Latest Odisha News

BREAKING NEWS

‘ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଏନବିଡବ୍ଲ୍ୟୁ ଜାରି ସତ୍ୱେ ଅଭିଯୁକ୍ତଙ୍କୁ ଗିରଫ କରୁନାହିଁ ପୋଲିସ’

ଭୁବନେଶ୍ୱର: ବହୁଚର୍ଚ୍ଚିତ ଏସସିଏଫ ସୌମ୍ୟରଞ୍ଜନ ମୃତ୍ୟୁକୁ ୨ବର୍ଷ ବିତିଯାଇଥିଲେ ବି ଏଯାଏଁ ଦୋଷୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ କି ଦୋଷୀଙ୍କୁ ଗିରଫ ମଧ୍ୟ କରାଯାଉନାହିଁ । ଏହି ଘଟଣାରେ ରାଜ୍ୟ ସରକାରଙ୍କ ତତ୍କାଳୀନ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ତଥା ବର୍ତମାନର…

ରତ୍ନବେଦୀକୁ ବାହୁଡିଗଲେ ମହାବାହୁ, ପୁଣି ଅପେକ୍ଷା ଆରବର୍ଷକୁ

ପୁରୀ (ସନ୍ତୋଷ କୁମାର ଦାସ): ଶେଷ ହୋଇଛି ମହାପ୍ରଭୁଙ୍କର ନିଳାଦ୍ରିବିଜେ ନୀତି। ନବଦିନାତ୍ମକ ଯାତ୍ରା ଶେଷ କରି ନୀଳକନ୍ଦରକୁ ବାହୁଡି ଯାଇଛନ୍ତି ନିଳାଦ୍ରୀ ନାଥ। ନିର୍ଦ୍ଧାରିତ ସମୟ ଅନୁଯାଇ ସନ୍ଧ୍ୟା ୬ ଟାରେ ପହଣ୍ଡି ଆରମ୍ଭ ହୋଇଥିଲା।ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ…

ରାଜଧାନୀରେ ଡେଙ୍ଗୁ ଆତଙ୍କ, ହଟସ୍ପଟ ପାଲଟିଛି ଏହି ସବୁ ଅଞ୍ଚଳ

ଭୁବନେଶ୍ୱର: ମୌସୁମୀ ଆଗମନ ସାଙ୍ଗକୁ ଓଡ଼ିଶାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ୨୯ ତାରିଖ ସୁଦ୍ଧା ୧୭୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରାଜଧାନୀ ଭୁବନେଶ୍ୱର ସମେତ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର…

ବାହାନଗା ଟ୍ରେନ ଦୁର୍ଘଟଣା; ଆଉ ୧୩ ଜଣଙ୍କ ମର ଶରୀର ଚିହ୍ନଟ

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲା ବାହାନଗା ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଆଉ ୧୩ ଜଣଙ୍କ ମୃତଦେହ ଶନିବାର ଚିହ୍ନଟ ହେବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଭୁବନେଶ୍ୱରସ୍ଥିତ ଏମ୍ସରେ ଥିବା ଶବ ଗୁଡିକ ମଧ୍ୟରୁ ବିହାରକୁ ୪ଟି, ପଶ୍ଚିମବଙ୍ଗକୁ ୮ଟି ଓ ଝାଡ଼ଖଣ୍ଡକୁ ଗୋଟିଏ…

ଦ୍ୱାରକା ଜୁଏଲର୍ସ ନାଁରେ ଠକେଇ ଅଭିଯୋଗ, ସିବିଆଇ ଆରମ୍ଭ କଲା ତଦନ୍ତ

ଭୁବନେଶ୍ୱର: ଭୁବନେଶ୍ୱରର ଦ୍ୱାରକା ଜୁଏଲର୍ସ ଓ ଏହାର ସହଯୋଗୀଙ୍କ ବିରୋଧରେ ଋଣ ପାଇବା ପାଇଁ ଜାଲ୍ ସମ୍ପତ୍ତିର କାଗଜପତ୍ର ଦାଖଲ କରି ଠକେଇ ଅଭିଯୋଗ ଆଣିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ। ସିବିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ବ୍ୟାଙ୍କ ପକ୍ଷରୁ ସେମାନଙ୍କୁ ଫେବ୍ରୁଆରି ମାସରେ ଏକ…

ବୃଦ୍ଧା କିରାଣୀଙ୍କୁ ଠେଲି ଦେଲେ ସିଡିପିଓ, କାନ୍ଥରେ ମୁଣ୍ଡ ବାଜିବା ପରେ ଅସହାୟ ହୋଇପଡିଲେ ସନ୍ତୋଷୀ

ନବରଙ୍ଗପୁର: ଡାବୁଗାଁ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ (ସିଡିପିଓ) ଜଣେ ମହିଳା ମୁଖ୍ୟ କିରାଣୀଙ୍କୁ ଅସଦାଚରଣ କରିବା ସହ ତାଙ୍କୁ ତାଙ୍କ ସିଟରୁ ଠେଲି ଦେଇଛନ୍ତି। ଡାବୁଗାଁ ସିଡିପିଓଙ୍କ କାର୍ଯ୍ୟାଳୟରେ ଶନିବାର ଏହି ଘଟଣା ଘଟିଛି। କୌଣସି କାରଣକୁ ନେଇ ସିଡିପିଓ ଗୀତାଞ୍ଜଳି ମହାରଣା ଓ ମୁଖ୍ୟ…

ଅବଦୁଲ କାଲାମ ଦ୍ୱୀପରୁ ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ‘ସାଗରିକା’ର ଲ୍ୟାଣ୍ଡ ଭର୍ସନର ପରୀକ୍ଷଣ

ଭଦ୍ରକ: ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ‘ସାଗରିକା’ର ଲ୍ୟାଣ୍ଡ ଭର୍ସନ ଆଜି ପରୀକ୍ଷା କରାଯାଇଛି। ଭଦ୍ରକ ଜିଲ୍ଲା ଅବଦୁଲ କାଲାମ ଦ୍ୱୀପରୁ ସଂନ୍ଧ୍ୟା ୬ଟା ୫୫ ମିନିଟରେ ଏହାର ସଫଳ ପରୀକ୍ଷଣ କରାଯାଇଛି। ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ରହିଛି ୭୫୦ କିଲୋମିଟର ରହିଥିବା ବେଳେ…

ଗତ ବର୍ଷ ତୁଳନାରେ ୧୨ ପ୍ରତିଶତ ବୃଦ୍ଧି ସହ ଜୁନରେ ୧.୬୧ ଲକ୍ଷ କୋଟି ଜିଏସ୍‌ଟି ଆଦାୟ

ନୂଆଦିଲ୍ଲୀ: ପୂର୍ବ ବର୍ଷ ଜୁନ ମାସ ତୁଳନାରେ ଏବର୍ଷ ଜିଏସ୍‌ଟି ସଂଗ୍ରହ ୧୨ ପ୍ରତିଶତ ବୃଦ୍ଧି ପାଇଛି। ଜୁନ୍ ମାସରେ ୧.୬୧ଲକ୍ଷ କୋଟି ଟଙ୍କାର ଦ୍ରବ୍ୟ ଏବଂ ସେବା ଶୁଳ୍କ(ଜିଏସ୍‌ଟି) ଆଦାୟ ହୋଇଛି ବୋଲି ଅର୍ଥମନ୍ତ୍ରଣାଳୟ ସୂଚନା ଦେଇଛି। ସଂଗ୍ରୃହିତ ଜିଏସ୍‌ଟି ମଧ୍ୟରୁ ଚଳିତ ବର୍ଷ ଜୁନ୍ ମାସରେ…

‘ୱାର୍କ ଫ୍ରମ୍ ହୋମ୍’ ନାଁରେ ସାଇବର ଠକେଇ, ୮ ଜଣଙ୍କୁ ବାନ୍ଧିଲା ସାଇବର ଥାନା ପୋଲିସ

ଭୁବନେଶ୍ୱର: ପ୍ରଥମେ ବିଶ୍ୱାସ ଜନ୍ମାଇ ପରେ ବିଶ୍ୱାସରେ ବିଷ ଦେଉଥିଲେ । ଅନଲାଇନରେ ହ୍ଵାଟସ୍ଆପ ଏବଂ ଟେଲିଗ୍ରାମ ମାଧ୍ୟମରେ ଏକ ଲିଙ୍କ ପଠାଇ, “Work from Home“ ଜରିଆରେ ଅଜଣା ବ୍ୟକ୍ତି ପଠାଇଥିବା ଭିଡିଓ ଗୁଡ଼ିକୁ ଲାଇକ ଏବଂ ସେୟାର କଲେ, ପ୍ରତି ଭିଡିଓ ପିଛା ୫୦ ଟଙ୍କା ଦିଆଯିବାର…

ନୀଳାଦ୍ରି ବିଜେ, ନବ ଦିନାତ୍ମକ ଯାତ୍ରା ସାରି ଗୋଟି ପହଣ୍ଡିରେ ଶ୍ରୀମନ୍ଦିରକୁ ବିଜେ କଲେ ଶ୍ରୀବିଗ୍ରହ

ପୁରୀ: ନବଦିନାତ୍ମକ ଯାତ୍ରା ସାରି ଶ୍ରୀମନ୍ଦିରକୁ ବିଜେ କରିଛନ୍ତି ଶ୍ରୀବିଗ୍ରହ । ଆଜି ନୀଳାଦ୍ରି ବିଜେରେ ଶ୍ରୀଜୀଉମାନେ ଗୋଟି ପହଣ୍ଡିରେ ରତ୍ନବେଦୀକୁ ଫେରିଛନ୍ତି । ମଦନ ମୋହନଙ୍କ ପରେ ଶ୍ରୀ ସୁଦର୍ଶନ, ବଡ଼ ଠାକୁର ବଳଭଦ୍ର ଓ ପରେ ଭଉଣୀ ସୁଭଦ୍ରାଙ୍କୁ ଗୋଟି ପହଣ୍ଡିରେ ନିଆଯାଇଥିଲା ।…