ଚର୍ଚ୍ଚାରେ ବିବେକ ଅଗ୍ନିହୋତ୍ରୀ; ‘ଦ କାଶ୍ମୀର ଫାଇଲ’ପରେ ମହାଭାରତକୁ ନେଇ କରିବେ ଫିଲ୍ମ
ନୂଆଦିଲ୍ଲୀ:ବିବେକ ଅଗ୍ନିହୋତ୍ରୀଙ୍କ ‘ଦ କାଶ୍ମୀର ଫାଇଲ୍ସ’ ସିନେମା ହଲରେ ବୋବାଲ କରି ଦେଇଥିଲା । ଏହି ଫିଲ୍ମକୁ ଦର୍ଶକଙ୍କର ବେଶ ପ୍ରଶଂସା ମିଳିଥିଲା ଆଉ ଭଲ ପାଇବା ବି । ଏହି ଫିଲ୍ମ ପରେ ଅଗ୍ନିହୋତ୍ରୀ ଲଗାତାର ମିଡିଆ ଚର୍ଚ୍ଚାରେ ରହିଛନ୍ତି । ଏହି ଚର୍ଚ୍ଚା ଭିତରେ ଏବେ ଦର୍ଶକଙ୍କୁ…