Latest Odisha News

BREAKING NEWS

ଶେଷ ହୋଇନି କରୋନାର ପ୍ରକୋପ, ୟୁରୋପରେ ସପ୍ତାହକ ମଧ୍ୟରେ ହଜାରେ ଜଣଙ୍କର ମୃତ୍ୟୁ

ଲଣ୍ଡନ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) ଚେତାବନୀ ଦେଇଛି ଯେ କୋଭିଡ଼-୧୯ର ବିପଦ ଦୂର ହୋଇନାହିଁ। ୟୁରୋପୀୟ ଅଞ୍ଚଳରେ ସପ୍ତାହ ହେବ ପାଖାପାଖି ହଜାରେ ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବା ଅନ୍ତର୍ଜତାୟୀ ଗଣମାଧ୍ଯମ ସଂସ୍ଥାରେ ରିପୋର୍ଟ ଆସିବା ପରେ ଏଭଳି କହିଛି ସଂଗଠନ। ଡବ୍ଲୁଏଚ୍ଓର…

ରାଜସ୍ଥାନରେ ଘାଣ୍ଟୁଛି ବିଜେପି, କିଛି ମିଳିବ ତ ?

ଭୁବନେଶ୍ୱର: ରାଜସ୍ଥାନରେ କ୍ଷମତାକୁ ଫେରିବାକୁ ବିଜେପି ନିଜର ସବୁ ଶକ୍ତି ଖଟାଇବା ଆରମ୍ଭ କରିଛି। କଂଗ୍ରେସ ସରକାରରେ ଥିବା ବେଳେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ ଚାଲିଥିବା ଲଢ଼େଇରୁ ଫାଇଦା ନେବାକୁ ଦଳ ଯୋଜନା କରିଛି। ଏପରିକି ଏହାକୁ…

କର୍ଣ୍ଣାଟକରେ ବିଜେପି ନେତାଙ୍କୁ ବାନ୍ଧିବ କଂଗ୍ରେସ !

ଭୁବନେଶ୍ୱର: ବିଜେପି ସରକାର ସମୟରେ କର୍ଣ୍ଣାଟକରେ ଯେତେ ସବୁ ସ୍କାମର ଅଭିଯୋଗ ହୋଇଛି ସବୁର ତଦନ୍ତ ହେବ। ଯେତେ ଦୁର୍ନୀତି ଓ ଅନିୟମିତତା ହୋଇଛି ସବୁର ଗୋଟି ଗୋଟି ତଦନ୍ତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା କହିଛନ୍ତି। ପୂର୍ବ ବିଜେପି ସରକାର ସମୟରେ ମେଡିକାଲ କଲେଜ ନିର୍ମାଣଠୁ…

ସିଂହଦ୍ୱାର ନିକଟରେ ତିନି ରଥ, ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ

ପୁରୀ: ସିଂହଦ୍ବାରରେ ପହଁଚିଲେ ଶ୍ରୀଜିଉ। ନବଦିନାତ୍ମକ ଯାତ୍ରା ଶେଷ କରି ଶେଷରେ ସିଂହଦ୍ୱାରରେ ପହଁଚିଛନ୍ତି ଭାଇ-ଉଭଣୀ। ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ପ୍ରଥମେ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପହଞ୍ଚିବା ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ…

ଡେଲିଭରି ବୟରୁ ମେକାନିକ ପର୍ଯ୍ୟନ୍ତ ରାହୁଲଙ୍କ ଯାତ୍ରା !

ଭୁବନେଶ୍ୱର: କେତେବେଳେ ଡେଲିଭରି ବୟଙ୍କ ସ୍କୁଟରରେ ତ କେତେବେଳେ ଟ୍ରକରେ। ଆଉ କେତେବେଳେ ବାଇକ ଗ୍ୟାରେଜରେ। ଗତ କିଛି ମାସ ଧରି ବିଭିନ୍ନ ବର୍ଗର ତୃଣମୂଳ ସ୍ତରର ଲୋକଙ୍କ ସହ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦେଖାଯାଉଛନ୍ତି। ସେମାନଙ୍କ ସହ ଯାତ୍ରା କରୁଛନ୍ତି ସେମାନଙ୍କ ସୁଖଦୁଃଖ…

କେନ୍ଦ୍ରର ଚିଠି ପରେ ଫାଇଭ ଟି ସଚିବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିକୁ ଶାଣିତ କଲା ବିଜେପି

ଭୁବନେଶ୍ୱର: ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗରେ ଓଡ଼ିଶାର ଜଣେ ଆଇଏଏସ୍ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଭାରତୀୟ ଜନତା ପାର୍ଟି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଚିବ ଥିବା ଏହି ଅଧିକାରୀ ନିଜ କ୍ଷମତାକୁ ଅତିକ୍ରମ କରି ନିର୍ବାଚିତ ପ୍ରତିନିଧିଙ୍କୁ ଅଣଦେଖା କରୁଥିବା…

ନୂଆ ପ୍ରଜାତିର ବୁଢ଼ିଆଣୀ ଠାବ, ଯାହା ଡ଼େଇଁ ଡ଼େଇଁ ଶୀକାର କରେ

ମୁମ୍ବାଇ: ଦୁନିଆରେ ଅନେକ ଜୀବଜନ୍ତୁ ଅଛନ୍ତି । ସେଥିମଧ୍ୟରୁ ଆମେ କିଛି ସମ୍ପର୍କରେ ଜାଣିଥିବା ବେଳେ ଆଉ ଅନେକ ଜୀବଜନ୍ତୁଙ୍କ ବିଷୟରେ ଜାଣି ନ ଥାଉ । ନିକଟରେ ମୁମ୍ବାଇରେ ଏକ ନୂଆ ପ୍ରଜାତିର ବୁଢିଆଣୀ ଠାବ କରାଯାଇଛି, ଯାହା ଡ଼େଇଁ ଡ଼େଇଁ ଶୀକାର କରିଥାଏ । ଏହାକୁ ଦେଖି ଅନୁସନ୍ଧାନକାରୀମାନେ…

ବଡ ବଜେଟ ଫିଲ୍ମ ପାଇଁ ସନ୍ଦୀପଙ୍କ ସହ ହାତ ମିଳାଇଲେ କଙ୍ଗନା

ମୁମ୍ବାଇ: ବଲିଉଡ କୁଇନ କଙ୍ଗନା ରାନାୱତ ଏବେ ତାଙ୍କର ଆଗାମୀ ଫିଲ୍ମ ଏର୍ମଜେନ୍ସି ନେଇ ଚର୍ଚ୍ଚାରେ ଅଛନ୍ତି । ସେ ଏଥିରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଭୂମିକାରେ ଅବତୀର୍ଣ୍ଣ ହେବେ । ବଲିଉଡ ହଙ୍ଗାମାରେ ପ୍ରକାଶିତ ରିପୋର୍ଟ ଅନୁସାରେ ସେ ଫିଲ୍ମମେକର ସନ୍ଦୀପ ସିଂଙ୍କ ସହ ଏକ…

ରାଜଧାନୀରେ ଡେଙ୍ଗୁ ଆତଙ୍କ, ନୟାପଲ୍ଲୀ ଓ ପୋଖରୀପୁଟ ପାଲଟିଛି ହଟସ୍ପଟ

ଭୁବନେଶ୍ୱର: ବର୍ଷା ଆରମ୍ଭ ହେଉଣୁ ରାଜଧାନୀରେ ଦେଖାଦେଲାଣି ଡେଙ୍ଗୁ ଆତଙ୍କ। ରାଜଧାନୀ ସ୍ଥିତ ନୟାପଲ୍ଲୀ ଓ ପୋଖରୀପୁଟ ଏବେ ଡେଙ୍ଗୁର ହଟସ୍ପଟ ପାଲଟିଥିବା କିଛି ଦିନ ଆକ୍ରାନ୍ତଙ୍କ ଠିକଣା ଦେଖିବା ପରେ ଅନୁମାନ ହେଉଛି। ଗତ ସପ୍ତାହରେ ଭୁବନେଶ୍ୱରରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ…

କାମାକ୍ଷ ଦେବୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କଲେ କଙ୍ଗନା

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ କଙ୍ଗନା ରାଣାୱତ ଯେକୌଣସି ପ୍ରସଙ୍ଗରେ ନିଜ ସ୍ପଷ୍ଟ ମତ ଦେବା ନେଇ ଅଧିକାଂଶ ସମୟ ଚର୍ଚ୍ଚାରେ ରହିଥାନ୍ତି । କଙ୍ଗନା ବୁଧବାର ଗୁଆହାଟୀସ୍ଥିତ କାମାକ୍ଷ ଦେବୀ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଛନ୍ତି । କିଛି ଦିନ ହେବ ସେ ବିଭିନ୍ନ ଧାର୍ମିକ ସ୍ଥାନ ଦର୍ଶନ…