ଖରାଦିନେ ବି ଚେହେରା କରିବ ଗ୍ଲୋ, ଲଗାନ୍ତୁ ଏହି ଫେସପ୍ୟାକ, ତାହା ବି ପୁଣି ଘରୋଇ ଉପାୟରେ
ଭୁବନେଶ୍ଵର: ଖରାଦିନ ହେଉଁ କିମ୍ବା ଶୀତଦିନ ସବୁ ଋତୁରେ ତ୍ଵଚାକୁ ଗ୍ଲୋଇଙ୍ଗ ରଖିବାକୁ କିଏ ବା ନଚାହେଁ । କିଏ ବା ନ ଚାହିଁବ ଯେ ସେମାନଙ୍କର ତ୍ଵଚା ଦାଗହୀନ, ଉଜ୍ଜ୍ୱଳ ଏବଂ ଚକଚକିଆ ଦେଖାଯାଉ? ବିଶେଷକରି ଝିଅମାନେ ସେମାନଙ୍କର ତ୍ଵଚାକୁ ନେଇ ବହୁତ ସଚେତନ ଥାଆନ୍ତି ଏବଂ ଏଥିପାଇଁ ସେମାନେ…