ଓଡ଼ିଶା ସିଭିଲ୍ ସର୍ଭିସେସ୍ ପରୀକ୍ଷାରେ ସଫଳତା ପାଇଲେ ଦୃଷ୍ଟିହୀନ ଶିକ୍ଷକ
ଭୁବନେଶ୍ୱର: ଯାଜପୁର ଜିଲ୍ଲାର ଜଣେ ଦୃଷ୍ଟିହୀନ ଶିକ୍ଷକ ମହେଶ ପଣ୍ଡା ଓଡ଼ିଶା ସିଭିଲ୍ ସର୍ଭିସେସ୍ (ଓସିଏସ) ପରୀକ୍ଷା ୨୦୨୩ରେ ୩୦୦ ତମ ସ୍ଥାନ ହାସଲ କରିଛନ୍ତି। ତେବେ ଏହା ତାଙ୍କର ତୃତୀୟ ପ୍ରୟାସ ଥିଲା।
ସେ କୋରେଇ ବ୍ଲକର ବଡ଼ ବିରୁହାନ ଗାଁର ବାସିନ୍ଦା ଥିବା ନେଇ ଜଣାପଡ଼ିଛି। ତେବେ ସେ…