ରାଜ୍ୟରେ ଆରମ୍ଭ ହୋଇଛି ଇ-ଲେକଚର ବ୍ୟବସ୍ଥା: ୧୧ଟି ପାଠ୍ୟକ୍ରମ ଅପଲୋଡ
ଭୁବନେଶ୍ବର: ପିଲାଙ୍କ ପାଇଁ ନୂଆ ନୂଆ ବ୍ୟବସ୍ଥା କରୁଛନ୍ତି ରାଜ୍ୟ ସରକାର। ସ୍ମାର୍ଟ ସ୍କୁଲ ଓ କଲେଜ ପରେ ଏବେ ଆରମ୍ଭ ହୋଇଛି ଇ-ଲେକଚର ବ୍ୟବସ୍ଥା । ଉଚ୍ଚଶିକ୍ଷା ସଂସ୍କାରରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ଏଣିକି ଘରେ ବସି ପିଲା ସେମିଷ୍ଟାର୍ ଓ ପରୀକ୍ଷା ପାଇଁ ପ୍ରସ୍ତୁତ…