ଓଟିଟି ପ୍ଲାଟଫର୍ମରେ ଧମାକା କରିବ ସାଲାର, ଜାଣନ୍ତୁ ରିଲିଜ ଡେଟ୍
ମୁମ୍ବାଇ: ପ୍ରଭାସଙ୍କ 'ସାଲାର ପାର୍ଟ-୧ ସିଜଫାୟାର' ୨୦୨୩ ବର୍ଷର ଏକ ବଡ ହିଟ୍ ଫିଲ୍ମ ଅଟେ । ଡିସେମ୍ବରରେ ରିଲିଜ ହୋଇଥିବା ଏହି ଫିଲ୍ମ ବକ୍ସ ଅଫିସରେ ଅଦ୍ଭୁତପୂର୍ବ କଲେକ୍ସନ କରିଛି । 'ସାଲାର'ର ସଫଳତା କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ଦେଖିବାକୁ ମିଳିଛି । ଅନେକ ଲୋକ ଯେଉଁମାନେ ଫିଲ୍ମ…