Bus Accident: ରୁପାଲି ଛକରେ ଛାତିଥରା ଦୁର୍ଘଟଣା, ‘ଆମ ବସ୍’ ଧକ୍କାରେ ୨ ମୃତ
ଭୁବନେଶ୍ୱର: ରୁପାଲି ଟ୍ରାଫିକ୍ ଉପରେ ‘ଆମ ବସ୍’ ଧକ୍କାରେ ୨ ମୃତ। ନୂଆବର୍ଷରେ ପୁଣି ଜୀବନ ନେଇ ବଦନାମ ମୁଣ୍ଡାଇଲା। ଭୁବନେଶ୍ଵର ରୁପାଲି ଟ୍ରାଫିକ୍ ରେ ଛାତିଥରା ଦୁର୍ଘଟଣା ଘଟିଛି। ଦ୍ରୁତ ଗତିରେ ଆସି ଅଟୋ ଉପରେ ଚଢିଗଲା ଆମ ବସ୍। ଫଳରେ ଚାଲିଗଲା ୨ ଜୀବନ।
ଘଟଣାସ୍ଥଳରେ ପ୍ରବଳ…