ଏଠାରେ ଶସ୍ତାରେ ମିଳୁଛି ଶୀତବସ୍ତ୍ର, ଶୀଘ୍ର କିଣିନିଅନ୍ତୁ…
ନୂଆଦିଲ୍ଲୀ : ଆସିଲାଣି ଶୀତ ଋତୁ । ଦିନକୁ ଦିନ ଶୀତ ବଢିବାରେ ଲାଗିଛି । ଅନେକ ସ୍ଥାନରେ ଏପରି ସ୍ଥିତି ହୋଇଛି , ଯେ ଘରୁ ବାହାରିବା ବି ମୁସ୍କିଲ ହୋଇପଡୁଛି । ଏହି ସମୟରେ ଲୋକମାନେ ଉଷ୍ମ ଓ ଆରାମଦାୟକ ପୋଷାକ ପିନ୍ଧିବାକୁ ଅଧିକ ପସନ୍ଦ କରୁଛନ୍ତି । କିନ୍ତୁ ମନକୁ ପ୍ରଶ୍ନ ଆସୁଛି…