ସାଉଦି ଆରବରେ ବଦଳିଲା ନିୟମ, ୭୨ବର୍ଷ ପରେ ଖୋଲିବ ମଦ ଦୋକାନ
ରିୟାଦ: ସାଉଦି ଆରବରେ ହେବାକୁ ଯାଉଛି ବଡ଼ ପରିବର୍ତ୍ତନ। ପ୍ରଥମଥର ପାଇଁ ଏଠାରେ ଖୋଲାଯିବ ମଦ ଦୋକାନ। ରାଜଧାନୀ ରିୟାଦରେ ମଦ ଦୋକାନ ଖୋଲାଯିବ । ୭୨ବର୍ଷ ପରେ ପ୍ରଥମଥର ପାଇଁ ମଦ ବିକ୍ରି କରାଯିବ। କେବଳ ଅଣ-ମୁସଲମାନ କୂଟନୀତିଜ୍ଞମାନଙ୍କ ପାଇଁ ଏହି ଷ୍ଟୋର ଖୋଲାଯିବ।
ଏନେଇ ଏକ…