ନିର୍ଭୟା ଦୋଷୀଙ୍କ ଫାଶୀ ବ୍ୟତୀତ ତିହାର ଜେଲରେ ଦିଆଯାଇଥିବା ଅନ୍ୟ ଫାଶୀ ବିଷୟରେ ଜାଣନ୍ତୁ
ନୂଆଦିଲ୍ଲୀ: ସାଢେ଼ ୭ବର୍ଷ ପରେ ଶେଷରେ ନିର୍ଭୟାଙ୍କୁ ନ୍ୟାୟ ମିଳିଛି । ମାର୍ଚ୍ଚ ୨୦ ତାରିଖ ସକାଳ ୫ଟା ୩୦ ମିନିଟରେ ତିହାଡ ଜେଲରେ ୪ଜଣ ଦୋଷୀଙ୍କୁ ଫାଶୀ ଦିଆଯାଇଛି । ଫାଶୀ ପରେ ନିର୍ଭୟାଙ୍କ ମାତା ପିତା ୨୦ ମାର୍ଚ୍ଚକୁ ନିର୍ଭୟା ଦିବସ ରୂପେ ପାଳନ କରିବାକୁ କହିଛନ୍ତି । ଏହା ପୂର୍ବରୁ…