Latest Odisha News

BREAKING NEWS

ସମ୍ବଲପୁରରେ ପୋଲିସ ଏନକାଉଣ୍ଟର, କୁଖ୍ୟାତ ଅପରାଧୀ ଆହତ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ସୋମବାର ଦିନ ପୋଲିସର ଏନକାଉଣ୍ଟରରେ ଜଣେ କୁଖ୍ୟାତ ଅପରାଧୀ ଆହତ ହୋଇଛି । ଆହତ ଅପରାଧୀର ନାମ ମୁସିମ୍ ଅଖତର୍ ବୋଲି ଜଣାପଡିଛି । ତା’ ଠାରୁ ଗୋଟିଏ ବୁଲେଟ୍ ଓ ଗୋଟିଏ ୯ ଏମଏମର ପିସ୍ତଲ୍ ଓ ୪ ହଜାର ଟଙ୍କା ଜବତ କରିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ।…

ପବିତ୍ର ‘ଗଣେଶ ଚତୁର୍ଥୀ’ରେ ଚଳଚଞ୍ଚଳ ସାରା ରାଜ୍ୟ

ଭୁବନେଶ୍ୱର: ପବିତ୍ର ‘ଗଣେଶ ଚତୁର୍ଥୀ’ ଉପଲକ୍ଷେ ଚଳଚଞ୍ଚଳ ହୋଇଉଠିଛି ସାରା ରାଜ୍ୟ । ବିିଭନ୍ନ ଶିକ୍ଷାନୁଷ୍ଠାନ ଠାରୁ ଆରମ୍ଭ କରି ମଣ୍ଡପ ଗୁଡିକରେ ଅଗ୍ରପୂଜ୍ୟ ବିଘ୍ନ ବିନାଶକଙ୍କୁ ଆରାଧନା କରାଯାଉଛି । ଭାଦ୍ରବ ମାସ ଶୁକ୍ଲପକ୍ଷ ଚତୁର୍ଥୀ ତିଥିକୁ ‘ଗଣେଶ ଚତୁର୍ଥୀ’ ରୂପେ ପାଳନ…

କିପରି ଗଣେଶଙ୍କୁ ପୂଜା କଲେ ପାଇବେ ସୁଖ, ସମୃଦ୍ଧି ଓ ସୌଭାଗ୍ୟ !

ଭୁବନେଶ୍ୱର: ଆଜି ପବିତ୍ର ଗଣେଶ ଚତୁର୍ଥୀ । ଏହି ପବିତ୍ର ଦିବସରେ ଗଣେଶ ଭଗବାନଙ୍କୁ ଘରେ ପୂଜା କଲେ ସୁଖ, ସମୃଦ୍ଧି, ଧନ-ସମ୍ପଦ ତଥା ଆପଣ ସୌଭାଗ୍ୟର ଅଧିକାରୀ ହୋଇପାରିବେ । ଦେବ ଦେବ ମହାଦେବ ଶିବ ଓ ପାର୍ବତୀଙ୍କ ପୁତ୍ର ହେଲେ ଗଣେଶ । ଶ୍ରୀଗଣେଶ ପ୍ରକୃତରେ ବୁଦ୍ଧି ଓ ଜ୍ଞାନର ପ୍ରଭୁ, ତେଣୁ…

ଆଜିଠୁ ବିଜେଡ଼ିର ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ…

ଭୁବନେଶ୍ୱର: ଶାସକ ବିଜୁ ଜନତା ଦଳ ସୋମବାରଠାରୁ ସଭ୍ୟ ସଂଖ୍ୟା ଦ୍ୱିଗୁଣିତ କରିବା ଲାଗି ‘ସଭ୍ୟ ସଂଗ୍ରହ ଅଭିଯାନ’ ଆରମ୍ଭ କରିବାକୁ ଯାଉଛି । ଏବେ ବିଜେଡ଼ିର ସଭ୍ୟ ସଂଖ୍ୟା ୪୭ ଲକ୍ଷ ରହିଥିବା ବେଳେ ସଭ୍ୟ ସଂଗ୍ରହ ତ୍ୱରାନ୍ୱିତ କରିବାକୁ ଉଦ୍ୟମ କରିବ ଦଳ । ସେପ୍ଟେମ୍ବର ୨ରୁ ଆରମ୍ଭ ହେଉଥିବା…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୦୨-୦୯-୨୦୧୯ ସୋମବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ସେପ୍ଟେମ୍ବର ତା ୦୨ ରିଖ ସୋମବାର ସିଂହ ୧୭ ଦିନ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥି ହସ୍ତା ନକ୍ଷତ୍ର କନ୍ୟା ଚନ୍ଦ୍ର ଘାତ ବାର-: ମିଥୁନ ରାଶିର ଘାତ…

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ବସି ଚନ୍ଦ୍ରଯାନ ଲ୍ୟାଣ୍ଡିଂ ଦେଖିବେ ଓଡ଼ିଶାର ଏହି ଦୁଇ ଛାତ୍ରଛାତ୍ରୀ, ଜାଣନ୍ତୁ ସେମାନେ…

ଭୁବନେଶ୍ୱର: ଭୁବନେଶ୍ୱରର ଜଣେ ନବମ ଶ୍ରେଣୀର ଛାତ୍ରୀ ସରନ୍ୟା ନନ୍ଦ ଏବଂ ଝାରସୁଗୁଡ଼ାର ଅଷ୍ଟମ ଶ୍ରେଣୀର ଛାତ୍ର ଚିନ୍ମୟ ଚୌଧୁରୀ ଚନ୍ଦ୍ରପୃଷ୍ଠରେ ଚାନ୍ଦ୍ରାୟଣ – ୨ ଅବତରଣ କରିବାର ଦୃଶ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ସେପ୍ଟେମ୍ବର ୭ ତାରିଖରେ ଦେଖିବେ ବୋଲି ସୂଚନା ମିଳିଛି ।…

ନାବାଳିକା ଛାତ୍ରୀଙ୍କ ଅଶ୍ଳୀଳ ଫଟୋ ଉଠାଇ ୨ ଗିରଫ

ବ୍ରହ୍ମପୁର: ଜଣେ ନାବାଳିକା ଛାତ୍ରୀର ଅଶ୍ଳୀଳ ଫଟୋ ଉଠାଇ ବିଭିନ୍ନ ସୋସିଆଲ୍ ମିଡ଼ିଆରେ ପ୍ରଚାର କରିବା ଅଭିଯୋଗରେ ୨ ଜଣ ଗିରଫ ହୋଇଛନ୍ତି । ଏହି ଘଟଣାରେ ଜଣେ ନାବାଳକଙ୍କ ସମେତ ୨ଜଣଙ୍କୁ ଗିରଫ କରିଛି ସଦର ପୋଲିସ ।

ଜାଣନ୍ତୁ, ଆଜି ସନ୍ଧ୍ୟାରେ କେଉଁ ୧୭ଟି ଜିଲ୍ଲାରେ ହେବ ପ୍ରବଳ ବର୍ଷା…

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି)ର ସତର୍କ ସୂଚନା ଅନୁଯାୟୀ ରବିବାର ସନ୍ଧ୍ୟାରେ ଓଡ଼ିଶାର ୧୭ଟି ଜିଲ୍ଲାରେ ପ୍ରବଳ ବୃଷ୍ଟିପାତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ସାମାନ୍ୟ ପବନ ଏବଂ ବଜ୍ରପାତ ସହିତ ଯେଉଁସବୁ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ସେହି…

ଦ୍ୱିଭାଷୀ ପାଲା ଗାୟନର ପ୍ରଚଣ୍ଡ ପ୍ରତିଭା: ଗାୟକ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ

ଭୁବନେଶ୍ୱର: ଯେଉଁ କେତେଜଣ ଗାୟକ ପାଲାକୁ ରାଜ୍ୟରୁ ନେଇ ଜାତୀୟ ସ୍ତରରେ ପହଞ୍ଚାଇଛନ୍ତି, ସେମାନଙ୍କ ମଧ୍ୟରେ ଅନ୍ୟତମ ଗାୟକ ବାଗୀଶ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ । ଉଭୟ ଓଡିଆ ଏବଂ ହିନ୍ଦୀ ଭାଷାରେ ପାଲା ପରିବେଷଣ କରି ସେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । କେନ୍ଦୁଝର ଜିଲ୍ଲା…