ବାହାନଗା ରେଳ ଦୁର୍ଘଟଣା; ଆସିଲା ୨୯ ମୃତଦେହର ଡିଏନ୍ଏ ରିପୋର୍ଟ
ଭୁବନେଶ୍ୱର: ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣାକୁ ୨୮ ଦିନ ପୂରିଥିବା ବେଳେ ଆଜି ୨୯ ମୃତଦେହଙ୍କର DNA ରିପୋର୍ଟ ଆସିଛି। ଏହି ରିପୋର୍ଟ ଆଧାରରେ ଆଜି ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି। ସେପଟେ ଘଟଣାକୁ ପାଖାପାଖି ଏକ ମାସ ପୂରିଯାଇଥିବା ବେଳେ ମୃତଦେହ…