ମୁକ୍ତିଲାଭ କଲା ଓଡ଼ିଆ ଫିଲ୍ମ ‘ନିୟତି’ : ସମସାମୟିକ ଘଟଣା ଉପରେ ଆଧାରିତ
ଭୁବନେଶ୍ୱର : ମୁକ୍ତିଲାଭ କଲା ଓଡ଼ିଆ ଫିଲ୍ମ ‘ନିୟତି' । ଏସ୍ ଥ୍ରୀ ମୁଭିଜ ସହିତ ରିସା ଫିଲ୍ମସର ପ୍ରଯୋଜନା ଏବଂ ସମରେଶ ରାଉତରାୟଙ୍କ ପ୍ରସ୍ତୁତି ରେ ନିର୍ମିତ ହୋଇଥିବା ଓଡ଼ିଆ ଫିଲ୍ମ ନିୟତି ଶୁକ୍ରବାର ସାରା ଓଡିଶାର କୋଡିଏଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି । ଏହି ଫିଲ୍ମରେ ସାନୁ ମୁଖ୍ୟ…