Latest Odisha News

BREAKING NEWS

ଏଣିକି ଅପମିଶ୍ରିତ ଖାଦ୍ୟ ପଦାର୍ଥ ବିକିଲେ ସର୍ବନିମ୍ନ ୬ ମାସ ହେବ ଜେଲ !

ନୂଆଦିଲ୍ଲୀ: ଆଜିକାଲି ବଜାରରେ ଅପମିଶ୍ରିତ, ନିମ୍ନମାନର ଖାଦ୍ୟ ବିକ୍ରି ବଢୁଛି। ଏହାକୁ ନିୟନ୍ତ୍ରଣ କରିବା ଲାଗି ସଂସଦୀୟ କମିଟି ଏକ ଦଣ୍ଡବିଧାନ ବ୍ୟବସ୍ଥା କରିଛି। ସଂସଦୀୟ କମିଟି ପରାମର୍ଶ ଦେଇଛି ଯେ ଅପମିଶ୍ରିତ ଖାଦ୍ୟ ପଦାର୍ଥ ବିକ୍ରୟ କରିବାରେ ଦୋଷୀମାନଙ୍କୁ ସର୍ବନିମ୍ନ ୬ମାସ ଦଣ୍ଡ…

ବିଶ୍ୱକପ ୨୩: ଭାରତର ବୋଲର ଲିଗ ପର୍ଯ୍ୟାୟରେ ୯୦ରୁ ନେଇଛନ୍ତି ୮୬ ୱିକେଟ

ମୁମ୍ବାଇ: ଚଳିତ ଦିନିକିଆ ବିଶ୍ୱକପ କ୍ରିକେଟରେ ବୁଧବାର ନ୍ୟୁଜିଲାଣ୍ଡ ବିପକ୍ଷ ସେମି ଫାଇନାଲରେ ଭାରତୀୟ ଖେଳାଳିଙ୍କ ପ୍ରକୃତ ପରୀକ୍ଷା ହେବ । ଏ ପର୍ଯ୍ୟନ୍ତ ଅପରାଜେୟ ଥିବା ଟିମ ଇଣ୍ଡିଆ ଉଭୟ ବ୍ୟାଟିଂ ଓ ବୋଲିଂରେ ଭଲ ପ୍ରଦର୍ଶନ କରିଛି । ଏପରିକି ଲିଗ ପର୍ଯ୍ୟାୟରେ ଭାରତୀୟ ବୋଲରମାନେ ବିପକ୍ଷ…

ସୈନିକ ସ୍କୁଲରେ ପ୍ରବେଶିକା ପରୀକ୍ଷା ପାଇଁ ଅନ୍‌ଲାଇନ ପଞ୍ଜୀକରଣ ଜାରି

ଭୁବନେଶ୍ୱର: ସୈନିକ ସ୍କୁଲରେ ନାମ ଲେଖା ପାଇଁ ପ୍ରବେଶିକା ପରୀକ୍ଷା ନିମନ୍ତେ ଆଜି ଅନ୍‌ ଲାଇନ୍‌ ପଞ୍ଜୀକରଣ ଜାରି ହୋଇଛି । ଦେଶର ୩୩ଟି ସୈନିକ ସ୍କୁଲ୍‌ରେ ଷଷ୍ଠ ଓ ନବମ ଶ୍ରେଣୀରେ ନାମ ଲେଖା ନିମନ୍ତେ ଆସନ୍ତା ୨୧ ଜାନୁଆରୀ ୨୦୨୪ରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । ୨୦୨୪-୨୫ ଶିକ୍ଷା…

ଆସନ୍ତାକାଲି ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଝାଡ଼ଖଣ୍ଡର ଖୁଣ୍ଟିଠାରେ ଆୟୋଜିତ ହେବାକୁ ଥିବା ଏକ ସମାରୋହରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ଶୁଭାରମ୍ଭ କରିବେ। କେନ୍ଦ୍ର ସରକାରଙ୍କ ବିଭିନ୍ନ ଫ୍ଲାଗଶିପ୍ ଯୋଜନାର ଶତପ୍ରତିଶତ ଲାଭ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ଲାଗି…

ଗିଲଙ୍କୁ ଭେଟିବାକୁ ସାରା ଯାଇଥିଲେ କି !

ମୁମ୍ବାଇ: ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଓ ଶୁଭମନ ଗିଲଙ୍କ ସମ୍ପର୍କକୁ ନେଇ ବିଭିନ୍ନ ଖବର ପ୍ରକାଶ ପାଉଛି । ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲ ମ୍ୟାଚ ପୂର୍ବରୁ ସାରାଙ୍କୁ ନିର୍ଦ୍ଦେଶକ ବିଧୂ ବିନୋଦ ଚୋପ୍ରାଙ୍କ ଘରେ ଦେଖିବାକୁ ମିଳିଥିଲା । ରିପୋର୍ଟ ଅନୁସାରେ ସାରା ସେଠାକୁ…

ଛଟ ପୂଜା ପାଇଁ ଓଡିଶା ଏବଂ ବିହାର ମଧ୍ୟରେ ଗଡିବ ଆଉ ଏକ ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ଵର: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର । ଚଳିତ ବର୍ଷ ଛଟ୍ ପୂଜା ପୂର୍ବରୁ ଘରେ ପହଞ୍ଚିବେ ଲୋକେ । ନିୟମିତ ଟ୍ରେନରେ ଯାତ୍ରୀମାନଙ୍କର ଅତିରିକ୍ତ ଭିଡ଼କୁ ଦୃଷ୍ଟିରେ ରଖି ଏବଂ ଯାତ୍ରୀମାନଙ୍କ ସୁବିଧା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଛଟ ପୂଜା ପାଇଁ ଓଡିଶା ଓ ବିହାର ମଧ୍ୟରେ ଆଉ ଏକ…

ଓଟିଡିସି ପକ୍ଷରୁ ଯୁବ ପ୍ରତିଭାଙ୍କ ଦ୍ୱାରା ଉତ୍ସାହପ୍ରଦ ଅଡିଟ ସହ ଶିଶୁ ଦିବସ ପାଳିତ

ଭୁବନେଶ୍ୱର: ଶିଶୁ ଦିବସ ପାଳନ ଅବସରରେ, ଉଜ୍ଜ୍ୱଳ ଯୁବ ପ୍ରତିଭାଙ୍କ ଦ୍ୱାରା ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି)ରେ ଏକ ଉର୍ଜାବାନ ଓ ଅନ୍ତର୍ଦୃଷ୍ଟି ସମ୍ପନ୍ନ ଅଡିଟ୍ ଅନୁଷ୍ଠିତ ହୋଇଯାଇଛି । ଓଟିଡିସି ମୁଖ୍ୟାଳୟରେ ଆୟୋଜିତ ଏହି ସ୍ୱତନ୍ତ୍ର କାର୍ୟ୍ୟକ୍ରମରେ ଓଟିଡିସି ଅଧ୍ୟକ୍ଷ ଡ଼ଃ…

ପବିତ୍ର ଶିଶୁ ଦିବସ ଅବସରରେ ଶୁଭାରମ୍ଭ ହେଲା “ଆମ କୁନିପିଲା” ଯୋଜନା

ଭୁବନେଶ୍ଵର: ପବିତ୍ର ଶିଶୁ ଦିବସ ଅବସରରେ ଶୁଭାରମ୍ଭ ହେଲା “ଆମ କୁନିପିଲା” ଯୋଜନା । ପ୍ରତ୍ୟକ ଶିଶୁଙ୍କୁ ନିଜ ଘରେ ହିଁ ମିଳିବ ଆନନ୍ଦଦାୟକ ବନ୍ଧୁତ୍ଵପୂର୍ଣ୍ଣ ଅନୁକୂଳ ପରିବେଶ । ଏଣିକି ଘରର ପୁରୁଷ ସଦସ୍ୟ ମାନେ ମଧ୍ୟ ନେବେ ଶିଶୁର ଯତ୍ନ । ତିନି ବର୍ଷରୁ କମ୍ ପିଲାଙ୍କ ସହ ଅଙ୍ଗନବାଡି କର୍ମୀ…

‘ଦଙ୍ଗା ଓ ଗୁଣ୍ଡାଗର୍ଦ୍ଦି କଂଗ୍ରେସର ସ୍ୱଭାବ’

ମଧ୍ୟପ୍ରଦେଶ: ବିଧାନସଭା ନିର୍ବାଚନକୁ ଏବେ ୫ ରାଜ୍ୟରେ ସରଗରମ ହୋଇପଡିଛି ରାଜନୀତି ମୋାହୋଲ । ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମଧ୍ୟପ୍ରଦେଶର ଶଜାପୁରରେ କଂଗ୍ରେସ ଉପରେ ବର୍ଷିଛନ୍ତି । ସେ କହିଛନ୍ତି ଯେ ଦଙ୍ଗା ଏବଂ ଗୁଣ୍ଡାଗର୍ଦ୍ଦି କଂଗ୍ରେସର ସ୍ୱଭାବ ଅଟେ । ରାହୁଲ…

ରାହୁଲଙ୍କ ‘ମେଡ ଇନ୍‌ ଚାଇନା’ ବୟାନକୁ ନେଇ ବର୍ଷିଲେ ପ୍ରଧାନମନ୍ତ୍ରୀ: କହିଲେ, କେଉଁ ଦୁନିଆରେ ରହିଛ ମୁର୍ଖଙ୍କ…

ଭୋପାଳ: ନଭେମ୍ବର ୧୭ ତାରିଖରେ ହେବ ମଧ୍ୟପ୍ରଦେଶର ୨୩୦ ଆସନ ପାଇଁ ହେବ ମତଦାନ । ବିଜେପି-କଂଗ୍ରେସର ଅନ୍ତିମ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାରର ଆଜି ଅନ୍ତିମ ଦିନ । ଦୁଇ ଜାତୀୟ ଦଳ ନିଜର ସବୁ ଦମ ଲଗାଇ ଦେଇଛନ୍ତି ଜନତାଙ୍କ ସମର୍ଥନ ହାସଲ କରିବା ପାଇଁ । ବିଜେପି ପକ୍ଷରୁ ଆଜି ପ୍ରଧାନମନ୍ତ୍ରୀ…