Latest Odisha News

BREAKING NEWS

ଏହି ଦିନ ସିନେମା ଘରେ ଲାଗିବ’ଏମରଜନ୍ସି’, ଡେଟ୍ ଘୋଷଣା କରି ପୋଷ୍ଟର ସେୟାର କଲେ ବଲିଉଡ କ୍ବିନ୍

ମୁମ୍ବାଇ: ଆଉ କିଛି ଦିନ ପରେ ସମସ୍ତ ସିନେମା ଘରେ ଛାଇଯିବେ ବଲିଉଡର କ୍ବିନ୍ କଙ୍ଗନା ରାଣାଓ୍ବତ । କଙ୍ଗନା ଙ୍କ ଅପକମିଙ୍ଗ ଫିଲ୍ମ 'ଏମରଜନ୍ସି' ରିଲିଜ ପାଇଁ ପ୍ରସ୍ତୁତ ହୋଇସାରିଛି । ଏନେଇ କଙ୍ଗନା ଆଜି ଫିଲ୍ମର ରିଲିଜ୍ ତାରିଖ ଘୋଷଣା କରିଛନ୍ତି । ଏହା ସହିତ ଫିଲ୍ମର ଏକ ନୂତନ ପୋଷ୍ଟର ସେ…

ନେତାଙ୍କ ଘର ବାହୁଡା: ଦଳକୁ ଫେରିଲେ ୩ କଂଗ୍ରେସ ନେତା

ଭୁବନେଶ୍ଵର: ଘରକୁ ଫେରିଲେ ଦୁଇ ବରିଷ୍ଠ କଂଗ୍ରେସ ନେତା । ବିଧାୟକ ମହମ୍ମଦ ମୋକିମ ଓ ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ବାଳଙ୍କ ଉପରୁ ହଟିଲା ନିଲମ୍ବନ । ଉଭୟଙ୍କ ନିଲମ୍ବନ ହଟିବା ନେଇ ରାଜ୍ୟ ପ୍ରଭାରୀ ଅଜୟ କୁମାରଙ୍କ ସୂଚନା । ଏଥିସହ ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ମଧ୍ୟ ପୁଣିଥରେ ଦଳକୁ…

ଭବାନୀପାଟଣା ମେଡିକାଲ କଲେଜରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଗଲେ ରୋଗୀ

ଭବାନୀପାଟଣା: ଭବାନୀପାଟଣା ମେଡିକାଲ କଲେଜରେ ଅଗ୍ନିକାଣ୍ଡ । ଭବାନୀପାଟଣା ସହିଦ ରେଣ୍ଡୋ ମାଝୀ ସରକାରୀ ମେଡିକାଲ କଲେଜରେ ନିଆଁ ଲାଗିଯାଇଛି । ରାତି ପ୍ରାୟ ୧୨ଟା ବେଳେ ସ୍ତ୍ରୀ ପ୍ରସୂତି ଓ ଶିଶୁ ବିଭାଗ ବିଲ୍ଡିଂର ଚତୁର୍ଥ ମହଲାରେ ନିଆଁ ଲାଗିଥିଲା । ତେବେ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ…

ପୋଲିସ-ମାଓବାଦୀ ଗୁଳି ବିନିମୟ, ଛତ୍ରଭଙ୍ଗ ଦେଲେ ମାଓବାଦୀ

ବୌଦ୍ଧ: ପୁଣି ବୌଦ୍ଧରେ ପୋଲିସ-ମାଓବାଦୀ ଗୁଳି ବିନିମୟ । ପୋଲିସର ସର୍ଚ୍ଚ ଅପରେସନ ବେଳେ ଗୁଳି ବିନିମୟ । ବୌଦ୍ଧ-କନ୍ଧମାଳ ସୀମାନ୍ତ ନଳୀକୁମ୍ପା ଜଙ୍ଗଲରେ ମାଓବାଦୀ ଏବଂ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି । ପ୍ରାୟ ଏକ ଘଣ୍ଟା ଧରି ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିଲା । ଗୋଟିଏ ମାଓ…

ମା’ ଦୁର୍ଗା ଓ କାଳୀଙ୍କ ଉପାସକ ଥିଲେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଦାର୍ଜିଲିଂରୁ ପତ୍ନୀଙ୍କୁ ଦେଇଥିଲେ ବିଜୟାଦଶମୀର…

ଭୁବେନଶ୍ଵର: ପ୍ରତିବର୍ଷ ୨୩ ଜାନୁଆରୀରେ ପାଳନ କରାଯାଏ ସ୍ୱାଧୀନତା ସଂଗ୍ରାମୀ ତଥା ବୈପ୍ଳବିକ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ବାର୍ଷିକୀ | ନେତାଜୀଙ୍କ ପୁରା ଜୀବନ ସାହସ ଏବଂ ପରାକ୍ରମର କାହାଣୀ ଅଟେ | ଦେଶକୁ ଇଂରେଜଙ୍କ କବଳରୁ ମୁକ୍ତ କରିବା ପାଇଁ ସେ ଏପରି ସ୍ଲୋଗାନ ଦେଇଥିଲେ ଯାହା…

ଆଜିଠୁ ରାମଲାଲାଙ୍କ ସର୍ବସାଧାରଣ ଦର୍ଶନ, ହାଡଭଙ୍ଗା ଶୀତରେ ବି ମନ୍ଦିରରେ ଲାଗିଛି ଭକ୍ତଙ୍କ ଲମ୍ବା ଲାଇନ

ଅଯୋଧ୍ୟା: ଆଜିର ସକାଳ ଆମ ଦେଶ ପାଇଁ ସତେ ଯେପରି ଏକ ନୂତନ ସକାଳ । ସମସ୍ତ ରାମଭକ୍ତଙ୍କ ପାଇଁ ଆଜିର ଦିନ ସବୁଠାରୁ ଖାସ୍ । କାରଣ ଆଜିଠାରୁ ସମସ୍ତ ରାମଭକ୍ତ ତାଙ୍କ ଆରାଧ୍ୟଙ୍କ ଦର୍ଶନ ପାଇବେ । ସେଥିପାଇଁ ଅଯୋଧ୍ୟା ରାମ ମନ୍ଦିରରେ ସକାଳୁ ସକାଳୁ ଲାଗିଛି ଭକ୍ତଙ୍କ ଖଚାଖଚ ଭିଡ । ଅଯୋଧ୍ୟାରେ…

ସନେଟ : ହେ ରାମ

ମଧୁମିତା ମିଶ୍ର କୌଶଲ୍ୟା ନନ୍ଦନ ରାଜୀବ ଲୋଚନ ତୁମେ ପୁରୁଷଉତ୍ତମ ସଜୀବ ନିର୍ଜୀବ ଅଣୁ ପରାଜୀବ ସବୁ ସଂରଚନା ତୁମ। ଦୁବ ଦାରୁ କରି ମହିମା ବିସ୍ତାରି ଭକତର ହିତକାରୀ ରାଜା ହୋଇ ମନ ମଧ୍ୟେ ତୁମେ ସ୍ଥିତ ତ୍ରେତାଯୁଗ ନରହରି। ଶିବଧନୁ ଭଙ୍ଗେ ଜାନକୀଙ୍କ ସଙ୍ଗେ ଏକପତ୍ନୀବ୍ରତେ ରଙ୍ଗି…

ଭାଷା ଭାଗବତ : ବିଲୋପ-ମୁଖୀ ଭାଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଧୀର ଗତି ଓ ସ୍ଥିର ମନ ରଖିଲେ ସୁସ୍ପଷ୍ଟ ଲିଖନ ସବୁଠି ସର୍ବଦା ସଂଭବ ଏ ସତ୍ୟ କରୁଁ ଅନୁଭବ ବିଶୁଦ୍ଧ ସଂଯତ ଲିଖନ ବଢ଼ାଏ ସାହିତ୍ୟର ମାନ ଲେଖକେ ହେଲେ ସ୍ବେଚ୍ଛାଚାରୀ ସାହିତ୍ୟ ହୁଏ ଅପକାରୀ କେ ପାରେ କେତେ ଶୀଘ୍ର ଲେଖି କିଏ ତା…

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ବିଭିନ୍ନ ପ୍ରାସଙ୍ଗିକ ବିଷୟବସ୍ତୁ ଉପରେ ବିଚାର ବିମର୍ଶ

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆସନ୍ତା ଫେବୃଆରୀ ୩ରୁ ୫ ତାରିଖ ମଧ୍ୟରେ ସ୍ଥାନୀୟ ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ଅନୁଷ୍ଠିତ ହେବ । ଏଥିରେ ଆଦିକବି ସାରଳା ଦାସ, ଅତିବଡ଼ି ଜଗନ୍ନାଥ ଦାସ, କବିସମ୍ରାଟ ଉପେନ୍ଦ୍ର ଭଞ୍ଜ, ବ୍ୟାସକବି ଫକୀର ମୋହନ ସେନାପତିଙ୍କ ନାମରେ ନାମିତ ଚାରୋଟି କକ୍ଷରେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ସୃଷ୍ଟିର ସ୍ରଷ୍ଟା

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥ, ସମଗ୍ର ସୃଷ୍ଟିର ସ୍ରଷ୍ଟା । ନିଜ ସୃଷ୍ଟିର ସମସ୍ତ ବିଭବ ତାଙ୍କର ପ୍ରିୟ ହେବା କଥା । କିନ୍ତୁ ସନାତନ ଧର୍ମର ଶ୍ରେଷ୍ଠ ତଥା ସକଳ ଶାସ୍ତ୍ରର ସାର ଶ୍ରୀମଦ ଭାଗବତ ଗୀତା କହେ…