ଚନ୍ଦ୍ରଠାରୁ ୨୫ କିଲୋମିଟର ଦୂରରେ ଭାରତର ଚନ୍ଦ୍ରଯାନ, ଦ୍ବିତୀୟ ଡିବୋଷ୍ଟିଂ ଅପରେସନ ସଫଳ
ବେଙ୍ଗାଲୁରୁ: ଭାରତର ମିଶନ ଚନ୍ଦ୍ରଯାନ -୩ ଚନ୍ଦ୍ରର ଅତି ନିକଟତର ହୋଇଛି। ଇସ୍ରୋ ସଫଳତାର ସହିତ ଦ୍ୱିତୀୟ ଏବଂ ଶେଷ ଡିବୋଷ୍ଟିଂ ଅପରେସନ୍ ସମାପ୍ତ କରିଛି। ଏହି ଅପରେସନ୍ ପରେ ଚନ୍ଦ୍ରଯାନ -୩ ର ଚନ୍ଦ୍ରଠାରୁ ଦୂରତା ଆହୁରି କମିଛି। ଲ୍ୟାଣ୍ଡର୍ ମଡ୍ୟୁଲ୍ ବର୍ତ୍ତମାନ ୨୫ କିଲୋମିଟର x ୧୩୪…