ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ କ୍ରିସ ୱକସ
ଲଣ୍ଡନ: ଇଂଲଣ୍ଡର ସିନିୟର ଅଲରାଉଣ୍ଡର କ୍ରିସ ୱକସ ସୋମବାର ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ୩୬ ବର୍ଷୀୟ ୱକସ ଭରତ ବିପକ୍ଷ ସିରିଜ ଅବସରରେ ଆଘାତପ୍ରାପ୍ତ ହୋଇଥିଲେ । ୫ମ ଟେଷ୍ଟରେ ଫିଲ୍ଡିଂ କରୁଥିବା ବେଳେ ତାଙ୍କ କାନ୍ଧରେ ଗୁରୁତର ଆଘାତ ଲାଗିଥିଲା । ସେ ଫିଟ ହୋଇ ଫେରିବା…