Latest Odisha News

BREAKING NEWS

ସତୀଙ୍କ କେଉଁ ଅଙ୍ଗରୁ କେଉଁ ଶକ୍ତିପୀଠ ସୃଷ୍ଟି ହୋଇଛି, ଜାଣନ୍ତୁ

ଭୁବନେଶ୍ୱର: ଆସିଗଲାଣି ପାର୍ବଣର ଋତୁ । ଆଉ କିଛିଦିନ ପରେ ବିଭିନ୍ନ ଶକ୍ତିପୀଠରେ ଷୋଡ଼ଶ ଉପଚାରରେ ହେବ ମାଆ ଦୁର୍ଗାଙ୍କର ଆରଧାନା । ସେହିଭଳି ଏହି ପୀଠଗୁଡିକରେ ନବରାତ୍ରି ପୂଜା ମଧ୍ୟ ବେଶ ନିଷ୍ଠା ଓ ଭକ୍ତିରେ ପାଳନ କରାଯିବ । ମାଆଙ୍କ ଆଗମନକୁ ଅପେକ୍ଷା କରିଛି ସାରା ସଂସାର । ଏଥିପାଇଁ…

ସଞ୍ଜୟ କୁମାର ମହାନ୍ତି ‘ଦକ୍ଷିଣ ପୂର୍ବ ରେଳପଥ’ର ନୂତନ ମହାପ୍ରବନ୍ଧକ ଭାବେ ନିଯୁକ୍ତ

ଭୁବନେଶ୍ୱର: କଲିକତା ସ୍ଥିତ ଦକ୍ଷିଣ ପୂର୍ବ ରେଳପଥ ର ନୂତନ ମହାପ୍ରବନ୍ଧକ ଭାବେ ଶ୍ରୀ ସଞ୍ଜୟ କୁମାର ମହାନ୍ତି ଯୋଗଦାନ କରିଛନ୍ତି । ଏହା ପୂର୍ବରୁ ଶ୍ରୀ ମହାନ୍ତି ରେଳବାଇ ବୋର୍ଡ ରେ ଟ୍ରାଫିକ ଟ୍ରାନ୍ସପୋର୍ଟେସନର ପ୍ରିନସିପାଲ ଏକଜିକ୍ୟୁଟିଭ୍ ଡ଼ାଇରେକ୍ଟର ଭାବେ କାର୍ଯ୍ୟ କରୁଥିଲେ ।…

ମୋହ

ମୋହ କାଜଲ୍ ସ୍ୱାଇଁ ମୁଁ ଏବେ ମୋହରେ... କେବେ ବଞ୍ଚିବାର ମୋହ କେବେ ସ୍ୱପ୍ନ ଦେଖିବାର ମୋହ ପୁଣି କେବେ ମୋ ଅଣାୟତ୍ତ ବୟସମାନଙ୍କୁ ବାନ୍ଧି ରଖି ଭିନ୍ନ ଏକ ପୃଥିବୀ ଗଢିବାର ମୋହରେ... ବୈଶାଖର ତତଲା ବାଲିରେ ପାଦକୁ ବୁଡେଇ ମୁଁ ସବୁଦିନ ଅପେକ୍ଷା କରିଥାଏ ତୁମକୁ ଯଦିଓ ମୋତେ…

ଆଇନ୍ ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲା: ଗିରଫ ହୋଇ ଜେଲ୍ ଗଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚିନ୍ମୟାନନ୍ଦ

ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱାମୀ ଚିନ୍ମୟାନନ୍ଦ ଜଣେ ଆଇନ ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି । ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତ ଚିନ୍ମୟାନନ୍ଦ ଗତ ପ୍ରାୟ ଏକ ବର୍ଷ ଧରି ଦୁଷ୍କର୍ମ କରିଆସୁଥିବା ବେଳେ ତାଙ୍କର…

ସାର ଜନ ଉଡ୍ରଫ, ଭାରତୀୟ ତନ୍ତ୍ର ସାହିତ୍ୟ ଓ ଭାରତ ଧର୍ମ

ସାର ଜନ ଉଡ୍ରଫ, ଭାରତୀୟ ତନ୍ତ୍ର ସାହିତ୍ୟ ଓ ଭାରତ ଧର୍ମ କେଦାର ମିଶ୍ର ମହାତ୍ମା ଗାନ୍ଧୀଙ୍କ ପ୍ରିୟ ବହିମାନଙ୍କ ତାଲିକାରେ ଗୋଟେ ବହିର ନାମ ଆପଣ ନିଶ୍ଚୟ ପାଇବେ- "ଶକ୍ତି ଆଣ୍ଡ ଶାକ୍ତ"। ଲେଖକ ସାର ଜନ ଉଡ୍ରଫ ଓରଫ ଆର୍ଥର ଆଭାଲନ। ମହାଯୋଗୀ ଶ୍ରୀ ଅରବିନ୍ଦ ତାଙ୍କର ପ୍ରସିଦ୍ଧ ବହି "ଦ…

ଆଠଗଡ଼ରେ କଲରାପତିରିଆ ବାଘର ମୃତ୍ୟୁ ଘଟଣା: ୨ ବନ କର୍ମଚାରୀ ନିଲମ୍ବିତ

କଟକ: କଟକ ଜିଲ୍ଲା ତଗିରିଆ ନିକଟସ୍ଥ ଆଠଗଡ ବନଖଣ୍ଡରେ କଲରାପତରିଆ ବାଘର ମୃତ୍ୟୁ ଘଟଣାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହି ଘଟଣାରେ ସମ୍ପୃକ୍ତ ୨ଜଣ ବନ କର୍ମଚାରୀ ଫରେଷ୍ଟର ସୁଚରିତା ରାୟ ଓ ଫରେଷ୍ଟ ଗାର୍ଡ଼ ଚନ୍ଦନ ବେହେରାଙ୍କୁ ଶୁକ୍ରବାର କାର୍ଯ୍ୟରୁ ନିଲମ୍ବିତ କରାଯାଇଛି ।…

ଆସନ୍ତା ବର୍ଷଠୁଁ ଆଇଆଇଏମସିରେ ଆରମ୍ଭ ହେବ ସ୍ନାତକୋତ୍ତର ପାଠ୍ୟକ୍ରମ

ଢେଙ୍କାନାଳ: ଆସନ୍ତା ବର୍ଷଠାରୁ ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମସି)ରେ ସାମ୍ବାଦିକତା ଓ ଗଣଯୋଗାଯୋଗର ବିଭିନ୍ନ ବିଷୟରେ ସ୍ନାତକୋତ୍ତର ପାଠ୍ୟକ୍ରମ ଆରମ୍ଭ ହେବ । ଏହାସହ ଗବେଷଣାକୁ ମଧ୍ୟ ଗୁରୁତ୍ୱ ଦିଆଯିବ ବୋଲି ଆଇଆଇଏମସି ପରିଦର୍ଶନରେ ଆସି ମହାନିର୍ଦ୍ଦେଶକ କେ.ଏସ୍. ଧତ୍ୱାଲିଆ…

ପରଦାକୁ ଆସିଲା ନୂଆ ଓଡ଼ିଆ ସିନେମା ‘ଜୋରକା ଝଟକା’

ଭୁବନେଶ୍ୱର: ଅନ୍ୟ ସିନେମା ଜଗତ ପରି ଆମ ଓଡ଼ିଆ ସିନେମା ମଧ୍ୟ ଏବେ ଦ୍ରୁତ ଗତିରେ ମାଡିଚାଲିଛି । ଆଗରୁ ବର୍ଷକୁ ୩ ରୁ ୪ ଟି ସିନେମା ପରଦାକୁ ଆସୁଥିବା ବେଳେ, ଏବେ ପ୍ରାୟ କ୍ରମାଗତ ଭାବେ ଏହା ଜାରି ରହିଛି । ଗୁରୁବାର ସତ୍ୟ ଘଟଣା ଉପରେ ଆଧାରିତ ସିନେମା 'ଛବିରାଣୀ' ମୁକ୍ତିଲାଭ କରିଥିବା…

ଭିଜିଲାନ୍ସ ଜାଲରେ ଫସିଲେ ୨ ସରକାରୀ କର୍ମଚାରୀ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାରେ ଆୟବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ୨ ଜଣ ସରକାରୀ କର୍ମଚାରୀଙ୍କ ଘର ଓ ଅଫିସରେ ଶୁକ୍ରବାର ଦିନ ଭିଜିଲାନ୍ସର ୪ ଜଣିଆ ଟିମ ଚଢାଉ କରିଛନ୍ତି । ଉଭୟ ଦମ୍ପତ୍ତି ହେଲେ ବଲାଙ୍ଗୀର ଅବକାରୀ ବିଭାଗର ମୁଖ୍ୟ କିରାଣୀ ତ୍ରୀନାଥ ସେଠ୍ ଏବଂ ତାଙ୍କ ଧର୍ମପତ୍ନୀ…

ଘରେ କରନ୍ତୁ ହେୟାର ଷ୍ଟ୍ରେଟନିଙ୍ଗ, ପାଆନ୍ତୁ ମୂଲାୟମ କେଶ…

ନିଜ କେଶକୁ ସୁନ୍ଦର ଓ ସିଧା କରିବା ପାଇଁ ଆଜିକାଲି ସମସ୍ତେ ହେୟାର ଷ୍ଟ୍ରେଟନିଙ୍ଗ କୁ ବେଶୀ ଗୁରୁତ୍ୱ ଦେଉଛନ୍ତି । କିନ୍ତୁ ପାର୍ଲରରେ ଷ୍ଟ୍ରେଟନିଙ୍ଗ ପାଇଁ ଅଧିକ ଖର୍ଚ୍ଚ ହୁଏ, ଏଥିପାଇଁ କିଛି ମହିଳାମାନେ ଷ୍ଟ୍ରେଟନିଙ୍ଗ କରନ୍ତି ନାହିଁ ଆଉ କେହିକେହି କେମିକାଲର କୁପ୍ରଭାବ ପଡିବ ଭାବି…