କାର ଓ ବାଇକ ମୁହାଁମୁହିଁ ଧକ୍କା, ଜଣେ ମୃତ
ସୁବର୍ଣ୍ଣପୁର: ସୁବର୍ଣ୍ଣପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ସହରର ମହାନଦୀ ନିକଟ ରିଙ୍ଗ୍ ରୋଡ୍ ରେ ବାଇକ ଓ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ ଚାଳକ ଙ୍କ ର ମୃତ୍ୟୁ ହୋଇଛି । ମୃତ୍ୟୁକ ଜଣକ ସୋନପୁର ସହର ନୂଆ ମାଲୀପଡା ରେ ରହୁଥିବା ସନ୍ତୋଷ କୁମାର ଗୁରୁ ବୋଲି ସୂଚନା…