Latest Odisha News

BREAKING NEWS

ଆରମ୍ଭ ହେଲା ଖଡ଼ିଆଳ ମହୋତ୍ସବ ୨୦୨୪, ପ୍ରଥମ ଦିନରେ ମନମୋହିଲା ସାଂସ୍କୃତିକ କାର୍ଯ୍ୟକ୍ରମ

ନୂଆପଡା: କଳା, ସାହିତ୍ୟ, ସଂସ୍କୃତି ଐତିହ୍ୟ, ପ୍ରାଚୀନ ଲୋକଗୀତ, ଲୋକନୃତ୍ୟର ପୁନର୍ଜିବିତ କରିବା ଉଦ୍ଦେଶ୍ୟ ନେଇ ଖଡ଼ିଆଳ ମହୋତ୍ସବ ୨୦୨୪ ମହା ସମାରୋହରେ ଉଦ୍‌ଘାଟିତ ହୋଇଯାଇଛି । ଉଦ୍‌ଘାଟନୀର ପ୍ରଥମ ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଲେ ହଜାର ହଜାର କଳାପ୍ରେମୀ । ଦୀର୍ଘ ୧୮…

ଘନ କୁହୁଡି ଓ ଶୀତରେ କଲବଲ ସାରା ରାଜ୍ୟ, ୮ ଜିଲ୍ଲାକୁ ଘନ କୁହୁଡି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର: ସକାଳୁ ସକାଳୁ ଘନ କୁହୁଡିରେ ଆଚ୍ଛାଦିତ ରହୁଛି ସମଗ୍ର ରାଜ୍ୟ । ତା ସାଙ୍ଗକୁ ପୁଣି ଥଣ୍ଡା ପବନ ଯାହା ଶୀତକୁ ଆହୁରି ଦ୍ବିଗୁଣିତ କରୁଛି । କୁହୁଡି ଯୋଗୁ ଦୃଶ୍ୟମାନ ଦୂରତା ବେଶ କମ ରହୁଛି । ଫଳରେ ଗାଡି ମୋଟର ଚଳାଚଳରେ ନାହିଁ ନଥିବାର ଅସୁବିଧା ସମ୍ମୁଖୀନ ହେଉଛନ୍ତି ଲୋକେ । ଯେଉଁ…

ଭାଷା ଭାଗବତ : ନଗଣ୍ୟ ନର, ନାରୀ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ବଂଟନ ପୂର୍ବରୁ ଲୁଂଠନ କରଂତି ଯେତେକ ଦୁର୍ଜନ ତାଂକୁ କେବେ ବି ପ୍ରଶାସନ କରିପାରେନି ଶାସ୍ତି ଦାନ ପ୍ରାଶାସନିକ ଶିଥିଳତା ସହିତ ନ୍ୟାୟର ଧୀରତା କରିଛି ଯେପରି ଅବସ୍ଥା ତାହା ଦେଖି ଘୂରୁଛି ମଥା ପରିବହନକାରୀ ଚୋରି କରିଲେ…

ଆରମ୍ଭ ହେଲା ପୁଷ୍ପା-୨ କାଉଣ୍ଟ ଡାଉନ, ଆଉ ମାତ୍ର ୨୦୦ଦିନର ଅପେକ୍ଷା

ମୁମ୍ବାଇ: ପୁଷ୍ପା-୧ର ଜବରଦସ୍ତ ସଫଳତା ପରେ ଏବେ ଅଲ୍ଲୁ ଅର୍ଜୁନଙ୍କ ପ୍ରଶଂସକମାନେ ତାଙ୍କର ଆଗାମୀ ଚଳଚ୍ଚିତ୍ର ପୁଷ୍ପା-୨କୁ ଚାତକ ପରି ଚାହିଁ ବସିଛନ୍ତି । ଏହାରି ଭିତରେ ଅଲ୍ଲୁଙ୍କ ପ୍ରଶଂସକଙ୍କ ପାଇଁ ଆସିଛି ଖୁସି ଖବର । ପୁଷ୍ପା-୨ର ରିଲିଜ ଡେଟ୍ ଘୋଷଣା କରିଛନ୍ତି ଫିଲ୍ମ ନିର୍ମାତା ।…

ଗଞ୍ଜାମ ସୁନାପୁର ବେଳାଭୂମିକୁ ମିଳିଲା ଅନ୍ତର୍ଜାତୀୟ ବ୍ଲୁ ଫ୍ଲାଗ୍

ବ୍ରହ୍ମପୁର: ପ୍ରଥମେ ପୁରୀ ଆଉ ଏବେ ଗଞ୍ଜାମ ଜିଲ୍ଲାର ସୁନାପୁର ବିଚ୍ କୁ ମିଳିଲା ଅନ୍ତର୍ଜାତୀୟ ବ୍ଲୁ ଫ୍ଲାଗ୍ ବିଚ୍ ର ମାନ୍ୟତା । ଏହି ଖବର ଆସିବା ପରେ 'ଏକ୍ସ' ରେ ପୋଷ୍ଟ କରି ଖୁସି ଜାହିର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୂଚନା ମୁତାବକ, ୭୭ ଟି ଦେଶର ବେଳାଭୂମିର ସ୍ଥିତି…

ଫେବୃଆରୀ ୨୪ସୁଦ୍ଧା କାର୍ଯ୍ୟକ୍ଷମ ହେବ ବରମୁଣ୍ଡା ବସ୍ ଟର୍ମିନାଲ, ସକାଳୁ ସକାଳୁ ଗ୍ରାଉଣ୍ଡ ଜିରୋରେ 5T ଅଧ୍ୟକ୍ଷ

ଭୁବନେଶ୍ଵର: ନୂଆ ରୁପ ପାଇବାକୁ ଯାଉଛି ଅନ୍ତଃରାଜ୍ୟ ବରମୁଣ୍ଡା ବସ୍ ଟର୍ମିନାଲ । ୧୫.୫ ଏକର ଜମିରେ ଏହାର ନିର୍ମାଣ କାର୍ଯ୍ୟ ଚାଲିଛି। ଏହି ବସଷ୍ଟାଣ୍ଡରେ ଯାତ୍ରୀଙ୍କୁ ସମସ୍ତ ସୁବିଧା ଉପଲବ୍ଧ ହେବ । ଏଠାରେ ଯାତ୍ରୀଙ୍କୁ ଏୟାରପୋର୍ଟ ଭଳି ଅନୁଭବ ମିଳିବ । ତେବେ ଫେବୃଆରୀର ମଧ୍ୟ ଭାଗରେ ଏହି…

ପୁଣି ନିଜର ପରାକ୍ରମ ଦେଖାଇଲା ଭାରତୀୟ ନୌସେନା, ଶତୃ ଦେଶର ୧୫ଜଣଙ୍କୁ ଉଦ୍ଧାର କଲା INS ସୁମିତ୍ରା

ନୂଆଦିଲ୍ଲୀ: ଆରବ ସାଗରରେ ପୁଣି ଥରେ ଦେଖିବାକୁ ମିଳିଛି ଭାରତୀୟ ନୌସେନାର ପରାକ୍ରମ । ଗତ ୨୪ଘଣ୍ଟାରେ ଆରବ ସାଗରରେ ଜଳଦସ୍ୟୁଙ୍କ ଠାରୁ ୨ ଜାହାଜକୁ ଉଦ୍ଧାର କରିଛି ଭାରତୀୟ ନୌସେନା । କେବଳ ଏତିକି ନୁହେଁ ଶତୃ ଦେଶକୁ ମିତ୍ରତାର ହାତ ବଢାଇ ଗୋଟିଏ ଜାହାଜରୁ ୧୯ ଜଣ ପାକିସ୍ତାନୀ ଏବଂ ଅନ୍ୟ ଏକ…

ପ୍ରତିଶ୍ରୁତି ଓ ଆବଶ୍ୟକତା ଭିତରେ ବିଜେଡି ଚୟନ କରିବ ରାଜ୍ୟସଭା ପ୍ରାର୍ଥୀ, ରେସରେ କିଏ?

ଭୁବନେଶ୍ୱର: ଏପ୍ରିଲ ୩ତାରିଖରେ ଖାଲି ହେବାକୁ ଥିବା ଓଡ଼ିଶାର ୩ଟି ରାଜ୍ୟସଭା ଆସନ ପାଇଁ ଫେବ୍ରୁଆରି ୨୭ତାରିଖରେ ନିର୍ବାଚନ ହେବାକୁ ଯାଉଛି। ବିଶେଷକରି ଶାସକ ବିଜୁ ଜନତା ଦଳ (ବିଜେଡି) ବିଧାନସଭାରେ ନିଜର ବର୍ତ୍ତମାନର ପ୍ରତିନିଧିତ୍ବ ଆଧାରରେ ଏହି ତିନୋଟି ଆସନ ସୁରକ୍ଷିତ ରଖିବା ସ୍ଥିତିରେ…

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ

ମାଲକାନଗିରି: ଭିଜିଲାନ୍ସ ଜାଲରେ ମାଲକାନଗିରି ଜଳସମ୍ପଦ ବିଭାଗର କନିଷ୍ଠ ଯନ୍ତ୍ରୀ ସଞ୍ଜୟ ମହାନ୍ତି । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ମାଲକାନଗିରି ସ୍ଥିତ ଭଡ଼ା ଘର ଓ ସରକାରୀ କାର୍ଯ୍ୟାଳୟ ସହ ଭୁବନେଶ୍ବର ଓ ବାଲେଶ୍ବର ବାସ ଭବନ ସହ ମୋଟ ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି ।…

ଫେବୃଆରୀ ୧୬ରୁ ଖଣ୍ଡଗିରି କୁମ୍ଭମେଳା, ବିଏମସିର ପ୍ରସ୍ତୁତି ବୈଠକ ଶେଷ

ଭୁବନେଶ୍ବର: ଫେବୃଆରୀ ୧୬ ତାରିଖରୁ ଆରମ୍ଭ ହେବ ଖଣ୍ଡଗିରି କୁମ୍ଭମେଳା । ଏନେଇ ବିଏମସିର ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ପ୍ରସ୍ତୁତି ବୈଠକ । ଏହି ମେଳା ୧୬ ରୁ ଆରମ୍ଭ ହୋଇ ୨୪ ତାରିଖ ଯାଏଁ ଚାଲିବାନେଇ ବୈଠକରେ ନିଷ୍ପତ୍ତି । ଶୃଙ୍ଖଳିତ ଓ ସଠିକ ଭାବେ ମେଳା ପରିଚାଳନା ପାଇଁ ବିଭିନ୍ନ ଦିଗ ଉପରେ…