ବିଜେପିରେ ବିଦ୍ରୋହ
ଭୁବନେଶ୍ୱର: ପର ଘର ଭାଙ୍ଗି ନିଜ ଘର ସଜାଡୁଥିବା ଦଳକୁ ଏବେ ଲାଗିଛି ଜୋରଦାର ଝଟକା । ବିଦ୍ରୋହ ତୀବ୍ରରୂପ ଧାରଣ କରିଛି ବିଜେପିରେ । ଦୁଇ ଦୁଇଟି ପର୍ଯ୍ୟାୟରେ ଲୋକସଭା ଓ ବିଧାନସଭା ଆସନ ଲାଗି ବିଜେପି ଟିକେଟ ଘୋଷଣା ହେବା ପରେ ବଢ଼ିଛି ବିଦ୍ରୋହ ।
ଗତ ୨୧ ତାରିଖରେ ୧୦ଟି ଲୋକସଭା ଓ ୯୯ଟି…