ଜରି ବସ୍ତା ଭିତରୁ ନବଜାତ ଶିଶୁ ଉଦ୍ଧାର
ମାଲକାନଗିରି: ଶନିବାର ସକାଳେ ଏକ ନବଜାତ ଶିଶୁକନ୍ୟାକୁ ଅଳିଆ ଗଦାରୁ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ମାଲକାନଗିରି ସହରର ତଳସାହିରେ ଏକ ପରିବାର ଶନିବାର ଅପରାହ୍ନରେ ଶିଶୁଟିର କାନ୍ଦ ଶୁଣିବାକୁ ପାଇଥିଲେ। କାନ୍ଦ ପାଖ ଘରୁ ଆସୁଛି ବୋଲି ଧରିନେଇ ପ୍ରଥମେ ସେମାନେ ଏହାକୁ ଅଣଦେଖା…