Latest Odisha News

BREAKING NEWS

ବୁର୍ଲା ମେଡିକାଲରେ ଅଗ୍ନିକାଣ୍ଡ

ସମ୍ବଲପୁର: ବୁର୍ଲାସ୍ଥିତ ଭିମସାର ମେଡିକାଲରେ ଶୁକ୍ରବାର ଦିନ ଭୟାବହ ଅଗ୍ନିକାଣ୍ଡ ଘଟିଛି । ମିଳିଥିବା ସୂଚନାନୁଯାୟୀ ମେଡିକାଲର ଡାଇଲେସିସ୍ ରୁମକୁ ଲାଗିଥିବା ବ୍ୟାଟେରୀ ରୁମରେ କୌଣସି କାରଣବଶତଃ ନିଆଁ ଲାଗିଯାଇଥିଲା । ଫଳରେ ସେଠାରେ ଥିବା ସମସ୍ତ ବୈଦ୍ୟୁତିକ ଉପକରଣ ପୋଡି ଯାଇଥିଲା ।…

ଗୁଗୁଲ୍ ଆପରେ ସ୍ଥାନ ପାଇବ ‘ଓଡିଆ ଭାଷା’

ଭୁବନେଶ୍ୱର: ଦେଶର ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ୍ ଗୁଗଲରେ ସ୍ଥାନ ପାଇବାକୁ ଯାଉଛି ଓଡିଆ ଭାଷା । ନିଜ ପ୍ଲାଟଫର୍ମରେ ଆଞ୍ଚଳିକ ଭାଷାକୁ ଗୁରୁତ୍ୱ ଦେବାକୁ ଯାଇ ‘ଗୁଗୁଲ୍ ଡିସ୍କଭର୍’ରେ ଏହି ଶାସ୍ତ୍ରୀୟ ତଥା ଆଞ୍ଚଳିକ ଭାଷାକୁ ସାମିଲ କରିବାକୁ ଯାଉଛି । ପୂର୍ବରୁ ତାମିଲ, ତେଲୁଗୁ, ବଙ୍ଗଳା,…

ବିଶ୍ୱସ୍ତରୀୟ ହେବ ଭୁବନେଶ୍ୱର ରେଳ ଷ୍ଟେସନ: ରେଲୱେ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

.ଓଡ଼ିଶା ସରକାର ଓ ରେଳ ମନ୍ତ୍ରଣାଳୟ ମଧ୍ୟରେ ବୁଝାମଣା .ତିନି ବର୍ଷ ମଧ୍ୟରେ ବିକଶିତ ହେବ ପ୍ରକଳ୍ପ ଭୁବନେଶ୍ୱର: ଭୁବନେଶ୍ୱର ରେଳ ଷ୍ଟେସନର ନବ କଳେବର କରାଯିବ । ଏହାକୁ ବିଶ୍ୱ ସ୍ତରୀୟ ଷ୍ଟେସନରେ ପରିଣତ କରିବା ପାଇଁ ଆଜି ଦିଲ୍ଲୀର ଉଦ୍ୟୋଗ ଭବନଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨୦-୦୯-୨୦୧୯ ଶୁକ୍ରବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ସେପ୍ଟେମ୍ବର ତା ୨୦ ରିଖ ଶୁକ୍ରବାର କନ୍ୟା ୪ ଦିନ ଅଶ୍ବିନ ମାସ କୃଷ୍ଣ ପକ୍ଷ ଷଷ୍ଠୀ ତିଥି କୃତ୍ତିକା ନକ୍ଷତ୍ର ବୃଷ ଚନ୍ଦ୍ର ଘାତ…

ପିଏଫ୍‌ ଖାତାଧାରୀଙ୍କୁ ୨୦୧୮-୧୯ ଲାଗି ମିଳିବ ୮.୬୫ ପ୍ରତିଶତ ସୁଧ

ନୂଆଦିଲ୍ଲୀ: ପିଏଫ୍‌ ଖାତାଧାରୀଙ୍କ ପାଇଁ ଖୁସିଖବର। ୨୦୧୮-୧୯ ବର୍ଷ ପାଇଁ ଭବିଷ୍ୟନିଧି ଜମାକାରୀଙ୍କୁ ୮.୬୫ ପ୍ରତିଶତ ଦରରେ ସୁଧ ମିଳିବ। ଏ ନେଇ ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ଵାର ସୂଚନା ଦେଇଛନ୍ତି। ଇପିଏଫ୍‌ଓ ପାଇଁ ନିଷ୍ପତ୍ତି ନେଉଥିବା ବୋର୍ଡ ଚଳିତବର୍ଷ ଫେବୃଆରୀ ମାସରେ ୮.୬୫…

‘ଅସ୍ତ୍ର’ କ୍ଷେପଣାସ୍ତ୍ରର ୫ମ ସଫଳ ପରୀକ୍ଷଣ: ଦୃଶ୍ୟମାନ ହେଉନଥିବା ଲକ୍ଷ୍ୟକୁ ଆକାଶରେ କରିପାରିବ ବିଧ୍ୱଂସ

ନୂଆଦିଲ୍ଲୀ: ଦୃଶ୍ୟମାନ ହେଉନଥିବା ଲକ୍ଷ୍ୟକୁ ଆକାଶରୁ ଆକାଶ ମାର୍ଗରେ ଭେଦ କରିପାରୁଥିବା କ୍ଷେପଣାସ୍ତ୍ର (ବିଭିଆରଏଏଏମ) ‘ଅସ୍ତ୍ର’ର ସଫଳ ପରୀକ୍ଷଣ ସମ୍ପନ୍ନ ହୋଇଛି । ଓଡ଼ିଶା ଉପକୂଳ ଚାନ୍ଦିପୁରରୁ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ପକ୍ଷରୁ ଏସୟୁ-୩୦ ଏମକେଆଇ ପ୍ଲାଟଫର୍ମରୁ…

ରାଜଧାନୀରେ ରେଡ୍ ହେଲା ‘ହୁକ୍କା ବାର୍’….

ଭୁବନେଶ୍ୱର: ଭୁବନେଶ୍ୱର ଚନ୍ଦ୍ରଶେଖରପୁରସ୍ଥିତ ଏକ ହୁକ୍କା ବାର୍ ଉପରେ ଅତର୍କୀତ ଭାବେ ଚଢଉ ହୋଇଛି । ରାଜଧାନୀର ବ୍ୟସ୍ତବହୁଳ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଏହି ବାର୍ କୁ ପୋଲିସ, ଅବକାରୀ ପୋଲିସ, ଡ୍ରଗ୍ ଇନିସପେକ୍ଟର, ଜଙ୍ଗଲ ଓ ପରିବେଶ ବିଭାଗ ତଥା ଖାଦ୍ୟ ସୁରକ୍ଷା ବିଭାଗର ମିଳିତ…

ଜାଣନ୍ତୁ, ‘ଟମାଟୋ’ର ଚମତ୍କାରୀ ଉପକାରିତା ବିଷୟରେ

ଭୁବନେଶ୍ୱର: ଭାରତୀୟ ବ୍ୟଞ୍ଜନରେ ଟମାଟୋର ରହିଛି ଏକ ସ୍ୱତନ୍ତ୍ର ସ୍ଥାନ । ଟମାଟୋ ବିନା ସାଲାଡ, ସୁପ, ତରକାରୀ, ଆଚାର, ଚଟଣୀ, କ୍ୟାଚଅପ୍‌ ଇତ୍ୟାଦି କରିବା ସତେ ଯେପରି ଅସମ୍ଭବ। ଖାଲି ପାଟି ସୁଆଦିଆ ନୁହେଁ ଏହାର ଅନେକ ଗୁଣକାରୀ ତତ୍ତ୍ୱ ମଧ୍ୟ ରହିଛି, ଯାହା ରୋଗକୁ ଦୂର କରିବାରେ ସହାୟକ…

ଜାମିନ ନାମଞ୍ଜୁର ହେବା ପରେ ବିଚାର ବିଭାଗୀୟ ହାଜତରେ ଆଶୀର୍ବାଦ ବେହେରା

ଭୁବନେଶ୍ୱର: ପୂର୍ବତନ ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ)ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ସିବିଆଇ ତାଙ୍କର କଟକ ବାସଭବନରୁ ଗିରଫ କରିବାର ଘଣ୍ଟାକ ପରେ ରିମାଣ୍ଡରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି । ସିବିଆଇର ଏକ ଟିମ୍ ଶ୍ରୀ ବେହେରା ଏବଂ ହୋଟେଲ୍ ସୋଲାନ ଇନ୍ ର ମାଲିକ…

ପ୍ରାୟ ୨୩୦୦ ଟଙ୍କା କମିଛି ସୁନାଦର !

ନୂଆଦିଲ୍ଲୀ: ସେପ୍ଟେମ୍ବର ମାସର ପ୍ରଥମ ସପ୍ତାହରେ ସୁନାରୂପା ଦର କ୍ରମାଗତ ଭାବେ ବୃଦ୍ଧିପାଇବାରେ ଲାଗିଥିବା ବେଳେ କିଛିଦିନ ହେବ ଦର ଲଗାଦାର ହ୍ରାସ ହେଉଛି । ସେପ୍ଟେମ୍ବର ମାସର ପ୍ରଥମ ସପ୍ତାହରେ ରୂପା କିଲୋ ୫୦ ହଜାର ଟଙ୍କା ଅତିକ୍ରମ କରିଥିବା ବେଳେ ସୁନା ୧୦ ଗ୍ରାମକୁ ୪୦ ହଜାର ଟଙ୍କା…