Latest Odisha News

BREAKING NEWS

ପତ୍ନୀ ଓ ଭଣଜାଙ୍କୁ ଗୁଳି ମାରିବା ପରେ ନିଜେ ଆତ୍ମହତ୍ୟା କଲେ ଆସିଷ୍ଟାଣ୍ଟ ପୋଲିସ କମିଶନର

ପୁଣେ: ପୁଣେରୁ ଆସିଛି ଏକ ଦୁଃଖଦ ଖବର । ଜଣେ ବରିଷ୍ଠ ପୋଲିସ ଅଫିସର ନିଜ ପତ୍ନୀ ଏବଂ ଭଣଜାଙ୍କୁ ହତ୍ୟା କରି ଆତ୍ମହତ୍ୟା କରିଛନ୍ତି । ରବିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ସକାଳୁ ସକାଳୁ ଏହି ଘଟଣା ଜଣାପଡିବା ପରେ ସାରା ପୁଣେ ସହରରେ ଚାଞ୍ଚଲ୍ୟ ଖେଳି ଯାଇଛି। ମିଳିଥିବା ସୂଚନା…

ଓଡ଼ିଶା ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତି ଅବସରରେ ଦିନକରେ ପ୍ରକାଶ ପାଇବ ୭୫ ରାୟ

କଟକ: ଆସନ୍ତା ୨୬ ତାରିଖରେ ଓଡିଶା ହାଇକୋର୍ଟ ପ୍ରତିଷ୍ଠାକୁ ୭୫ ବର୍ଷ ପୂରିବାକୁ ଯାଉଛି। ଆଉ ଏଥିପୂର୍ବରୁ ୨୪ ତାରିଖ ସୋମବାର ହାଇକୋର୍ଟରେ ଗୋଟିଏ ବେଞ୍ଚରେ ୭୫ଟି ରାୟ ପ୍ରକାଶ ପାଇବାକୁ ଯାଉଛି। ଏହି ରାୟ ପ୍ରକାଶ ହେଲେ ଚିର ସ୍ମରଣୀୟ ରହିବ ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତି। ହାଇକୋର୍ଟର…

ଓଜନ ହ୍ରାସ କରେ ଭୃସଙ୍ଗ ପତ୍ର ଚା’: ଜାଣନ୍ତୁ କିପରି କରିବେ ସେବନ…

ଓଡ଼ିଶା ସମ୍ବାଦ ବ୍ୟୁରୋ: ବିଭିନ୍ନ ପ୍ରକାର ବ୍ୟଞ୍ଜନରେ ଭୃସଙ୍ଗ ପତ୍ର ଛୁଙ୍କ ଦେଲେ, ତାହା ଖାଦ୍ୟର ସ୍ଵାଦକୁ ଦ୍ଵିଗୁଣିତ କରିଥାଏ। ବିଶେଷ କରି ଦକ୍ଷିଣ ଭାରତୀୟ ବ୍ୟଞ୍ଜନରେ ଏହି ପତ୍ରର ଉପଯୋଗ ଅଧିକ ଦେଖିବାକୁ ମିଳେ। ସ୍ବାସ୍ଥ୍ୟ ପାଇଁ ହିତକାରୀ ଭୃସଙ୍ଗ ପତ୍ର ନିୟମିତ ଖାଲି ପେଟରେ ଚୋବାଇ…

ଜ୍ଞାନବାପୀ ମସଜିଦ ସର୍ଭେ ଆରମ୍ଭ, ଅଗଷ୍ଟ ୪ରେ ରିପୋର୍ଟ ଦାଖଲ କରିବାକୁ ଏଏସଆଇକୁ ନିର୍ଦ୍ଦେଶ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜିଠୁ ଜ୍ଞାନବାପୀ ମସଜିଦ ପରିସରରେ ଭାରତର ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ASI) ଟିମ୍‌ର ସର୍ଭେ ଆରମ୍ଭ। ଆଜି ସକାଳ ୭ଟାରୁ ଉତ୍ତର ପ୍ରଦେଶ ବାରଣାସୀ ସ୍ଥିତ ଜ୍ଞାନବାପୀ ମସଜିଦରେ ସର୍ଭେ ଆରମ୍ଭ ହୋଇଛି। ପ୍ରାୟ ୩୦ ଜଣିଆ ଏଏସଆଇ ଟିମ୍‌ ଦ୍ୱାରା ସାଇଣ୍ଟିଫିକ୍ ସର୍ଭେ…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୮୫)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ “ଯାତ୍ରାଟା ଆରାମଦାୟକ ଥିଲା ତ ପିଲାମାନେ? ଆଚ୍ଛା, ହଁ, ବୀରା, ତମ ଅଙ୍କଲ ଓ ଆଣ୍ଟିଙ୍କ ସହ ସୁରେଖା କଥା ହୋଇଥିଲା । ସେମାନେ ଏବେ ସିମ୍‌ଲାରେ ସପ୍ତାହେ ହେଲା ଛୁଟି ମନଉଛନ୍ତି । ଏ ଘଟଣା ବିଷୟରେ ଜାଣିବା ପରେ…

ମାଛକୁଣ୍ଡ ପୋଲିସକୁ ସଫଳତା: ୧୧୨ କେଜି ଗଞ୍ଜେଇ ଜବତ, ବାଇକ ସହ ୫ ଗିରଫ

କୋରାପୁଟ: ପୁଣି ମାଛକୁଣ୍ଡ ପୋଲିସକୁ ମିଳିଲା ବଡ ସଫଳତା। ମାଲକାନଗିରି ଜିଲ୍ଲାରୁ ଜୟପୁରକୁ ଗଞ୍ଜେଇ ଚାଲାଣ ବେଳେ ଅନକାଡେଲି ଅଞ୍ଚଳରେ ମାଡିବସିଲା ମାଛକୁଣ୍ଡ ପୋଲିସ। ଘଟଣାରେ ୧୧୨ କିଲୋ ୮୦୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ୫ ଜଣଙ୍କୁ ଗିରଫ କରିଛି ପୋଲିସ। ଅଭିଯୁକ୍ତମାନେ ବାଇକରେ ଗଞ୍ଜେଇ…

ଭକ୍ତଙ୍କ ପାଇଁ ଆଜିଠୁ ଖୋଲିଲା ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର

ପୁରୀ: ଖୋଲିଲା ଶ୍ରୀମନ୍ଦିର ପଶ୍ଚିମ ଦ୍ଵାର । ପ୍ରବଳ ଦାବି ପରେ ଆଜିଠୁ ଖୋଲିଛି ଶ୍ରୀମନ୍ଦିରର ପଶ୍ଚିମ ଦ୍ୱାର। ହେଲେ ପ୍ରାରମ୍ଭିକ ପର୍ଯ୍ୟାୟରେ ପୁରୀବାସୀଙ୍କ ପାଇଁ ଏହି ଦ୍ୱାର ଖୋଲାଯାଇଛି । ପଶ୍ଚିମଦ୍ୱାର ଆଜି ଖୋଲିବା ପରେ ପୁରୀ ବାସିନ୍ଦା ପରଚିୟ ପତ୍ର ଦେଖାଇ ମନ୍ଦିରରେ ପ୍ରବେଶ କରି…

କବିତା : ପାଦଚିହ୍ନ

ରାଜ କିଶୋର ଦାସ  ପାଦକଥା କ’ଣ ବା କହିହେବ ଏକଥା ସତ୍ୟ ଯେ, ମୋଠୁ, ଆମଠୁ ତୁମେ ପାଦେ ଅଧିକା । ନଖ କୋଣରୁ ବୁହାଇ ପାର ନଈ ସମୁଦ୍ର ଉପରେ ଉପରେ ବେଶ୍ ପାଦଥାପି ଚାଲିପାର, ବହୁ ଚିତ୍ରବିଚିତ୍ରର ତଳିପା ! ଭୂମିରେ କେବେ ତୁମ ପାଦ ଲାଗିଛି ଜାଣେନା, ମୋ ଛାତି ସାରା କିନ୍ତୁ ବିଛେଇ…

ପେଟ୍ରୋଲ ଡିଜେଲର ନୂତନ ଦର ଜାରି, କେତେ ବଢିଲା ପ୍ରମୁଖ ସହରରେ ପେଟ୍ରୋଲ ରେଟ୍ ?

ନୂଆଦିଲ୍ଲୀ: ଜାରି ହେଲା ପେଟ୍ରୋଲ ଡିଜେଲର ନୂତନ ଦର। ପ୍ରତ୍ୟେକ ଦିନ ସକାଳ ୬ଟାରେ ପେଟ୍ରୋଲ ଏବଂ ଡିଜେଲ୍ ଦାମରେ ପରିବର୍ତ୍ତନ ହୋଇଥାଏ। ତେବେ ସପ୍ତାହର ପ୍ରଥମ ଦିନରେ ମଧ୍ୟ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ କୌଣସି ବୃଦ୍ଧି ଘଟିନାହିଁ। ଆଜି ବି ପେଟ୍ରୋଲ ଡିଜେଲର ଦର ସ୍ଥିର ରହିଛି। ଗତ…

ଭାଷା ଭାଗବତ : ଜିଇଁବା ନିତ୍ୟକର୍ମ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସଂସାରେ ରହି ଅଛୁଁ ପଡ଼ି ଜିଇଁବା ଦେଇଅଛୁଁ ଛାଡ଼ି ଏଠି ସେଠି ସର୍ବଦା ଗଡ଼ି ପାରୁନୁ ବଢ଼ି କିଂବା ଉଡ଼ି ପବନ, ବର୍ଷା ଆସେ ମାଡ଼ି ତେବେ ବି ଚଳାଇଲେ ଗାଡ଼ି ଝଡ଼ରୁ ପାରିବା ମୁକୁଳି ସଂସାର ହେବ ପୂର୍ବ ଭଳି ହୋଇ ଝଡ଼ର…