ରାହୁଲ ଗାନ୍ଧୀଙ୍କ ବିରୋଧରେ ବିବାଦୀୟ ଟ୍ୱିଟ୍ ପାଇଁ ବିଜେପି ଆଇ-ଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟଙ୍କ ବିରୋଧରେ ମାମଲା…
ବେଙ୍ଗାଲୁରୁ: ରାହୁଲ ଗାନ୍ଧୀଙ୍କ ବିରୋଧରେ ବିବାଦୀୟ ଟ୍ୱିଟ୍ କରିଥିବାରୁ ବିଜେପି ଆଇ-ଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ବେଙ୍ଗାଲୁରୁ ପୁଲିସ ଅମିତଙ୍କ ବିରୋଧରେ ମାମଲା କରିଛି। ଅମିତ ମାଲବ୍ୟ ରାହୁଲ ଗାନ୍ଧୀଙ୍କର ଏକ ଆନିମେଟେଡ୍ ଭିଡିଓ ଟ୍ୱିଟ୍ କରିଛନ୍ତି।…