Latest Odisha News

BREAKING NEWS

ଓଡ଼ିଶା ସରକାର ଦୁର୍ନୀତି ଲାଗି ୬ ଜଣ ଅଧିକାରୀଙ୍କୁ ଚାକିରିରୁ ବହିଷ୍କୃତ କଲେ

ଭୁବନେଶ୍ୱର: ଓଡ଼ିଶା ସରକାର ଶନିବାର ଦିନ ୬ ଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଚାକିରିରୁ ବହିଷ୍କୃତ କରିଛନ୍ତି । ସେହିପରି ଦୁର୍ନୀତି ଅଭିଯୋଗରେ ୪ଜଣ ପୂର୍ବତନ ସରକାରୀ ଅଧିକାରୀଙ୍କ ପେନସନ୍ ବନ୍ଦ କରିଦେଇଛନ୍ତି ସରକାର । ଦୁର୍ନୀତି ଶୂନ୍ୟ ନୀତି ଆପଣେଇ ନେଇଥିବା ମୁଖ୍ୟମନ୍ତ୍ରୀ ନବୀନ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୦୧-୦୯-୨୦୧୯ ରବିବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ସେପ୍ଟେମ୍ବର ତା ୦୧ ରିଖ ରବିବାର ସିଂହ ୧୬ ଦିନ ଭାଦ୍ରବ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥି ଉତ୍ତରା ପୂର୍ବାଫାଲଗୁନୀ ନକ୍ଷତ୍ର କନ୍ୟା ଚନ୍ଦ୍ର ଘାତ ବାର-: ମେଷ…

ଭୁବନେଶ୍ୱର ଆସିବେ ବଲିଉଡ ଅଭିନେତ୍ରୀ ସୋନମ କପୁର

ଭୁବନେଶ୍ୱର: ବଲିଉଡ ଅଭିନେତ୍ରୀ ସୋନମ କପୁର ସେପ୍ଟେମ୍ବର ୨ରେ ଭୁବନେଶ୍ୱର ଗସ୍ତରେ ଆସୁଛନ୍ତି । ସେ ଏହି ଅବସରରେ ଏକ ଜୁଏଲାରୀ ଶୋ’ରୁମର ଉଦଘାଟନ୍ କରିବେ । ସୋନମ ପ୍ରଥମଥର ପାଇଁ ଭୁବନେଶ୍ୱର ଆସିବାକୁ ଥିବାବେଳେ ଏହାକୁ ନେଇ ସେ ବେଶ୍ ଉତ୍ସାହିତ ବୋଲି ସୋସିଆଲ୍ ମିଡିଆରେ ପୋଷ୍ଟ କରିଥିବା…

ବାସ୍ତୁ ଅନୁସାରେ ଲଗାନ୍ତୁ ଘରେ ପିତୃପୁରୁଷଙ୍କ ଫଟୋ

ଭୁବନେଶ୍ୱର: କଥାରେ ଅଛି ପିତୃପୁରୁଷଙ୍କ ଆର୍ଶୀବାଦ ରହିଲେ ଘରେ କୌଣସି ସମସ୍ୟା ହୋଇ ନଥାଏ । ଏଥିପାଇଁ ଶ୍ରାଦ୍ଧ ଓ ପିଣ୍ଡଦାନ କରି ପୁତୃପୁରୁଷଙ୍କ ଆତ୍ମାର ସଦ୍‌ଗତି କାମନା କରାଯାଏ। ବାସ୍ତୁଶାସ୍ତ୍ରରେ ମଧ୍ୟ ପିତୃପୁରୁଷଙ୍କ ଆଶୀର୍ବାଦ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ବାସ୍ତୁଶାସ୍ତ୍ର…

ରେଳବାଇ ସୁରକ୍ଷାବଳ ଦ୍ୱାରା ଦୁଇଟି ବଡ ସଫଳତା

ଭୁବନେଶ୍ୱର: ଦୁଇଟି ପୃଥକ ଘଟଣାରେ ପୂର୍ବତଟ ରେଳପଥ ରେଳବାଇ ସୁରକ୍ଷାବଳ ଟ୍ରେନରେ ଚୋରାଚାଲାଣ କରାଯାଉଥିବା ୫୫୦ ଟି ପାରାଙ୍କୁ ବଲାଙ୍ଗୀର ଷ୍ଟେସନ ରୁ ଉଦ୍ଧାର କରିବା ସହିତ ଢେଙ୍କାନାଳ ଅଞ୍ଚଳରୁ ଗଞ୍ଜେଈ ଚୋରାଚାଲାଣ କରୁଥିବା ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି I ବଲାଙ୍ଗୀର ଷ୍ଟେସନ ଠାରେ…

ଗ୍ରାହକ ପାଇବେ ପ୍ରଥମ ୨ମାସ ‘ଜିଓ ଫାଇବର୍’ ମାଗଣା !

ମୁମ୍ବାଇ: ବ୍ୟାବସାୟିକ ଭାବେ ରିଲାଏନ୍ସ ଜିଓ ଫାଇବର୍ ଆସନ୍ତା ସେପ୍ଟେମ୍ବର ୫ରେ ଲଞ୍ଚ୍ କରିବ । ଏହି ହାଇସ୍ପିଡ୍ ଫାଇବର୍ ବ୍ରୋଡ଼ବ୍ୟାଣ୍ଡ୍ ସେବା ଗ୍ରାହକମାନଙ୍କୁ ମାସିକ ୭୦୦ ଟଙ୍କାରୁ ଆରମ୍ଭ କରି ୧୦୦ ଏମବିପିଏସ ରୁ ୧ଜିବିପିଏସ ପର୍ଯ୍ୟନ୍ତ ସୁବିଧା ମିଳିପାରିବ । ଗଣମାଧ୍ୟମରେ ପ୍ରକାଶିତ…

କାହା ଉପରେ ଅଭିମାନ ମା ?

କାହା ଉପରେ ଅଭିମାନ ମା ? ଶ୍ୱେତା ରାଉତ କାହା ଉପରେ ତୋ’ର ଅଭିମାନ ମା’ କାହାଠୁ ଆଶା କରୁଛୁ ଆଶ୍ଵାସନା ? ନିଜର ସ୍ଥିତି ଜାଣିନଥିବା ସମାଜଠୁ ଯିଏ ମୋହର ଦୁର୍ଗନ୍ଧରେ ରୁନ୍ଧି ହୋଇଯାଏ ଭୟର ଅପନ୍ତରାରେ ପୁହେଇଦିଏ ରାତି ନିରର୍ଥକ ସ୍ୱପ୍ନରେ ହଜେଇଦିଏ ନିଦ ସ୍ୱାର୍ଥପାଇଁ ପାଲଟିଯାଏ…

ବଡ଼ଦାଣ୍ଡ ଉଚ୍ଛେଦ ପ୍ରକ୍ରିୟା ନେଇ କ୍ଷୋଭ ପ୍ରକାଶ କଲେ ପୁରୀ ଶଙ୍କରାଚାର୍ଯ୍ୟ

ପୁରୀ: ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ଶନିବାର ଦିନ ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିର ନିକଟସ୍ଥ ପୁରାତନ ମଠ ଉଚ୍ଛେଦ ପ୍ରକ୍ରିୟା ପ୍ରସଙ୍ଗରେ ଓଡ଼ିଶା ସରକାରଙ୍କୁ ସମାଲୋଚନା କରିଛନ୍ତି । ଏସମ୍ପର୍କରେ ଗଣମାଧ୍ୟମକୁ ସୂଚନାଦେଇ ଶଙ୍କରାଚାର୍ଯ୍ୟ କହିଛନ୍ତି,…

ରେଳଧାରଣାରେ ସେଲଫି ଉଠାଇବା ବିପଦ: ପୂର୍ବତଟ ରେଳପଥ

ଭୁବନେଶ୍ୱର: ସାଧାରଣ ଜନତା ବିଶେଷ ଭାବେ ଯୁବ ବର୍ଗ ମାନଙ୍କର ନିର୍ଭିକ ଘଟଣା ଓ ପ୍ରସଙ୍ଗକୁ ନେଇ ସେଲ୍ଫି ଉଠାଇବାର ବାଚାଳାମି କୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ଟ୍ରେନ ଉପରେ କିମ୍ବା ରେଳଧାରଣ ନିକଟରେ ସେଲ୍ଫି ନଉଠାଇବା ପାଇଁ ସଚେତନତା କାର୍ଯ୍ୟକ୍ରମ କରାଯାଉଅଛି I ବହୁ ଘଟଣା ରେ…