Latest Odisha News

BREAKING NEWS

ବାଲି ଉଠାଣ ଉପରେ ରୋକ ଲଗାଇଲେ ହାଇକୋର୍ଟ, ୪ ବର୍ଷରେ ୨୪୩ କୋଟିର ଦୁର୍ନୀତି ଅଭିଯୋଗ

କଟକ: ବାଲି ଉଠାଣ ଉପରେ ପୁଣି ରୋକ ଲଗାଇଛନ୍ତି ହାଇକୋର୍ଟ । ଖଣି ବିଭାଗର ବିଜ୍ଞପ୍ତି ଉପରେ ବୁଧବାର ହାଇକୋର୍ଟ ସ୍ଥଗିତାଦେଶ ଜାରି କରିଛନ୍ତି । ବାଲି ଉତ୍ତୋଳନ ପାଇଁ ଗତ ୨୧ ତାରିଖରେ ବିଜ୍ଞପ୍ତି ଜାରି କରିଥିଲା ଖଣି ବିଭାଗ । ଫଳରେ ବାଲିକୁ ନେଇ ରାଜ୍ୟରେ ଏବେ ଗୁରୁତର ପରିସ୍ଥିତି ସୃଷ୍ଟି…

ଭାଷା ଭାଗବତ : ପାରସ୍ପରିକ ସହଯୋଗ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ବିଦ୍ୟାକୁ କରିଲେ ବିବାଦ ବ୍ୟକ୍ତିକୁ ମିଳେ ଅପବାଦ ହେଲେ କଳହପରାୟଣ ଜ୍ଞାନୀଂକ ମାନ ହୁଏ ନ୍ୟୂନ ଯେ ହୁଏ ସ୍ବଭାବେ କଳିହା ଖୋଜିପାଏନି ସିଧା ରାହା କାନେ ଶୁଭିଲେ ' ଆହା ଆହା ' ତା ମନ ବୁଝେ ' ୱାହା ୱାହା ' ନିଜକୁ ଯେ ସର୍ବଜ୍ଞ…

ସରିଲା ଚନ୍ଦକା-ଡମପଡା ଅଭୟାରଣ୍ୟ ପକ୍ଷୀ ଗଣନା, ଗତବର୍ଷ ତୁଳନାରେ ୬,୧୬୫ କମ୍ ଆସିଛନ୍ତି

ଭୁବନେଶ୍ବର: ଶେଷ ହେଲା ଚନ୍ଦକା-ଡମପଡା ଅଭୟାରଣ୍ୟରେ ପକ୍ଷୀ ଗଣନା । ତେବେ ଚଳିତବର୍ଷ ୧୬ ହଜାର ୬୭୫ ପକ୍ଷୀ ଆସିଥିବା ଜଣାପଡିଛି । ହେଲେ ଗତବର୍ଷ ଅପେକ୍ଷା ଚଳିତବର୍ଷ କମ ସଂଖ୍ୟାକ ପକ୍ଷୀ ଆସିଥିବା ଏହି ଗଣନା ରୁ ଜଣାପଡିଛି । ଗତବର୍ଷ ଅଭୟାରଣ୍ୟ କୁ ୨୨ ହଜାର ୮୪୦ ପକ୍ଷୀ ଆସିଥିଲେ । ଏଥର…

ଶ୍ରଦ୍ଧା

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ଦେବଭୂମି ଭାରତ, ଯାହାର ମାଟିରେ ତିଳକ କରାଯାଏ । ଯେଉଁ ଭୂମିର ନଦୀକୁ ସଦା ନମନ କରାଯାଏ । ସେହି ମାଟିରେ ଆମେ ଶ୍ରଦ୍ଧା ଆସ୍ଥା ଏବଂ ବିଶ୍ୱାସ ରଖି କାର୍ଯ୍ୟ କରିବା ଉଚିତ୍ । ଯାଚକ ମନରେ ଶ୍ରଦ୍ଧା ଓ ବିଶ୍ୱାସ ରହିବା ସହିତ ଭକ୍ତି…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଭକ୍ତ ବତ୍ସଳ ଶ୍ରୀଜଗନ୍ନାଥ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଭକ୍ତ ବତ୍ସଳତା ସର୍ବ ଜନବିଦିତ। ଏହା ମଧ୍ୟ ସ୍ପଷ୍ଟ ଯେ ଭକ୍ତର ନିଟୋଲ ଭକ୍ତି ଛଡା ଭଗବାନ (ଶ୍ରୀଜଗନ୍ନାଥ )ଅନ୍ୟ କିଛି ଚାହାନ୍ତିନି। ହଁ ଯଦି ଭକ୍ତିର ପ୍ରକୃତ ସ୍ୱରୂପକୁ…

ଇଂଲଣ୍ଡ ଲାୟନ୍ସର ବ୍ୟାଟିଂ ପରାମର୍ଶଦାତା ହେଲେ କାର୍ତିକ

ନୂଆଦିଲ୍ଲୀ: ଦୀନେଶ କାର୍ତିକ ଏବେ ଦୀର୍ଘ ଦିନ ହେବ ଭାରତୀୟ ଦଳରୁ ବାହାରେ ଅଛନ୍ତି । ଇତି ମଧ୍ୟରେ ଏହି ଅନୁଭବୀ ୱିକେଟକିପର ବ୍ୟାଟ୍ସମ୍ୟାନଙ୍କୁ ଏକ ଗୁରୁଦାୟିତ୍ୱ ମିଳିଛି । କାର୍ତିକ ଇଂଲଣ୍ଡ ଆଣ୍ଡ ୱେଲ୍ସ କ୍ରିକେଟ ବୋର୍ଡର ପରାମର୍ଶଦାତା ଭାବେ ନିଯୁକ୍ତ ହୋଇଛନ୍ତି । ଇଣ୍ଡିଆ ଏ ବିପକ୍ଷ…

ଦିନ ଦ୍ୱିପ୍ରହରରେ ମହିଳାଙ୍କୁ ଜିଅନ୍ତା ଜାଳିଦେଲେ ଦୁର୍ବୃତ୍ତ!

ହାଇଦ୍ରାବାଦ: ତେଲେଙ୍ଗାନା ହାଇଦ୍ରାବାଦରେ ଚାଞ୍ଚଲ୍ୟ । ଦିନ ଦ୍ୱିପ୍ରହରରେ ମହିଳାଙ୍କୁ ଜିଅନ୍ତା ଜାଳିଦେଲେ । ତେଲେଙ୍ଗାନାର ମୋଇନାବାଦର ରାସ୍ତାରୁ ମହିଳାଙ୍କୁ ଦଗ୍ଧ ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତକଙ୍କ ପରିଚୟ ଅସ୍ପଷ୍ଟ ଥିବାବେଳେ ତଦନ୍ତ ଜାରି ରଖିଛି ପୋଲିସ । ପୋଲିସର ସୂଚନା…

କୋଟିପତି ଏମ୍‌ଭିଆଇ ପଞ୍ଚାନନ ବେହେରା ଗିରଫ, ଆୟଠାରୁ ୨୯୩% ଅଧିକ ସମ୍ପତ୍ତି ଠାବ

ନୟାଗଡ଼: କୋଟିପତି ଏମ୍‌ଭିଆଇ ପଞ୍ଚାନନ ବେହେରା ଗିରଫ। ନୟାଗଡ଼ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଏମ୍‌ଭିଆଇ ପଞ୍ଚାନନ ବେହେରା। ଆୟଠାରୁ ୨୯୩ ପ୍ରତିଶତ ଅଧିକ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ ଟିମ୍। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କରିଛି ଭିଜିଲାନ୍ସ। କୋଟିପତି ବାବୁଙ୍କର…

ବ୍ଲଡ ଗ୍ରୁପ କହିବ ଆପଣଙ୍କ ବ୍ୟକ୍ତିତ୍ୱ !

ନୂଆଦିଲ୍ଲୀ: ବ୍ଲଡ ଗ୍ରୁପ କହିବ ଆପଣଙ୍କ ବ୍ୟକ୍ତିତ୍ୱ । ନିକଟରେ ବୈଜ୍ଞାନିକମାନଙ୍କ ଏକ ଗବେଷଣାରେ ଏହି ତଥ୍ୟ ଉଜାଗର ହୋଇଛି । ବିଭିନ୍ନ ବ୍ଲଡ ଗ୍ରପକୁ ନେଇ ସେମାନେ ଗବେଷଣା କରିବା ପରେ ସେମାନେ ଏହି ତଥ୍ୟ ପ୍ରଦାନ କରିଛନ୍ତି । ଏ ଗ୍ରୁପ ବ୍ଲଡର ବ୍ୟକ୍ତି ଧୈର୍ଯ୍ୟବାନ, ବିଚାରଶୀଳ ଓ…

କନ୍ନୌଜର ଏକ ଆଶ୍ରମରେ ମହନ୍ତ ପଦ ପାଇଁ ସାଧୁଙ୍କୁ ଜିଅନ୍ତା ଜଳାଇଦେଲେ

ଲକ୍ଷ୍ନୌ: ଆଶ୍ରମରେ ମହନ୍ତ ପଦ ପାଇବା ପାଇଁ ସାଧୁଙ୍କୁ ଜିଅନ୍ତା ଜଳାଇଦେଲେ ଅନ୍ୟ ଜଣେ ସାଧୁ । ଉତ୍ତରପ୍ରଦେଶର କନ୍ନୌଜର ଏଭଳି ଘଟଣା ସମସ୍ତଙ୍କୁ ଚକିତ କରିଛି । ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ସାଧୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସରକାରୀ ମେଡିକାଲ କଲେଜରେ…