜକ ସଚ୍ଚିକାନ୍ତ ଜେନା ଗିରଫ । ଜମିଜମା ଠକେଇ ଅଭିଯୋଗ ମାମଲାରେ ସଚ୍ଚିକାନ୍ତ ଙ୍କୁ ଗିରଫ କଲା ନୟାପଲ୍ଲୀ ପୋଲିସ । ପୂର୍ବରୁ ଏହି ମାମଲାରେ ଅନ୍ୟ ତିନି ଜଣଙ୍କୁ ଗିରଫ କରାଯାଇଥିବାବେଳେ, ଏବେ ସଚ୍ଚିକାନ୍ତ ଜେନା ଗିରଫ ହୋଇଛନ୍ତି । ଅନ୍ୟ ଅଭିଯୁକ୍ତମାନେ ହେଲେ…

ନିିର୍ବାଚନ ବେଳେ ଡିପଫେକ୍ ଭିଡିଓ, ପୋଲିସର ତଦନ୍ତ ପ୍ରଭାବଶାଳୀ ଗୋଷ୍ଠୀ ସମର୍ଥନରେ ହେବନି ତ?

ଭୁବନେଶ୍ୱର:  ଆଗାମୀ ସାଧାରଣ ନିର୍ବାଚନ ସମୟରେ ଡିପଫେକ୍ ଭିଡିଓକୁ ନେଇ ଚିନ୍ତା ବଢ଼ୁଥିବା ବେଳେ ଏହାର ମୁକାବିଲା ପାଇଁ ଭୁବନେଶ୍ୱର-କଟକ କମିସନରେଟ୍ ପୁଲିସ ସକ୍ରିୟ ପଦକ୍ଷେପ ଗ୍ରହଣ କରିଛି। ଏହି ଭିଡିଓର ବିପଦର ମୁକାବିଲା ପାଇଁ ପୋଲିସ ବିଭାଗ ଅଧିକାରୀଙ୍କ ଏକ ସ୍ୱତନ୍ତ୍ର ଟିମ୍କୁ ତାଲିମ…

ପୁଣି ଅସୁସ୍ଥ ହେଲେ ପଦ୍ମଶ୍ରୀ କମଳା ପୂଜାରୀ, ଏସସିବିରେ ଭର୍ତ୍ତି

କଟକ: ପୁଣି ଅସୁସ୍ଥ ହେଲେ ପଦ୍ମଶ୍ରୀ କମଳା ପୂଜାରୀ । ପ୍ରଥମେ ତାଙ୍କୁ ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭର୍ତ୍ତି କରାଯାଇଥିବାବେଳେ ହେଲେ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ପରେ କଟକ ଏସସିବି କୁ ସ୍ଥାନାନ୍ତର କରାଯାଇଛି । ଏଠାରେ ତାଙ୍କୁ ନ୍ୟୁ ମେଡିସିନ ୱାର୍ଡର ସ୍ୱତନ୍ତ୍ର…

ଶେଷ ହେବାକୁ ଯାଉଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଓ ଅଶ୍ବିନୀଙ୍କ ରାଜ୍ୟସଭା କାର୍ଯ୍ୟକାଳ

ନୂଆଦିଲ୍ଲୀ: ଶେଷ ହେବାକୁ ଯାଉଛି କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ନବଙ୍କ ରାଜ୍ୟସଭା କାର୍ଯ୍ୟକାଳ ଅବଧି । ଏ ଦୁଇ ନେତା ଆଗାମୀ ଦିନରେ ହେବାକୁ ଥିବା ଲେକାସଭା ନିର୍ବାଚନ ଲଢ଼ିବେ ବୋଲି ଜଣାପଡିଥିବା ବେଳେ ଏଭଳି ଏକ ଖବର ଆସିଛି। ଧର୍ମେନ୍ଦ୍ର ଏବେ…

ଚାଷୀମାନଙ୍କ ବିଭିନ୍ନ ସମସ୍ୟା ନେଇ ଆଜି ନୂଆପଡ଼ା ଜିଲ୍ଲା ବନ୍ଦ ଡାକରା ଦେଇଛି ବିଜେପି

ନୂଆପଡା: ରାଜ୍ୟ ସରକାରଙ୍କ ଚାଷୀମାରଣ ନୀତିକୁ ବିରୋଧ କରି ବିଜେପି ପକ୍ଷରୁ ଆଜି ନୂଆପଡ଼ା ଜିଲ୍ଲା ବନ୍ଦ । ସକାଳ ୬ ଟା ରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ଜିଲ୍ଲାବ୍ୟାପୀ ଅଖ ଚକ ବନ୍ଦ ରହିବ । ଦୀର୍ଘ ୮ ଘଣ୍ଟା ଧରି ରାଜ୍ୟ ସରକାରଙ୍କ ବିରୋଧରେ ଆନ୍ଦୋଳନ ଜାରି ରଖିବ ରାଜ୍ୟ ବିଜେପି । ବନ୍ଦ…

ହାଇଟେକ ହସ୍ପିଟାଲ ଦୁର୍ଘଟଣା: ମୃତ ବୋଲି ଘୋଷଣା ହୋଇଥିବା ଦିଲ୍ଲୀପ ଏବେ ବି ଜୀବିତ!

ଭୁବନେଶ୍ୱର: ହାଇଟେକ୍ ମେଡିକାଲ କଲେଜ ଓ ହସ୍ପିଟାଲରେ ଘଟିଥିବା ଏସି କମ୍ପ୍ରେସର ବିସ୍ଫୋରଣ ଘଟଣାରେ ଏକ ଅପ୍ରତ୍ୟାଶିତ ଘଟଣା ସାମ୍ନାକୁ ଆସିଛି। ମୃତ ବୋଲି କୁହାଯାଉଥିବା ପୀଡ଼ିତ ଦିଲୀପ ସାମନ୍ତରାୟ ଆଇସିୟୁରେ ଚିକିତ୍ସିତ ହେଉଥିବା ଜଣେ ରୋଗୀ ଆଶ୍ଚର୍ଯ୍ୟଜନକ ଭାବେ ଜୀବିତ ଥିବା ଦାବି…

ମା’ ଗୃହ ୱାଡେନ ଲକ୍ଷ୍ମୀ ମାଝୀଙ୍କ ମୃତ୍ୟୁ ଘଟଣା; ଆଜି ରାୟଗଡ଼ା ବନ୍ଦ

ରାୟଗଡା: ଆଜି ରାୟଗଡ଼ା ବନ୍ଦ । ମା’ ଗୃହ ୱାଡେନ ଲକ୍ଷ୍ମୀ ମାଝୀଙ୍କ ମୃତ୍ୟୁ ଘଟଣାରେ ସିବିଆଇ ତଦନ୍ତ ଦାବି କରି ଜିଲ୍ଲା ଆଦିବାସୀ ମହାସଂଘ ଆଜି ୧୨ ଘଣ୍ଟିଆ ରାୟଗଡ଼ା ଜିଲ୍ଲା ବନ୍ଦ ଡାକରା ଦେଇଛି । ଏହି ବନ୍ଦ ପାଳନ ସକାଳ ୬ ଟା ରୁ ଆରମ୍ଭ ହୋଇ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଜାରି ରହିବ । କେବଳ…

ରାମ ମନ୍ଦିର: ‘ଯଦି ପ୍ରଧାନମନ୍ତ୍ରୀ ମୋଦୀ ପୂଜାରେ ବସିବେ, ମୁଁ କ’ଣ ତାଳି ମାରିବି?’

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଅଯୋଧ୍ୟାରେ ହେବାକୁ ଥିବା ରାମ ମନ୍ଦିର ପ୍ରତିଷ୍ଠା ସମାରୋହକୁ ନେଇ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ଚିନ୍ତା ପ୍ରକଟ କରିଛନ୍ତି। ସେ ଏହି ସମାରୋହର ଶୈଳୀ ଉପରେ ପ୍ରଶ୍ନ ଉଠାଇବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଯୋଜନାବଦ୍ଧ ଅଂଶଗ୍ରହଣକୁ…

ଆଜିଠୁ ତିନି ଦିନିଆ ଓଡିଶା ଗସ୍ତରେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

ଭୁବନେଶ୍ବର: ଆଜିଠୁ ତିନି ଦିନିଆ ଓଡିଶା ଗସ୍ତରେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ସନ୍ଧାରେ ଭୁବନେଶ୍ବରରେ ପହଞ୍ଚିବା ପରେ ନୟାଗଡ ଦଶପଲ୍ଲା ଠାରେ ରେଳବାଇ ଓ କଣ୍ଟିଲୋରେ ଡାକ ବିଭାଗ କାର୍ଯ୍ୟକ୍ରମରେ ଯୋଗଦେବେ । ଜାନୁଆରୀ ୬ ତାରିଖ ରେ ଖୋର୍ଦ୍ଧା ରୋଡ-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର…