ପାଚେରୀ କାନ୍ଥ ଭୁଶୁଡ଼ି ୨ ମୃତ, ୪ ଗୁରୁତର
ଭୁବନେଶ୍ୱର: ମଙ୍ଗଳବାର ଦିନ ଭୁବନେଶ୍ୱରର ବଡ଼ଗଡ଼ ଅଞ୍ଚଳରେ ଡ୍ରେନ୍ ନିର୍ମାଣ କାର୍ଯ୍ୟ ସମୟରେ ଏକ ପାଚେରୀ କାନ୍ଥ ଭୁଶୁଡ଼ି ପଡ଼ିବାରୁ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି।
ସୂଚନା ଅନୁଯାୟୀ, ଅପରାହ୍ନରେ ରାଜଧାନୀ ସହରର ବଡ଼ଗଡ଼ ଅଞ୍ଚଳର ୱାର୍ଡ ନମ୍ବର-୪୪ ଅନ୍ତର୍ଗତ ଭୋଇ ସାହି ଅଞ୍ଚଳରେ…