ଏକାନ୍ତବାସରେ ହାମିଲଟନ
ଲଣ୍ଡନ: ଫର୍ମୁଲା ୱାନ ଚାମ୍ପିୟନ ଲୁଇସ ହାମିଲଟନ କରୋନା ଭାଇରସ ଭୟରେ ନିଜକୁ ସେଲଫ ଆଇସୋଲେସନ(ଏକାନ୍ତବାସରେ) ରଖିଛନ୍ତି । ନିକଟରେ ହାମିଲଟନ କିଛି ଲୋକଙ୍କୁ ଭେଟିଥିଲେ। ପରେ ସେହି ବ୍ୟକ୍ତିଙ୍କ ଶରୀରରେ କରୋନା ଭାଇରସ ଠାବ ହୋଇଛି। ଏହାକୁ ଦେଖି ହାମିଲଟନ ନିଜକୁ ଆଇସୋଲେସନ କରିନେଇଛନ୍ତି।…